Latest Odisha News
Browsing Category

ମୁଖ୍ୟ ଖବର

ଖବର ଭାଇରାଲ ହେବା ପରେ, ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁବକଙ୍କ ମା‘ଙ୍କ ସହ କଥା ହେଲେ…

ଭୁବନେଶ୍ବର: ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଉଦ୍ଧାର ଉଦ୍ୟମକାରୀ…

ଗ୍ରାହକ ଜିନିଷ କିଣିବା ପରେ ଦୋକାନୀଙ୍କୁ ଫୋନ୍ ନମ୍ବର ଦେବା ଜରୁରୀ କି? କଣ କହୁଛି ଆଡଭାଇଜୋରି..

ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ସପିଂ ମଲ୍ କିମ୍ବା ରେଷ୍ଟୁରାଣ୍ଟ, କାଫେ, ମୁଭି ଥିଏଟରକୁ ଯାଆନ୍ତି ଅନେକ ସ୍ଥାନରେ ଆପଣଙ୍କୁ ଆପଣଙ୍କ ଫୋନ୍ ନମ୍ବର ପଚରାଯାଏ। ବିଲିଂ ପାଇଁ ମୋବାଇଲ୍ ନମ୍ବର ମାଗାଯାଏ। କେତେବେଳେ ମତାମତ ନାମରେ ତ ଆଉ କେତେବେଳେ ପଏଣ୍ଟ ନାମରେ, କିନ୍ତୁ ଆମ ମଧ୍ୟରୁ ଅନେକ…

ଗଙ୍ଗାବାଡ଼ ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇବାକୁ ଆନ୍ଧ୍ରର ଚକ୍ରାନ୍ତ…

ଗଜପତି: ନିଜ ହରକତରୁ ବାଦ ଆସୁନି ଆନ୍ଧ୍ର । ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ଗଜପତି ଜିଲ୍ଲା ରାୟଡ ବ୍ଲକ ଗଙ୍ଗାବାଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପକ୍କା ଘର, ଭତ୍ତା, ପିଲାଙ୍କ ଶିକ୍ଷା ପାଇଁ ଟଙ୍କା, ହଷ୍ଟେଲ ବ୍ୟବସ୍ଥା, ବସ ସେବା ଭଳି ଅନେକ ପ୍ରଲୋଭନ ଦେଖାଇ ନିଜ…

ବ୍ରିକ୍ସ Vs ପଶ୍ଚିମ ଦେଶ…ହେବ କି ଶୀତଳ ଯୁଦ୍ଧ?

ନୂଆଦିଲ୍ଲୀ: ବିକାଶଶୀଳ ଅର୍ଥବ୍ୟବସ୍ଥାର ମଞ୍ଚ ବ୍ରିକ୍ସ । ବିଶ୍ବ ଅର୍ଥବ୍ୟବସ୍ଥାର ୪୧ପ୍ରତିଶତ ଅଂଶ ରହିଥିବା ବ୍ରିକ୍ସରେ ବ୍ରାଜିଲ, ଚୀନ୍, ଭାରତ ସହ ୧୦ଟି ବିକାଶଶୀଳ ଦେଶ ସଦସ୍ୟ ରହିଛନ୍ତି । ସେପଟେ ପଶ୍ଚିମ ଦେଶର ନେତୃତ୍ବ ନେଉଛନ୍ତି ଆମେରିକା ଓ ନାଟୋ । ଏହା ମୁଖ୍ୟ ରୂପରେ ସେନା ଓ ଆର୍ଥିକ…

କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡା ବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ ରୁ ୨୦ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ…

ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ବିଆରଏସ: ‘କାର’ ଚିହ୍ନ ଭଳି ଦଳୀୟ ପ୍ରତୀକ ହଟାଇବା ପାଇଁ ଦାବି

ହାଇଦ୍ରାବାଦ: ମଙ୍ଗଳବାର ତେଲେଙ୍ଗାନାର ବିଆରଏସ ଦଳର ନେତା ବୋଇନିପଲ୍ଲୀ ବିନୋଦ କୁମାର ଏବଂ ସୋମା ଭାରତ କୁମାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବି କରିଥିଲେ ଯେ ତାଙ୍କ ଦଳ ସହିତ ସମାନ କିଛି ନିର୍ବାଚନ ପ୍ରତୀକକୁ ମୁକ୍ତ ନିର୍ବାଚନ ପ୍ରତୀକ ତାଲିକାରୁ ବାଦ ଦିଆଯାଉ। ନେତାମାନେ…

ଆମେରିକା-ଭାରତ ବାଣିଜ୍ୟରେ କଣ୍ଟା, ‘ନନ-ଭେଜ୍ କ୍ଷୀର’….

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ, ଏବେ ନନଭେଜ୍ ମିଲ୍କ ବା ଆମିଷ କ୍ଷୀରକୁ ନେଇ ବେଶ୍ ଚର୍ଚ୍ଚା । କାରଣ ୱାଶିଂଟନ୍ ଡିସି ଚାହୁଁଛି ଯେ ନୂଆଦିଲ୍ଲୀ ତାର ଦୁଗ୍ଧ ବଜାର ଆମେରିକା ପାଇଁ ଖୋଲିବା ଉଚିତ। କିନ୍ତୁ ଭାରତ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିଧା…

ଆଧାର କାର୍ଡକୁ ନେଇ ସାମ୍ନାକୁ ଆସିଲା RTIର ଆଶ୍ଚର୍ଯ୍ୟଜନକ ତଥ୍ୟ….

ନୂଆଦିଲ୍ଲୀ: ଭାରତରେ, ନାଗରିକ ପରିଚୟର ସବୁଠାରୁ ବଡ଼ ଦସ୍ତାବିଜ୍ ଭାବରେ ଆଧାର କାର୍ଡକୁ ପ୍ରଚଳନ କରାଯାଇଛି, କିନ୍ତୁ ଏବେ ଏକ ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଗତ ୧୪ ବର୍ଷ ମଧ୍ୟରେ ମୃତ୍ୟୁ ଆଧାରରେ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି । ଯାହା ଦେଶର ମୃତ୍ୟୁ ହାରକୁ ଦେଖିଲେ…

ଦିଲ୍ଲୀର ୫ଟି ବଡ଼ ସ୍କୁଲକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋ‌ମା ଧମକ । ବୁଧବାର ସକାଳୁ ଏହି ଧମକ ମିଳିଛି । ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି । ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ…

ଲୋୟର ପିଏମଜିରେ ଧସ୍ତାଧସ୍ତି ପୋଲିସ୍- ବିଜେଡି କର୍ମୀ: ଆହତ ହେଲେ ବିଜେଡି ନେତା….

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ…