Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଳକନନ୍ଦାରେ ବୁଡିଗଲା ବଦ୍ରିନାଥ ଯାଉଥିବା ଯାତ୍ରୀଭରା ବସ୍: ୨ମୃତ, ୧୦ ନିଖୋଜ

ରୁଦ୍ରପ୍ରୟାଗ: ସକାଳୁ ସକାଳୁ ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । ଆଜି ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରଠାରେ ଏକ ଯାତ୍ରୀବାହୀ ସମ୍ପୂର୍ଣ୍ଣ ବସ୍ ଅଳକନନ୍ଦା ନଦୀରେ ବୁଡ଼ି ଯାଇଛି । ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର…

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା :ଭାସିଗଲେ ୨୦ଶ୍ରମିକ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା  । ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି ।…

ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ,ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଜଣେ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ୪ଟି ଦମକଳ ବାହିନୀ ବହୁ ଉଦ୍ୟମ କରି ନିଆ…

ଆଜି ସୃଷ୍ଟି ହେବ ଲଘୁଚାପ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହି ଅଞ୍ଚଳରେ ଆଗାମୀ ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହୋଇପାରେ । ସୁନ୍ଦରଗଡ଼,…

ଭାରତରେ ଆସିଲା ଗୁଗଲ୍ ସର୍ଚ୍ଚର ଏଆଇ ମୋଡ୍; ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ…

ନୂଆଦିଲ୍ଲୀ: ଗୁଗୁଲ୍ ଏବେ ଭାରତରେ ମଧ୍ୟ ଏହାର ଗୁଗୁଲ୍ ସର୍ଚ୍ଚ ସେବାରେ AI ମୋଡ୍ ଲଞ୍ଚ କରିଛି। ଏହା ପୂର୍ବରୁ କମ୍ପାନୀ ଏହି ଫିଚରକୁ କେବଳ ଆମେରିକାର କିଛି ମନୋନୀତ ଉପଭୋକ୍ତାଙ୍କ ପାଇଁ ୨୦୨୫ ମାର୍ଚ୍ଚ ମାସରେ ଲଞ୍ଚ କରିଥିଲା। ଏହା ପ୍ରଥମ ଥର , ଗୁଗୁଲ୍ ଆମେରିକା ବାହାରେ କୌଣସି ଦେଶରେ…

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ,ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅନବସର । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଦୁର୍ଲ୍ଲଭ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା ରହଛି । ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ ।…

ଶ୍ରୀ ଭାଗବତ ସାର ୭୯: କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝିବିଚାରି ସେ କାର୍ଯ୍ୟଟି କରିବା ଉଚିତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗିରିଗୋବର୍ଦ୍ଧନ ପୂଜା ବିଷୟଟିର ଗଭୀର ଅନୁଶୀଳନ କଲେ ଜଣାଯାଏ କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝି, ଭଲମନ୍ଦ ଆକଳନ କରି ଓ ତାର ପରିଣାମକୁ ଚିନ୍ତା କରି ସେ କାର୍ଯ୍ୟଟି କରିବା ଉଚିତ।…

ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା,ଜାଣନ୍ତୁ ନୂତନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା । ବିଭିନ୍ନ ବିଏ ବିଏଡ୍, ବିଏସସି ବିଏଡ୍, ଏମଏସସି ବିଏଡ୍, ବିଏଡ୍-ଏମଏଡ୍, ଏମଏ (ଶିକ୍ଷା ପ୍ରଯୁକ୍ତି)ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (CEE)-୨୦୨୫କୁ ଘୁଞ୍ଚାଯାଇଛି । ଆଞ୍ଚଳିକ…

ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ

ଭୁବନେଶ୍ବର: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ । ସୂଚନାନୁଯାୟୀ, ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ…

ଓଡ଼ିଶା ଇଭି ନୀତି ପ୍ରସ୍ତୁତ ପାଇଁ ବୈଠକ; ୨୦୩୬ ସୁଦ୍ଧା ୫୦% ପଞ୍ଜୀକରଣ ଲକ୍ଷ୍ୟ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଶ ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ। ଏହି ବୈଠକ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ…