Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁମହିଳା ଜନତା ଦଳର ଧାରଣା, ପଦବୀ ପୂରଣ ନହେଲେ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ ଦୁଷ୍କର୍ମ ହାର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ରାଜ୍ୟରେ ବିଜେପି ସରକାର ଆସିବାର ୧୪ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନ ପଦବୀ…

ଇଡି, ସିବିଆଇ ଏବଂ ଏନଆଇଏ ପରସ୍ପରଠାରୁ କିପରି ଭିନ୍ନ? ଏହି ୩ ବିଭାଗ ତଦନ୍ତ ପଦ୍ଧତି ଏବଂ କାମ କ’ଣ?

ନୂଆଦିଲ୍ଲୀ: ଭାରତରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI), ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ତିନୋଟି ପ୍ରମୁଖ କେନ୍ଦ୍ରୀୟ ତଦନ୍ତ ସଂସ୍ଥା । ଯାହା ବିଭିନ୍ନ ପ୍ରକାରର ଅପରାଧର ତଦନ୍ତ କରନ୍ତି । ତଥାପି, ସେମାନଙ୍କର କାର୍ଯ୍ୟକ୍ଷେତ୍ର, ଅଧିକାର ଏବଂ…

ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର: ଦେଶର ୧ ହଜାର ଆଇଟିଆଇ କେନ୍ଦ୍ରକୁ କରାଯିବ ଅପଗ୍ରେଡ୍

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ପରିଚାଳନା କମିଟି (NSC) ଗଠନ କରିଛନ୍ତି। ଏହି ଯୋଜନା ଅଧୀନରେ, ୧୦୦୦ ସରକାରୀ ଆଇଟିଆଇକୁ ଅପଗ୍ରେଡ୍ କରାଯିବ ଏବଂ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ୬୦ ହଜାର କୋଟି ଟଙ୍କାର…

ଆତଙ୍କବାଦୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ: ସିଆଇକେ ଅଞ୍ଚଳର ୧୦ଟି ସ୍ଥାନରେ ଚଢାଉ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ ନିଯୁକ୍ତି ସହ ଜଡିତ ଏକ ମାମଲାର ତଦନ୍ତ ସହିତ, କାଉଣ୍ଟର-ଇଣ୍ଟେଲିଜେନ୍ସ କାଶ୍ମୀର (CIK) ୟୁନିଟ୍ ଉପତ୍ୟକାର ଚାରୋଟି ଜିଲ୍ଲାର ଦଶଟି ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରୁଛି। ଜଣେ ଅଧିକାରୀ କହିଛନ୍ତି ଯେ ସୀମା ପାରରୁ ଜୈଶ-ଏ-ମହମ୍ମଦ…

ଭାରତରେ ତିଆରି ହେଉଛି ବିଶ୍ୱର ପ୍ରଥମ ଡୁଆଲ୍ ଷ୍ଟେଲ୍ଥ ଡ୍ରୋନ୍; ଶତ୍ରୁର ରାଡରକୁ ମାତ୍ ଦେବା ସହ…

ନୂଆଦିଲ୍ଲୀ: ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ,ଭାରତ ଏକ ସ୍ୱତନ୍ତ୍ର ଡ୍ରୋନ୍ ପ୍ରସ୍ତୁତ କରୁଛି, ଯାହା ଶତ୍ରୁର ରାଡାରକୁ ମାତ୍ ଦେଇ ଆକ୍ରମଣ କରିପାରିବ । ଭାରତରେ ପ୍ରଥମ ଡୁଆଲ୍ ଷ୍ଟେଲ୍ଥ ଡ୍ରୋନ୍ ପ୍ରସ୍ତୁତ ହେଉଛି ;ଯାହାକୁ ଶତ୍ରୁର ଇନଫ୍ରାରେଡ୍ ସିଗନାଲ ଏବଂ ହାଇ-ରେଞ୍ଜ ରାଡାର ଦ୍ୱାରା…

ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତିରୁ ସନ୍ନ୍ୟାସ ନେଇଯିବେ କି ପ୍ରତାପ ଷଡଙ୍ଗୀ ?

ବାଲେଶ୍ୱର: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରେସମିଟ୍। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସା କରି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାଙ୍ଘାତିକ ବୟାନ ଆଉ କିଛି କହୁଛି। ସେ ସିଧା ସଳଖ ଭାବେ କଲେଜ ଅଧ୍ୟକ୍ଷ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା; ଭାରତୀୟ ପାଇଲଟ୍ ଆସୋସିଏସନ ଗଣମାଧ୍ୟମ ସଂଗଠନକୁ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ବିଷୟରେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ । ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) କହିଛି । NTSB ଗଣମାଧ୍ୟମରେ ଚାଲିଥିବା ଅନୁମାନକୁ ସଠିକ୍ ବୋଲି…

ଟ୍ରମ୍ପଙ୍କ ନିଷ୍ପତ୍ତି…ତାତିଲାଣି ଏଇ ଆଫ୍ରିକୀୟ ଦେଶ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ନେଉଛନ୍ତି ଟ୍ରମ୍ପ ପ୍ରଶାସନ । ଆମେରିକା ଜେଲରେ ବନ୍ଦୀ ଥିବା ବିଦେଶୀ ଅପରାଧୀଙ୍କୁ ଆଫ୍ରିକୀୟ ଦେଶକୁ ପଠାଉଛନ୍ତି । ତେବେ ଏହାକୁ ନେଇ ଆଫ୍ରିକାର ଏସଓ୍ବାତିନିରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ଆମେରିକାର ଡିପାର୍ଟମେଣ୍ଟ ଅଫ୍…

ଆଗ ସପ୍ତାହରେ ବ୍ରିଟେନ, ମାଳଦ୍ବୀପ ଯିବେ ମୋଦି: ଉତ୍ତେଜନା ପରେ ପ୍ରଥମ ମାଳଦ୍ବୀପ ଗସ୍ତ…..

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ବିଦେଶ ଗସ୍ତରେ ଯିବେ । ସେ ଆସନ୍ତା ସପ୍ତାହରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରିବେ । ଏହି ସମୟରେ ବାଣିଜ୍ୟ ଚୁକ୍ତି ଏବଂ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର…

କାହିଁକି ଇଣ୍ଡିଆ ମେଣ୍ଟଠାରୁ ଦୂରେଇ ଗଲା ଆପ୍ ?

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟରୁ ଦୂରେଇ ଯାଇଛି ଆମ ଆଦମୀ ପାର୍ଟି । ଲୋକସଭା ନିର୍ବାଚନ ପରଠୁ ହିଁ ଆପ୍ ଇଣ୍ଡିଆ ମେଣ୍ଟର ସାଥ୍ ଏକପ୍ରକାର ଛାଡି ଦେଇଥିଲା । ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ହାତ ଛାଡି ଏକା ନିର୍ବାଚନ ଲଢିଥିଲା ଆପ୍ । ତେବେ ଦିଲ୍ଲୀ ପରାଜୟ ପରେ ଆପ୍ ମୁଖ୍ୟ…