Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ସେ ଖାଲିଦ ଜମିଲ..୧୩ ବର୍ଷ ପରେ ଭାରତୀୟ ଫୁଟବଲ୍ ଦଳର ଦେଶୀ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ନୂତନ ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯାଇଛି। ଖାଲିଦ ଜମିଲ ବରିଷ୍ଠ ଭାରତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ୨୦୧୭ରେ ଆଇଜଲ ଫୁଟବଲ୍ କ୍ଲବକୁ ଆଇ-ଲିଗ୍ ଟାଇଟଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖାଲିଦ ଜମିଲଙ୍କୁ…

୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ବରାଳ ଗ୍ରାମ ନିକଟରେ ଥିବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଜବତ ହୋଇଛି ୧୨୨ ଗ୍ରାମର ବ୍ରାଉନ ସୁଗାର ।‌ ଅବକାରୀ ବିଭାଗ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

ଆସନ୍ତା ୩୧ରେ ହେବ ସ୍ପେଶାଲ୍ OTET;ଦୁଇଟି ସିଟିଂରେ…

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ତେବେ ସ୍ପେଶାଲ୍ OTET ନେଇ ଆସିଗଲା ନୂଆ ତାରିଖ । ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।…

‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି’

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରୁ ବାହାରିବା ପରେ ମୁହଁ ଖୋଲିଲେ ସାର୍ଥକ । ସେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ଯାହା ଅଭିଯୋଗ…

ବିପଦରେ ପାରାଦୀପ! ସହରକୁ ମାଡି ଆସିପାରେ ସମୁଦ୍ର…

ପାରାଦୀପ: କୌଣସି ମୁହୂର୍ତ୍ତରେ ବି ପାରାଦୀପ ଭିତରକୁ ମାଡି ଆସିପାରେ ସମୁଦ୍ର । କୋଷ୍ଟାଲ ହାଇୱେ ଯୋଗୁଁ ଏବେ ବିପଦରେ ରହିଛି ବନ୍ଦର ନଗରୀ ପାରାଦ୍ୱୀପ । ତିଆରି ହେଉଥିବା କୋଷ୍ଟାଲ ହାଇୱେ ପାଇଁ ସମୁଦ୍ରକୂଳ ଲୁଣା ବାଲି ବ୍ୟବହାର ହେଉଥିବାରୁ ଏପରି ବିପଦ ଦେଖାଦେଇଛି । କେନ୍ଦ୍ର ସରକାରଙ୍କ…

ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି;ରହିବ ଏହି ସବୁ ସୁବିଧା…

ଭୁବନେଶ୍ବର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି…

କାହିଁକି ଭାରତ ଉପରେ ନାରାଜ ଟ୍ରମ୍ପ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଟାରିଫ ଲଗାଇଛନ୍ତି । ଅଗଷ୍ଟ ୧ରୁ ଲାଗୁ ହେବାକୁ ଥିବା ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଟାରିଫ ନିଷ୍ପତ୍ତି ଭାରତ ଓ ଆମେରିକା ସଂପର୍କ ଉପରେ ବଡ଼଼ ପ୍ରଭାବ ପକାଇପାରେ। ଦୁଇ…

ବଢିଲା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ !

ଭୁବନେଶ୍ବର: ବଢିଲା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ ! ଜମିକିଣା ଠକାମୀ ମାମଲା, ଫସିଯିବେ କି ମନ୍ତ୍ରୀ? ମନ୍ତ୍ରୀ ହେବା ପରଠୁ କେତେବେଳେ ଆଳୁ ତ କେତେବେଳେ ଧାନ ବିକ୍ରୀକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

୪୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଏସଆରଏ

ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ବ୍ୟାସନଗର ତହସିଲ୍ ଏସଆରଏ ହେମନ୍ତ କୁମାର ପେରେଇଙ୍କୁ ଧରିଲା ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କ ଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ମୁତାବକ, ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ…

‘ପଦରୁ ହଟାନ୍ତୁ’: ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିଜୟ….

ଭୁବନେଶ୍ବର: ଏବେ ରାଜ୍ୟରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଏଥିରେ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏନେଇ ବିଜୟ କହିଛନ୍ତି, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି,…