Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବ୍ୟାରିକେଡ଼ ଭାଙ୍ଗିଲେ ବିକ୍ଷୋଭକାରୀଙ୍କ ଗୋଡ ଭାଙ୍ଗିଦେବ; ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ…

ଭୁବନେଶ୍ୱର: ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ପରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏଜି ସ୍କୋୟାରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ମା’ ହେଲା ହଳଦିଆ ରଙ୍ଗର ଆନାକୋଣ୍ଡା, ୭ଶାବକଙ୍କୁ ଦେଲା ଜନ୍ମ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବୃଦ୍ଧି ହେଲା ପୃଥିବୀର ସବୁଠାରୁ ବୃହତମ ତଥା ଭୟଙ୍କର ସାପର ପରିବାର । ରବିବାର ପ୍ରାଣୀ ଉଦ୍ୟାନର ସରୀସୃପ ସାରଣୀରେ ହଳଦିଆ ଆନାକୋଣ୍ଡା ୭ଟି ଛୁଆ ଜନ୍ମ ଦେଇଛି । ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି…

ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ପ୍ରତିକ୍ରିୟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି। ତଳମୁଣ୍ଡରେ…

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଆହତ

ହାଇଦ୍ରାବାଦ: ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ବିସ୍ଫୋରଣ ଘଟିଛି । ରିଆକ୍ଟର ବିସ୍ଫୋରଣରେ ଅତି କମରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ପ୍ରାୟ ୨୦ରୁ ଅଧିକ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ…

ଟଳିଗଲା ବଡ ଅଘଟଣ, ସମ୍ଭାବ୍ୟ ଦଳାଚକଟା ସ୍ଥିତିକୁ ନିୟନ୍ତ୍ରଣ କଲେ ଜିଆରପି ଓ ଆରପିଏଫ ଟିମ

ପୁରୀ: ଟଳିଗଲା ବଡ ଅଘଟଣ। ରଥଯାତ୍ରା ଦିନ ପୁରୀ ରେଳ ଷ୍ଟେସନରେ ଏକ ଦଳାଚକଟା ଅଘଟଣ ଟଳି ଯାଇଛି। ନହେଲେ ଚାଲିଯାଇଥାନ୍ତା ଅନେକ ଯାତ୍ରୀଙ୍କ ଜୀବନ। ଜିଆରପି ଓ ଆରପିଏଫ ଟିମର ଉପସ୍ଥିତ ବୁଦ୍ଧି ଯୋଗୁଁ ନିୟନ୍ତ୍ରଣରେ ରହିଲା ଦଳାଚକଟା ସ୍ଥିତି। ଅଘଟଣ ଏଡ଼ାଇ ଦେଇଛନ୍ତି GRP ଓ RPF। ପୁରୀ ରେଳ…

‘ଅପରେସନ ସିନ୍ଦୂର’କୁ ନେଇ ହଙ୍ଗାମା; ସଫେଇ ଦେଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ପ୍ରତିରକ୍ଷା ଅତାସେ କ୍ୟାପ୍ଟେନ୍ ଶିବ କୁମାରଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛି। ଭାରତୀୟ ଦୂତାବାସ କହିଛି ଯେ ଇଣ୍ଡୋନେସିଆର ପ୍ରତିରକ୍ଷା ଅତାସେ ଏକ ସେମିନାର ସମୟରେ ପାକିସ୍ତାନ ବିରୁଦ୍ଧରେ ଭାରତ ପକ୍ଷରୁ ଆରମ୍ଭ…

ଅପରେସନ୍ “ଯାତ୍ରୀ ସୁରକ୍ଷା”: ଟ୍ରେନରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ବିରୋଧରେ ଆରପିଏଫର କଡ଼ା…

ଭୁବନେଶ୍ୱର: ଅପରେସନ୍ "ଯାତ୍ରୀ ସୁରକ୍ଷା" ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି ଆରପିଏଫ। ରେଳ ସୁରକ୍ଷା ବଳ (RPF) ଡିଟେକ୍ଟିଭ୍ ୱିଙ୍ଗ ପୁରୀର କୋଚିଂ କମ୍ପ୍ଲେକ୍ସରୁ ୬ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ସଫଳତାର ସହ ଗିରଫ କରିଛି। ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ସେକ୍ସନ ମଧ୍ୟରେ ଚଳାଚଳ…

ଓଏଏସ୍‌ ସ୍ତରରେ ଅଦଳବଦଳ: ୧୪ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ୧୪ଜଣଙ୍କୁ ବଦଳି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବୋର୍ଡ କୋର୍ଟ ଅଫିସର ଏନ୍‌ଏନ୍‌ ରାଜଲକ୍ଷ୍ମୀ ଓଝାଙ୍କୁ କଟକ ଟାଙ୍ଗୀ ଚୌଦ୍ୱାର ଗୋଷ୍ଠୀ…

ଭଗବାନଙ୍କ ଶତ୍ରୁ’ ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ; ଫତୱା ଜାରି କଲା ଇରାନ

ନୂଆଦିଲ୍ଲୀ: 'ଭଗବାନଙ୍କ ଶତ୍ରୁ' ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ। ଇରାନର ଶୀର୍ଷ ସିଆ ଧର୍ମଗୁରୁ ଗ୍ରାଣ୍ଡ ଆୟତୋଲ୍ଲା ନାସେର ମାକାରେମ୍ ଶିରାଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୁଦ୍ଧରେ ଏକ କଠୋର ଫତୱା ଜାରି…

ଆଜିଠୁ ଏସ୍‌ଓଏସ୍‌ସି ପରୀକ୍ଷା, ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା। ହୋମ୍‌ ସାଇନ୍ସ ଥିଓରି ପରୀକ୍ଷ ସୋମବାର ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ…