Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୌସୁମୀ ଅଧିବେଶନରେ ମୋଦି ସରକାରକୁ ଘେରିବେ ବିରୋଧୀ, ୮ଟି ପ୍ରସଙ୍ଗ ଉପରେ ତିଆରି ହେଲା ରଣନୀତି

ନୂଆଦିଲ୍ଲୀ: ୨୧ ଜୁଲାଇ (ସୋମବାର)ରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଇଣ୍ଡିଆ ମେଣ୍ଟ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଲକ୍ଷ୍ୟରେ ଶନିବାର ମେଣ୍ଟର ପ୍ରମୁଖ ନେତାମାନେ ଏକ ଭର୍ଚୁଆଲ ବୈଠକରେ ମିଳିତ ହୋଇ ଆଗାମୀ…

ପାଞ୍ଚଟି ଯୁଦ୍ଧ ବିମାନ ଖସିଥିଲା: ଟ୍ରମ୍ପଙ୍କ ବୟାନ ପରେ ମୋଦୀଙ୍କ ଜବାବ ମାଗି ଘେରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ଦେଶର ରାଜନୀତିରେ ଚହଳ ସୃଷ୍ଟି କରିଛି। ଭାରତର ଅପରେସନ ସିନ୍ଦୂର ବେଳେ “ପାଞ୍ଚଟି ଯୁଦ୍ଧ ବିମାନ ଖସାଯାଇଥିଲା” ବୋଲି ଟ୍ରମ୍ପଙ୍କ ଦାବିକୁ ନେଇ ବିବାଦ ତୀବ୍ର ହୋଇଛି। କଂଗ୍ରେସ ଏହି ମୁଦ୍ଦାକୁ ସଂସଦରେ ଉଠାଇବାକୁ ପ୍ରସ୍ତୁତି…

ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଶେଷ, ୩୨ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲା । ଶେଷ ହେଲା ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ଏହି ଘଟଣାରେ ଆଜି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଡ କଲେ ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏଥିରେ ଅଛନ୍ତି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, କ୍ରାମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ଟିମ୍…

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଉପରକୁ ଏୟାର ଗନରୁ ଫାୟାରିଂ ; ସ୍ବାମୀକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ମଦ୍ୟପ ସ୍ବାମୀର ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଛାତିକୁ ଏୟାର ଗନରୁ ଫାୟାରିଂ କରିଛି ମଦ୍ୟପ ସ୍ବାମୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଦିନ ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର…

‘ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ପ୍ରଦାନ କରିବ “ଶକ୍ତିଶ୍ରୀ…

ଭୁବନେଶ୍ବର: କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ…

ଏମ୍ସ ହସ୍ପିଟାଲରେ ଲାଗିଲା ନୋଟିସ୍,ପରିସରରେ ବିକ୍ଷୋଭ ଓ ନାରାବାଜି ମନା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିବାକୁ ମନା କରାଯାଇଛି । ଏନେଇ ନୋଟିସ ଜାରି କଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିପାରିବେନି କେହି । ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ପାଟିତୁଣ୍ଡ…

୧୯ ବର୍ଷରେ ପାଦ ଥାପିଲା ସୋଆ, ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ରହିଛି ଲକ୍ଷ୍ୟ: କୁଳପତି

ଭୁବନେଶ୍ୱର: ୧୯ ବର୍ଷରେ ପାଦ ଥାପିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଗୁଣବତ୍ତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ସୋଆ ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ କରିବାର…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫:ଓଡ଼ିଶା ପୋଲିସର ପଦକ ବିଜେତା ଖେଳାଳିଙ୍କୁ ସମ୍ମାନିତ କଲେ ଡିଜିପି

ଭୁବନେଶ୍ବର:ଓଡ଼ିଶା ଫେରିଲେ ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତ । ସେଠାରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ…

ରାଜ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୨.୫ ଗୁଣ ଅଧିକ ବଜେଟ୍ ବ୍ୟୟବରାଦ

ଭୁବନେଶ୍ୱର: ବର୍ତ୍ତମାନ ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶର ରେଳ ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରିବାର ଦୃଷ୍ଟିକୋଣକୁ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ଅଗ୍ରଗତି କରୁଛି । ଏହି ଅବସରରେ ଆଜି…

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ…