Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି: ଦିଲ୍ଲୀ ଏମ୍ସ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଆଜି ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଥିଲେ ବଳଙ୍ଗା ପୀଡ଼ିତା। ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଥିଲା। ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍। ତେବେ ପୀଡ଼ିତାଙ୍କ…

ଏହି ରାଜ୍ୟରେ ସର୍ବାଧିକ କୁକୁର କାମୁଡା ମାମଲା ରିପୋର୍ଟ; ୬ ମାସରେ ୧୯ ଜଣଙ୍କର ପ୍ରାଣହାନୀ

ବେଙ୍ଗାଲୁରୁ: ଗତ ୬ ମାସରେ କୁକୁର କାମୁଡାର ମାମଲା ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟ ହୋଇଛି । ରବିବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ୬ ମାସରେ କର୍ଣ୍ଣାଟକରେ ୨.୩ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଏବଂ ୧୯ ଜଣ ରେବିଜ୍ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଗତ ବର୍ଷର ସମାନ ସମୟ…

‘୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ୍’

ପୁରୀ: ଆଗାମୀ ୫ ରୁ ୬ ମାସ ମଧ୍ୟରେ ଶେଷ ହେବ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରେଳ ଷ୍ଟେସନ । ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଅତ୍ୟାଧୁନିକ ପୁରୀ ଷ୍ଟେସନ । ପ୍ରେସମିଟ୍ କରି ସୂଚନା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି ସୋମନା । ଡିସେମ୍ବର ଶେଷ…

ଆସିଲା ଉତ୍ତରକାଶୀ ହେଲିକେପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ; ଦୁର୍ଘଟଣାର କାରଣ…

ଉତ୍ତରାଖଣ୍ଡ:ମେ ୮ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀର ଗଙ୍ଗନାନୀ ନିକଟରେ ଏରୋଟ୍ରାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବେ ଏୟାରକ୍ରାଫ୍ଟ…

ଡିଏଫଓଙ୍କ ୧୧୫ ପ୍ଲଟ୍!

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ ଜବତ କରିଛନ୍ତି। ବହୁମହଲା କୋଠା ସହ ତାଙ୍କ ପାଖରେ ୧୧୫ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରାଯାଇଛି। ଆଉ ୧.୧୯…

ସୁନାବେଡା ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ୍ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସଫାରୀ ଗାଡ଼ି ସହ ସେଲେରିଓ ଗାଡ଼ି ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ୨-୩ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବାହିନୀ

ନୂଆଦିଲ୍ଲୀ:ରବିବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,କିସ୍ତୱାରର ଡାଚନ ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦର ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ଘେରି…

ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

ପୁରୀ: ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ । ପିସିସିର ସାଧାରଣ ସମ୍ପାଦକ ୟାସିର ନବାଜଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଆଇନମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର…

ସାଉଦି ଆରବର ସ୍ଲିପିଂ ପ୍ରିନ୍ସଙ୍କ ଦେହାନ୍ତ; ୨୦ ବର୍ଷ ଧରି କୋମାରେ ଥିଲେ

ଦୁବାଇ: ସାଉଦି ଆରବର ସ୍ଲିପିଂ ପ୍ରିନ୍ସ ଭାବରେ ଜଣାଶୁଣା ଅଲ ୱାଲିଦ ବିନ୍ ଖାଲିଦଙ୍କ ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କ ଜନ୍ମ ଏପ୍ରିଲ ୧୯୯୦ ମସିହାରେ ହୋଇଥିଲା। ତେବେ ସେ ଆରବର ରାଜପରିବାରର ସଦସ୍ୟ ପ୍ରିନ୍ସ ଖାଲିଦ ବିନ୍ ତଲାଲ ଅଲ ସୌଦଙ୍କ ବଡ଼ ପୁଅ ହେବା ସହ କୋଟିପତି ପ୍ରିନ୍ସ ଅଲ…

ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୫ଥର ଥରିଲା ଋଷ; ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ:ଋଷର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ରବିବାର, ଜୁଲାଇ ୨୦ତାରିଖରେ ଋଷର ପୂର୍ବଉପକୂଳରେ…