Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ହେବ…

ଭୁବନେଶ୍ଵର: ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଏନେଇ କମିଶନରେଟ୍…

ଆଜି ବାଲେଶ୍ୱର ବନ୍ଦ ଡାକରା; ସେପଟେ, ଲୋକସେବା ଭବନ ଘେରିବ ବିଜେଡି

ବାଲେଶ୍ବର: ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ ପାଳନ । ଏଫଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବୁଧବାର ସମଗ୍ର ବାଲେଶ୍ୱର ଜିଲ୍ଲାରେ ବନ୍ଦ ପାଳନ । ଏହି ସମୟରେ ଦୋକାନ ବଜାର,…

ଶ୍ରୀ ଭାଗବତ ସାର ୯୯: ପରମାତ୍ମାଙ୍କଠାରେ କୌଣସି କାମନା ନରଖି ଭକ୍ତି କଲେ, ତାହାହିଁ ସର୍ବଶ୍ରେଷ୍ଠ ଧର୍ମ ନାମରେ କଥିତ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭଗବତ ପରି ମହାପୁରାଣ ଆରମ୍ଭ ପୂର୍ବରୁ ଶ୍ରୀସୂତ ମହାମୁନି ଉପଦେଶ ଛଳରେ କହିଲେ ହେ ଶୌନକ ଆଦି ଋଷି ଗଣ ସଂସାରରେ ଅନେକ ମହାନ ଓ ଜ୍ଞାନୀ ବକ୍ତା ମିଳିବେ କିନ୍ତୁ ଆପଣ ମାନଙ୍କ ଭଳି ଶ୍ରଦ୍ଧାବାନ ନିଷ୍ଠାପର ଶ୍ରୋତା ମିଳିବା…

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା; ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌। ୨୯ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ଜାମିନ୍। ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ…

ଲୋକସେବା ଭବନ ଘେରାଉ କରିବ ବିଜେଡି; ସବୁ କର୍ମଚାରୀଙ୍କୁ ସାଢ଼େ ୯ ସୁଦ୍ଧା ଅଫିସ୍‌ ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବୁଧବାର ବିଜୁ ଜନତା ଦଳ (ବିଜେଡି) ଲୋକସେବା ଭବନ ଘେରାଉ କରିବାକୁ ଯାଉଛି। ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଓଡ଼ିଶା ସରକାର ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏକ ବିସ୍ତୃତ ପରାମର୍ଶ ଜାରି କରିଛନ୍ତି। ଗୃହ…

ଦୃଷ୍ଟିହୀନଙ୍କ ପାଇଁ ଜୀବନ ବ୍ୟାପି ସାଧନାକୁ ସମ୍ମାନ: ଶିକ୍ଷାବିତ୍ ବିଜୟ କୁମାର ରଥଙ୍କୁ ଡ଼କ୍ଟରେଟ୍ ଉପାଧି ପ୍ରଦାନ କଲେ…

ଭୁବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ…

ଏଚ୍ଓଡିଙ୍କୁ ତୁରନ୍ତ ବଦଳାଇବାକୁ କହିଥିଲୁ; ଏଫ୍ଏମ୍ କଲେଜ ICC ସଦସ୍ୟ ମୀନତି ସେଠୀଙ୍କ ପ୍ରତିକ୍ରିୟା

ବାଲେଶ୍ବର: ବାଲେଶ୍ବର ଏଫ୍ଏମ୍ ସ୍ୱୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ମୃତ୍ୟୁ ପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଦସ୍ୟ ମୀନତି ସେଠୀ ପ୍ରତିକ୍ରିୟା ରଖିଛନ୍ତି। କମିଟିର ନିଷ୍କର୍ଷ ଅନୁଯାୟୀ, ଦ୍ୱିତୀୟ ବର୍ଷର ବି.ଏଡ୍ ଛାତ୍ରୀ, ବିଭାଗ ମୁଖ୍ୟ (ଏଚ୍ଓଡି) ସମୀର…

କାଉଡି ଯାତ୍ରା ରୁଟରେ କ୍ୟୁଆର କୋଡ୍ ଲଗାଇବା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କାଉଡି ଯାତ୍ରା ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ QR କୋଡ୍ ଆଦେଶ ବିରୋଧରେ ଦାୟର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ୨୨ ଜୁଲାଇରେ କରିବେ। ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ଆବେଦନ ହୋଟେଲ…

ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି…

ଭୁବନେଶ୍ୱର: ଏଫଏମ ସ୍ୱୟଂଶାସିତ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ବିଜେଡି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ବିଜୁ ଛାତ୍ର…

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା; ୟୁଜିସି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ

ନୂଆଦିଲ୍ଲୀ: ଜଣେ ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗରେ ଫକୀର ମୋହନ (ସ୍ୱୟଂଚାଳିତ) କଲେଜର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏକ ଚାରି ସଦସ୍ୟ ବିଶିଷ୍ଟ ତଥ୍ୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ…