Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍; କେବଳ ଗାଡ଼ିରେ ମିଳିବ…

ଭୁବନେଶ୍ବର: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ ଓ ଡିଜେଲ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ । ଏହି…

ଘରର ପୂର୍ବ ଦିଗରେ ଲୁଚି ରହିଛି ଧନର ରହସ୍ୟ, ଏଠାରେ ରଖନ୍ତୁ ଏହି ୫ ଜିନିଷ!

ଭୁବନେଶ୍ବର:ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗକୁ ସୂର୍ଯ୍ୟ ଦେବଙ୍କ ଦିଗ ବୋଲି ବିବେଚନା କରାଯାଏ । ଯାହା ଉର୍ଜ୍ଜା, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ପ୍ରତୀକ। ଯଦି ଆପଣ ଶୀଘ୍ର ଧନବାନ୍ ହେବାକୁ ଚାହାଁନ୍ତି ଏବଂ ଜୀବନରେ ପ୍ରଗତି ଆଣିବାକୁ ଚାହାଁନ୍ତି, ତେବେ କିଛି ଜିନିଷ ପୂର୍ବ ଦିଗରେ…

ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ; ୨ ଜୀଅନ୍ତା ଶାବକ ଉଦ୍ଧାର, ୧୧ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ ହୋଇଛି ଏହା ସହ ୨ଟି ଜୀଅନ୍ତା ବାରହା ଶାବକ ଉଦ୍ଧାର ହୋଇଛନ୍ତି । ଏହା ସହ ଏହି ଘଟଣାରେ ଏଗାର ଜଣକୁ ଗିରଫ କରିଛି ବନ ବିଭାଗ । ଏହା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର…

ନାଇଜରରେ ୨ ଭାରତୀୟଙ୍କୁ ହତ୍ୟା ସହ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ନିଆମୀ: ଦକ୍ଷିଣ-ପଶ୍ଚିମ ନାଇଜରରେ ଏକ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅପହରଣ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି । ନାଇଜରର ଡୋସୋ ଅଞ୍ଚଳରେ ୧୫ ଜୁଲାଇରେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ…

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ

ରାୟଗଡ଼ା: ଜନୈକ ବିବାହିତ ମହିଳାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା…

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି: ଦିଲ୍ଲୀ ଏମ୍ସ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଆଜି ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଥିଲେ ବଳଙ୍ଗା ପୀଡ଼ିତା। ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଥିଲା। ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍। ତେବେ ପୀଡ଼ିତାଙ୍କ…

ଏହି ରାଜ୍ୟରେ ସର୍ବାଧିକ କୁକୁର କାମୁଡା ମାମଲା ରିପୋର୍ଟ; ୬ ମାସରେ ୧୯ ଜଣଙ୍କର ପ୍ରାଣହାନୀ

ବେଙ୍ଗାଲୁରୁ: ଗତ ୬ ମାସରେ କୁକୁର କାମୁଡାର ମାମଲା ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟ ହୋଇଛି । ରବିବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ୬ ମାସରେ କର୍ଣ୍ଣାଟକରେ ୨.୩ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଏବଂ ୧୯ ଜଣ ରେବିଜ୍ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଗତ ବର୍ଷର ସମାନ ସମୟ…

‘୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ୍’

ପୁରୀ: ଆଗାମୀ ୫ ରୁ ୬ ମାସ ମଧ୍ୟରେ ଶେଷ ହେବ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରେଳ ଷ୍ଟେସନ । ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଅତ୍ୟାଧୁନିକ ପୁରୀ ଷ୍ଟେସନ । ପ୍ରେସମିଟ୍ କରି ସୂଚନା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି ସୋମନା । ଡିସେମ୍ବର ଶେଷ…

ଆସିଲା ଉତ୍ତରକାଶୀ ହେଲିକେପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ; ଦୁର୍ଘଟଣାର କାରଣ…

ଉତ୍ତରାଖଣ୍ଡ:ମେ ୮ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀର ଗଙ୍ଗନାନୀ ନିକଟରେ ଏରୋଟ୍ରାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବେ ଏୟାରକ୍ରାଫ୍ଟ…

ଡିଏଫଓଙ୍କ ୧୧୫ ପ୍ଲଟ୍!

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ ଜବତ କରିଛନ୍ତି। ବହୁମହଲା କୋଠା ସହ ତାଙ୍କ ପାଖରେ ୧୧୫ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରାଯାଇଛି। ଆଉ ୧.୧୯…