Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚୀନ ସହ ସୁଧୁରୁଛି ଆମେରିକା ସଂପର୍କ, ହେଲା ବଡ ଡିଲ୍: ‘ଭାରତ ସହ ବହୁ ଶୀଘ୍ର’ କହିଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଏବେ ଚୀନ ଏବଂ ଆମେରିକା ମଧ୍ୟରେ ନିକଟତା ବୃଦ୍ଧି କରୁଥିବା ପରି ମନେ ହେଉଛି । ଆଉ ସବୁଠୁ ବଡ କଥା ହେଉଛି ଯେ ଟ୍ରମ୍ପ ମଧ୍ୟ ଭାରତ ସହ କିଛି…

ରଥ ପଥ ପ୍ରସ୍ତୁତ, ଭାଇ ଭଉଣୀ ସଙ୍ଗେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ

ପୁରୀ: ବଡ଼ଦାଣ୍ଡରେ ଏକାକାର ହେବେ ଭକ୍ତ ଭଗବାନ। ଆଉ ମାତ୍ର କେଇଟା ଘଣ୍ଟା, ଭାଇ ଭଉଣୀ ସଙ୍ଗେ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ସଜେଇ ହୋଇଛି ରଥ ପଥ। ତିନି ରଥ ମହାପ୍ରଭୁଙ୍କୁ ଚାହିଁ ଜଗି ରହିଛି। କେବେ ଭାବର ଠାକୁର ରଥେ ବିଜେ କରିବେ। ଧନ୍ୟ ହେବେ ରଥ ପଥ ଭକ୍ତ। ସେପଟେ…

ଶ୍ରୀ ଭାଗବତ ସାର ୮୦: ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦର ପଞ୍ଚବିଂଶ ଓ ଷଢ଼ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ଏଥିପାଇଁ ପ୍ରଥମେ ଜଣାଇବାର ତାତ୍ପର୍ଯ୍ୟ ଏହିକି ଯେ ଏଥିରେ ଏକ ପରମ୍ପରାକୁ ବିରୋଧ କରାଯାଇ ସେଠାରେ ପ୍ରକୃତି ପୂଜାର ଆହ୍ୱାନ ଦିଆଯାଇଛି।…

ରଥଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟବାସୀଙ୍କୁ ହସ୍ପିଟାଲରୁ ଶୁଭେଚ୍ଛା ଜଣାଇଲେ ନବୀନ…

ଭୁବନେଶ୍ୱର: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଶୁକ୍ରବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲେ ତିନି ରଥ ତାଳଧ୍ବଜ-ଦେବଦଳନ-ନନ୍ଦିଘୋଷ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି ରଥଙ୍କୁ ଟାଣି…

୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ଓଡ଼ିଶା ସରକାର ଗୁରୁବାର OPS (ଓଡ଼ିଶା ପୋଲିସ ସେବା) ଏବଂ OPS (JB) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ୭୯ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ରାଙ୍କ ଅଧିକାରୀଙ୍କୁ ବଦଳି କରିଛନ୍ତି। ୭୯ ଜଣ…

ଶିଳ୍ପ ସମାଗମ ମେଳା: ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ…

ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ

ପୁରୀ: ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ। ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଏହି…

ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ଯାଏଁ ବର୍ଷା ସମ୍ଭାବନା, ଅତିପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆସନ୍ତାକାଲି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ…

ଭାରତୀୟ ବଜାରରେ ଆଉ ମିଳିବନି ଏହି ଲୋକପ୍ରିୟ କମ୍ପାନୀର ଫ୍ରିଜ୍ ଓ ୱାସିଂ ମେସିନ୍

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରଚଳିତ ହେଉଥିବା ନାମୀଦାମି କମ୍ପାନୀ ପାନାସୋନିକ ବର୍ତ୍ତମାନ୍ ନିଜ ବ୍ରାଣ୍ଡର ଫ୍ରିଜ୍ ଏବଂ ୱାସିଂ ମେସିନ୍ ଆଉ ବିକ୍ରୀ କରିବ ନାହିଁ। କିନ୍ତୁ କମ୍ପାନୀର ଅନ୍ୟ ଉତ୍ପାଦଗୁଡ଼ିକ ବଜାରରେ ଉପଲବ୍ଧ ରହିବ। ଏହି ଖବର ପରେ ବର୍ତ୍ତମାନ୍ Whirlpool ଏବଂ Voltas ୨୬…