Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶାରୁ ମାଓବାଦୀଙ୍କୁ ମୂଳପୋଛ ନେଇ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ…

ଭୁବନେଶ୍ବର: ସମଗ୍ର ଦେଶରେ ମାଓବାଦୀ ମାନଙ୍କର ଉପସ୍ଥିତି କମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ । ଏହି କ୍ରମରେ ସାରା ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓ ଅପରେସନ ଜୋରଦାର କରାଯାଉଛି । ଏହି…

ରାଜନୀତି କରନି, ସରକାରଙ୍କ ଉପରେ ବିଶ୍ୱାସ ଅଛି: ମୃତ ସୌମ୍ୟାଶ୍ରୀଙ୍କ ବାପା

ଭୁବନେଶ୍ୱର: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ମଙ୍ଗଳବାର ଦିନ ଶୋକାକୁଳ ପରିବେଶରେ ପୈତୃକ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଯୌନ ନିର୍ଯାତନାର ଅଭିଯୋଗରେ ନ୍ୟାୟ ପାଇବା ପାଇଁ ଆତ୍ମଦାହ କରିଥିବା ସୌମ୍ୟାଶ୍ରୀ ବିସି ସୋମବାର ବିଳମ୍ବିତ ରାତିରେ…

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣା: ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୫ ‌ଅଭିଯୁକ୍ତଙ୍କୁ ଜାମିନ। ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌। ୨୯ ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ…

ସାଇବର ଠକେଇ: ପ୍ରତି ମାସରେ ୧୦୦୦ କୋଟି ଟଙ୍କା ହରାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ବୃଦ୍ଧି ପାଉଛି । ପ୍ରତିଦିନ ଭାରତୀୟମାନେ ଅନଲାଇନ୍ ଠକେଇରେ ପ୍ରାୟ ୪୬ କୋଟି ଟଙ୍କା ହରାଉଛନ୍ତି । ମାସକୁ ୧୦୦୦ କୋଟି ହରାଉଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ (MHA)ର ଏକ ତଥ୍ୟ ପ୍ରକାଶ ପାଇଛି । ଯାହା ଦର୍ଶାଉଛି ଯେ ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ,…

ଟଳିଲା ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡ: ଆସନ୍ତାକାଲି ଫାଶୀ ଦଣ୍ଡରେ ଦଣ୍ଡିତ କରିଥାନ୍ତେ ସରକାର

ନୂଆଦିଲ୍ଲୀ: ହତ୍ୟା ପାଇଁ ୟେମେନରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଏବେ ଆଶ୍ୱସ୍ତି ଖବର ଆସିଛି। ଆସନ୍ତାକାଲି କେରଳର ନର୍ସ ନିମିଷା ପ୍ରିୟାଙ୍କୁ ଫାଶୀ ଦଣ୍ଡ ଦିଆଯିବ ନାହିଁ। ୟେମେନ ସରକାର ଘୋଷଣା କରିଛନ୍ତି ଯେ ବୁଧବାର ଦିନ ହେବାକୁ ଥିବା ଫାଶୀଦଣ୍ଡକୁ ଏବେ…

ଦୁଇ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ରେ ମାଓବାଦୀମାନେ ପୁଣି ଏକ ବର୍ବର କାଣ୍ଡ ଘଟାଇଛନ୍ତି। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ। ମୃତ ଶିକ୍ଷକ ଦୁଇଜଣ…

ଭାରତରେ ପାଦ ଥାପିଲା ମସ୍କଙ୍କ ଟେସଲା….ମୁମ୍ବାଇରେ ଖୋଲିଲା ସୋରୁମ୍, ଜାଣନ୍ତୁ ଭାରତକୁ କି ଲାଭ….

ମୁମ୍ବାଇ: ଦୀର୍ଘ ପ୍ରତୀକ୍ଷା ପରେ, ଭାରତରେ ପ୍ରଥମ ଥର ପାଇଁ ପାଦ ଥାପିଛି ଟେକ୍ ଜିଆଣ୍ଟ ଏଲନ ମସ୍କଙ୍କ ଟେସଲା । ଆମେରିକୀୟ ବୈଦ୍ୟୁତିକ କାର ନିର୍ମାତା ଟେସଲା ଶେଷରେ ଭାରତୀୟ ବଜାରରେ ତାର ଯାତ୍ରା ଆରମ୍ଭ କରିଛି। କମ୍ପାନୀ ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହାର ପ୍ରଥମ…

ରାଶନ କାର୍ଡକୁ ନେଇ ବଡ ଅପଡେଟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ । ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି…

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା

ବାଲେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା। ସସପେଣ୍ଡ ହେଲା କ୍ଲାସ୍‌। ଆଡମିଶନ ନକରି ଫେରିଲେ ଛାତ୍ରଛାତ୍ରୀ। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ। ଆଡମିଶନ୍‌ ପାଇଁ ଆଉ ଏକ ଡେଟ୍ ମିଳିବ କହିଲେ ପ୍ରିନ୍ସିପାଲ।…

ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର: ଦେଲେ ମୋଦିଙ୍କ ସନ୍ଦେଶ….

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତରେ ଅଛନ୍ତି। ଜୟଶଙ୍କରଙ୍କ ଗସ୍ତ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ବ୍ୟାପକ ଉନ୍ନତି ଆଣିବାର ଆଶା କରାଯାଉଥିବା ବେଳେ ଜୟଶଙ୍କର ପ୍ରଥମେ ବେଜିଂରେ ତାଙ୍କ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିବା ପରେ ଏବେ ସେ ଚୀନ ରାଷ୍ଟ୍ରପତି ସି…