Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ…

ଖରିଫ୍‌ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି, ଗତବର୍ଷ ତୁଳନାରେ ରେକର୍ଡ ସଂଖ୍ୟକ ପଞ୍ଜୀକୃତ

ଭୁବନେଶ୍ୱର: ରାଜ୍ୟରେ ଖରିଫ ଋତୁ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି । ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ଚାଷୀମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି । ଚାଷୀମାନେ…

ଗିରଫ ହେଲେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ରହିଛି ଆଖି ଖୋସି ହୋଇଗଲା ପରି ସମ୍ପତ୍ତି

କଟକ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ ୩ର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ ପଣ୍ଡା । ଗିରଫ ପରେ କୋର୍ଟ ଚାଲାଣ ହେଲେ ଅଶୋକ ପଣ୍ଡା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବେ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ । ଆୟଠୁ ୨୧୩…

କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ହେଲେ ଶୁଦ୍ଧି; ଗାଁରେ ପହଞ୍ଚିଲା ପ୍ରଶାସନ

କୋରାପୁଟ:କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନର ତତ୍ପରତା ଦେଖାଇଛି । CDPOଙ୍କ ନେତୃତ୍ବରେ ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍ ଆଲୋଚନା କରିଛି । ଏଥିସହ ଏଭଳି ଅନ୍ଧବିଶ୍ବାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ ।…

ଇଗ୍ନୋର ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ବର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ-୨୦୨୫ ଶିକ୍ଷା ସେସନ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ ।…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ୍ ରେ ଅନୁମୋଦନ ହୋଇଛି । ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୨୭୩୮ କୋଟି ଟଙ୍କା । ୨୦୨୫-୨୦୨୬ ରୁ ୨୦୨୯-୩୦ ମଧ୍ୟରେ କାମ ଶେଷ ହେବ । ୫୭ ହଜାର…

ନିର୍ଲୋଜ ଆମେରିକା: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ଟ୍ରମ୍ପ କହି ନୋବେଲେ ଦାବି କଲା ହ୍ୱାଇଟ୍ ହାଉସ

ଭାରତ ମନାକରିବା ପରେ ବି ଆମେରିକା ପୁଣିଥରେ କହିଛି ଯେ ଭାରତ-ପାକିସ୍ତାନ ଯୁଦ୍ଧବିରତି କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡ଼ିଆ ସିନେମାର ଗର୍ବ: ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର!

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନଦବିନ୍ଦୁ’…

ଟ୍ରମ୍ପଙ୍କ ଟାରିଫ ଖେଳ: ପାକିସ୍ତାନ-ବାଂଲାଦେଶକୁ ପ୍ରେମ, ଭାରତ ଉପରେ ଚାବୁକ ପାହାର!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶଙ୍କୁ ଟାରିଫରେ ବଡ଼ ରିହାତି ଦେଇଛନ୍ତି। ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି। ରୁଷିଆ ସହ ବାଣିଜ୍ୟ ପାଇଁ ଅଲଗା ଜରିମାନା ଲଗାଇବାକୁ କହିଛନ୍ତି। ପାକିସ୍ତାନକୁ ୧୯% ଓ ବାଂଲାଦେଶକୁ ୨୦% ଟାରିଫ…

ଚିଠିର ଜବାବ ନଦେଇ ଏବେ ଧମକେଇବା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନ (ଇସିଆଇ) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛି। ରାହୁଲ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଉପରେ ବଡ଼ ଧରଣର ଭୋଟ ଜାଲିଆତି ଅଭିଯୋଗ ଆଣିଛନ୍ତି। ରାହୁଲ ଦାବି କରିଛନ୍ତି, ତାଙ୍କ ପାଖରେ ନିର୍ବାଚନ…