Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେଡି ଛାଡିଦେବେ କି ଦୀପାଳି ?

ଭୁବନେଶ୍ବର: ବିଜେଡି ଛାଡିବେ କି ପୂର୍ବତନ ଝାରସୁଗୁଡା ବିଧାୟକା ଦୀପାଳି ଦାସ । ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘରେ ଘନ ଘନ ଆୟକର ଚଢାଉ ଚାଲିଥିବା ବେଳେ ବିଜେଡି ଚୁପ ରହିଛି । ଏହାକୁ ନେଇ ନବଙ୍କ ପରିବାରର ଅନୁଗତ ଓ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ…

ଇରାନ-ଇସ୍ରାଏଲ୍ ଯୁଦ୍ଧରେ କାହାର ବାଜିମାତ୍?

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ସାରା ବିଶ୍ବ ପାଇଁ ଆଶ୍ବସ୍ତି ଆଣିଛି । ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଫଳରେ ୧୨ଦିନ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ଭୟାବହ ଯୁଦ୍ଧ ବନ୍ଦ ହୋଇଛି ।  ଯୁଦ୍ଧବିରତି ନେଇ ଉଭୟ ଇରାନ ଓ…

ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି । ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା…

ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା…

ଯୁଦ୍ଧ ବିରତି ଭାଙ୍ଗିଲା କି ଇରାନ୍?, ଇସ୍ରାଏଲରେ ଶୁଭିଲା ସାଇରନ୍ ଶବ୍ଦ….

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହେବାର ମାତ୍ର କିଛି ଘଣ୍ଟା ବିତିଛି। ଏହି ସମୟରେ, ଇରାନ ପୁଣି ଥରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନର ଆକ୍ରମଣ ପରେ ଇସ୍ରାଏଲରେ ସାଇରନ୍ ଶୁଣାଯାଇଛି। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।…

ସିମଲା, ମନାଲି ଭଳି ପ୍ରତ୍ୟେକ ହିଲ୍ ଷ୍ଟେସନରେ କାହିଁକି ଥାଏ ମଲ୍ ରୋଡ୍? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ପାହାଡ଼ରେ ବୁଲିବାକୁ କିଏ ବା ପସନ୍ଦ ନକରେ। ଯଦି ଆପଣ କେବେ ସିମଲା, ମନାଲି, ମସୁରୀ କିମ୍ବା ନୈନିତାଲ ଯାଇଛନ୍ତି ତେବେ ଆପଣ ସେଠାକାର ମଲ୍ ରୋଡ୍ ନିଶ୍ଚୟ ପରିଦର୍ଶନ କରିଥିବେ। ଏହି ରାସ୍ତାଗୁଡ଼ିକ କେବଳ ବଜାର ନୁହେଁ, ବରଂ ଲୋକଙ୍କ ଜୀବନର ଏକ ଅଭିଜ୍ଞତା ଯାହାକୁ ସେମାନେ…

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା; ଗିରଫ ଭୟରେ ବିଷ ପିଇଲା ଅଭିଯୁକ୍ତ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ସୌରମଣ୍ଡଳରୁ ବାଦ୍ ପଡିବ ପୃଥିବୀ !, ଡରାଇଲାଣି ଅଧ୍ୟୟନ…..

ନୂଆଦିଲ୍ଲୀ: ସୌରମଣ୍ଡଳରୁ ବାହାରିଯିବ ପୃଥିବୀ ! ସୂର୍ଯ୍ୟଙ୍କ ଚାରିପଟେ ଆଉ ଘୁରିବନି ! ପୃଥିବୀକୁ ଏକ ସ୍ୱର୍ଗୀୟ ତୁଷାରଗୋଲା ଭାବରେ କଳ୍ପନା କରନ୍ତୁ, ଯାହାକୁ ଅନ୍ତଃନକ୍ଷତ୍ରୀୟ ମହାକାଶର ଅତଳ ଗହ୍ୱରରେ ଫିଙ୍ଗାଯାଇଛି...ଟିକିଏ ଆଶ୍ବର୍ଯ୍ୟ ଲାଗୁଛି ନା…କିନ୍ତୁ ଏବେ ଏପରି କିଛି ଏକ ନୂତନ…

ବିଜେପି-ବିଜେଡିକର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼

କଟକ: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି…

ଶେଷ ହେଲା ଇରାନ-ଇସ୍ରାଏଲ ଯୁଦ୍ଧ…ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲା ଇରାନ୍……

ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାକୁ ଉଲଘଂନ ନକରିବାକୁ ବି କହିଛନ୍ତି । ଆଉ ଏହାକୁ ସମର୍ଥନ କରିଛି ଇସ୍ରାଏଲ । ସଂଘର୍ଷକୁ ଶେଷ କରିବା ପାଇଁ…