Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବରରେ ଇସ୍କନ୍ ରଥ ଯାତ୍ରା ପାଇଁ ଟ୍ରାଫିକ କଟକଣା…

ଭୁବନେଶ୍ବର: ଆସନ୍ତା ୨୭ ଜୁନ ୨୦୨୫, ୦୫ ଜୁଲାଇ ୨୦୨୫ ଏବଂ ୦୬ ଜୁଲାଇ ୨୦୨୫ରେ ଭୁବନେଶ୍ବର ସ୍ଥିତ ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ୍ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚତୁପାର୍ଶ୍ବରେ ବହୁ ମାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ…

୭୨ ଘଣ୍ଟା ମଧ୍ୟରେ ବିଜେପି ସରକାର ନିଜ ଛେପ ନିଜେ ଢୋକିଲେ: ବିଜେଡି

ଭୁବନେଶ୍ୱର: ୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ପୁଣି ନିଷ୍ପତ୍ତି ବଦଳାଇବା କାହା ସ୍ୱାର୍ଥର ବୋଲି ବିଜେଡି ପ୍ରଶ୍ନ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା…

ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବେଳେ ତହସିଲଦାରଙ୍କୁ ମାଡ ସହ ଟଣାଓଟରା ଅଭିଯୋଗ

ମୟୂରଭଞ୍ଜ: ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଲୋକେ କରିଥିଲେ ଘର। ଜବରଦଖଲ ହୋଇଥିବା ଘରକୁ ଭଙ୍ଗାଯିବା ବେଳେ ଦେଖାଯାଇଛି ଉତ୍ତେଜନା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ଘର ଭାଙ୍ଗିବା ନେଇ ଦିଆଯାଇଥିଲା ସୂଚନା। ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାବେଳେ…

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ 

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ତେବେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ…

ଆଜି ବନକ ଲାଗି ନୀତି, କାଲି ଭକ୍ତ ଦେଖିବେ କଳା ଶ୍ରୀମୁଖ

ପୁରୀ: ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଆଜି ବନକ ଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ପରଦିନ ହେବ ରଥଯାତ୍ରା । ଏନେଇ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ…

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଳର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା । ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ…

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ ହେବ ଗଠନ

ଭୁବନେଶ୍ୱର: ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏଥିରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ…

୧୧ଫେକ୍‌ ୱେବସାଇଟ୍‌ର ତାଲିକା ସହ ସଚେତନତା ବାର୍ତ୍ତା ଜାରି କଲା କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ବର:ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ…

ମାତିଛନ୍ତି ସାଇବର ଠକ; ରଥଯାତ୍ରା ପାଇଁ ହୋଟେଲ୍ ବୁକ୍ କରୁଥିଲେ ଏହି ୱେବସାଇଟରୁ ଦୂରେଇ ରୁହନ୍ତୁ… 

ଭୁବନେଶ୍ୱର: ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି। ବିଶେଷକରି ପୁରୀ, ଭୁବନେଶ୍ୱର ଏବଂ କଟକ ଯାଉଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ…

ସୁଦୂର ଫ୍ରାନ୍ସକୁ ଗଲା ସୁନ୍ଦରଗଡ ଆମ୍ବ

ସୁନ୍ଦରଗଡ:ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ବିଶ୍ବ ବଜାରରେ ପହଞ୍ଚିବ ଓଡ଼ିଶାର କୃଷି ଉତ୍ପାଦ । ସୁନ୍ଦରଗଡ ଆମ୍ବ ସୁଦୂର ଫ୍ରାନ୍ସକୁ ରପ୍ତାନୀ କରାଯାଇଛି । ଲେଫ୍ରିପଡା ବ୍ଲକରୁ ୧୮କ୍ବିଣ୍ଟାଲ ଆମ୍ରପାଲି ପ୍ରଜାତିର ଆମ୍ବ ଫ୍ରାନ୍ସକୁ ପଠାଯାଇଛି । ଜିଲ୍ଲା…