Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀ ଭାଗବତ ସାର ୧୦୦: ନିଜର ଧର୍ମ ଆଚରଣ କରିବା ମନ୍ୟୁଷର ପରମ କର୍ତ୍ତବ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ୍ଣ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଶ୍ରୀ ସୂତ ମହାମୁନି ଶୌନକ ଆଦି ଋଷିଙ୍କୁ କିଛି ଉପଦେଶ ଦେଉଛନ୍ତି। ଆଉ କହିଛନ୍ତି ମନ୍ୟୁଷର ପରମ ଧର୍ମ କଣ ଓ ଯାହାର ଉତ୍ତରରେ କହିଛନ୍ତି ଭଗବତ ଭକ୍ତି ହିଁ ପରମ ଧର୍ମ,…

ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ଗୃହ ବିଭାଗ; ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜରୁରୀକାଳୀନ ସେବା ପ୍ରଭାବିତ ନହେବା ଉପରେ ବିଶେଷ…

ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ; ଜଣେ କୋବ୍ରା ଯବାନ ସହିଦ

ଝାଡ଼ଖଣ୍ଡ: ବୋକାରୋ ଜିଲ୍ଲାର ଲୁଗୁ ପାହାଡ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ମିଳିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି ଏବଂ ଜଣେ କୋବ୍ରା ଯବାନ ସହିଦ ହୋଇଛନ୍ତି । ସହିଦ ପ୍ରଣବେଶ୍ୱର ଆସାମର ବାସିନ୍ଦା…

ରାଜ୍ୟ କ୍ୟାବିନେଟ୍‌ରେ ୧୧ବିଭାଗର ୧୩ପ୍ରସ୍ତାବକୁ ମଞ୍ଜୁରୀ; ଛାଡ଼ ହେଲା ଆଦର୍ଶ ବିଦ୍ୟାଳୟର ମାସିକ ହଷ୍ଟେଲ୍ ଫି’

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌…

ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ଜୁଲାଇ ୧୯କୁ ବଢ଼ିଲା

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ବୁଧବାର ସରିବାକୁ ଥିବା ଏହି ନାମଲେଖା ଅବଧିକୁ ଜୁଲାଇ ୧୯ ତାରିଖ ଯାଏଁ ବଢ଼ାଯାଇଛି। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ଷ୍ଟୁଡେଣ୍ଟ…

ଆସନ୍ତାକାଲି ସାରା ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ବର:ଆସନ୍ତାକାଲି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନଜରରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି ।…

ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ (ସିବି) ଫକୀର ମୋହନ (ସ୍ୱୟଂଚାଳିତ) କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବ। ପୋଲିସ ମହାନିର୍ଦ୍ଦେଶକ (ସିଆଇଡି-ସିବି) ବିନୟତୋଷ ମିଶ୍ର ସହଦେବଖୁଣ୍ଟା ପୋଲିସ ଠାରୁ ତଦନ୍ତ ଦାୟିତ୍ୱ ନେବା ପାଇଁ CAW&CW ଡେପୁଟି…

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ: କମ୍ପ୍ରେସିଭ ମୋବିଲିଟି ପ୍ଲାନ ଓ ନୂଆ ଢାଞ୍ଚା ଉପରେ ଆଲୋଚନା

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର…

ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ ଓ ସହଯୋଗୀ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ଥିବା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜଣେ କନିଷ୍ଠ କ୍ଲର୍କ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛନ୍ତି। ସୁକାନ୍ତ କୁମାର ସିଂହ ନାମକ କନିଷ୍ଠ କ୍ଲର୍କ ପଞ୍ଜିକୃତ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର…

ସୌମ୍ୟାଶ୍ରୀ ଝଡ଼…ପଡ଼ିଲାଣି ଚାପ !

ଭୁବନେଶ୍ୱର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ ହୁଲୁସ୍ତୁଲୁ ପୂରା ରାଜ୍ୟ । ବୁଧବାର ବିଜେଡି ତ ଗୁରୁବାର ଗର୍ଜିବ କଂଗ୍ରେସ । ବଢୁଛି ପଛେ ଥମିବାର ନାଁ ନେଉନି ସୌମ୍ୟାଶ୍ରୀ ଝଡ଼ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା। କୁହାଯାଉଛି, ବିରୋଧ,…