Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା-ଟମାଟୋ ମାଡ଼ ଅଭିଯୋଗ, ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ ଅଭିଯୋଗ ହୋଇଛି । କଂଗ୍ରେସ କର୍ମୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଥିଲେ । ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି ନାରାବାଜି କରିଥିଲେ ଯୁବ…

ଗ୍ରାହକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି । କିଛି ଦିନ ହେବ ଲଗାତାର ହ୍ରାସ ପାଉଥିବା ସୁନା ଦର ପୁଣି ଆଜି ହ୍ରାସ ପାଇଛି । ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ପୂର୍ବରୁ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଥିରେ ୨ ହଜାର ଟଙ୍କା ଦାମ୍‌ କମିଛି । ତେବେ…

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ନେଇ ରୋଚକ କଥା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ  ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୨ଟା ୧ରେ ଆକ୍ସିଅମ୍-୪ ମିଶନ…

ହ୍ବାଇଟ୍ ହାଉସର ସିଚୁଏସନ୍ ରୁମ୍…ଏଇଠୁ ବିଶ୍ବ ଉପରେ ନଜର

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସର ସିଚୁଏସନ୍ ରୁମରେ ବସି ସାରା ବିଶ୍ବ ଉପରେ ନଜର ରଖନ୍ତି ଆମେରିକା ରାଷ୍ଟ୍ରପତି । ଏଇଠି ପହଞ୍ଚେ ସାରା ଦୁନିଆର ଗୁଇନ୍ଦା ସୂଚନା । ଆତଙ୍କବାଦୀ ଆକ୍ରମଣ ହେଉ କି ଯୁଦ୍ଧ, ସୂଚନା ମିଳିବା ମାତ୍ରେ ଏଠାରୁ ନିଆଯାଏ ନିଷ୍ପତ୍ତି । ଓସାମା ବିନ ଲାଦେନକୁ ମାରିବାକୁ ଯୋଜନା…

୨୦ ଟଙ୍କିଆ ପାଣି ବୋତଲ ପ୍ରକୃତରେ ମିନେରାଲ୍ ୱାଟର ନା ଟ୍ୟାପ୍ ୱାଟର! ଜାଣିବେ କିପରି ?

ନୂଆଦିଲ୍ଲୀ: ଯେତେବେଳେ ଆମେ ବାହାରୁ କୌଣସି ଜିନିଷ କିଣୁ, ଆମେ ନିଶ୍ଚିତ ଭାବରେ ତାହା ଯାଞ୍ଚ କରୁ। କିନ୍ତୁ ପାଣି ବୋତଲ କିଣିବା ସମୟରେ ଆମେ ଯାଞ୍ଚ କରୁ କି? ଏହି ପିଇବା ପାଣିରେ ଶୁଦ୍ଧତା ଅଛି ନା ଆମେ ଦୂଷିତ ଜଳ ପିଉଛେ? ବୋତଲରେ ପାଣିର ଗୁଣବତ୍ତା କିପରି ଯାଞ୍ଚ କରିବେ ଆସନ୍ତୁ ଜାଣିବା।…

ବଙ୍ଗାଳୀ ଏବଂ ବାଂଲାଦେଶୀ ମଧ୍ୟରେ ପାର୍ଥକ୍ୟ! ପଶ୍ଚିମବଙ୍ଗର ୨୨ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଦିଦି କାହିଁକି ଚିନ୍ତିତ?

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାର ଶ୍ରମିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶୀ କୁହାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେହି ଲୋକଙ୍କ ପାଖପରେ ନିଜର ନାଗରିକତା ପ୍ରମାଣ କରିବା…

ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।…

ଆଉ ରାଜସ୍ୱ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି; ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍

ଭୁବନେଶ୍ବର:ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍ । ଇ-ରେଜିଷ୍ଟ୍ରେସନ୍ ଆପ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା । କୌଣସି ସେବା କେନ୍ଦ୍ରକୁ ନ ଯାଇ…

ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ

ଅନୁଗୁଳ:ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣ ଫଳରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଯୁଗଳ ନାୟକ, ବୟସ ୪୦ ବର୍ଷ । ସୂଚନାନୁସାରେ,…

ଅବସରପ୍ରାପ୍ତ ଓଏଏସ ଅଧିକାରୀ ସଞ୍ଜିତା ଦାସଙ୍କ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସଞ୍ଜିତା ଦାସଙ୍କ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଭାରତୀୟ ପ୍ରଶାସନିକ ସେବା (IAS) କୁ ପଦୋନ୍ନତି ପାଇଁ ପୁନର୍ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୮୭…