Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଖିଲେ ପ୍ରତିକ୍ରିୟା, ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ପୁରୀ:ମହାପ୍ରଭୁଙ୍କ ପାଇଁ ଆସିଥିଲା ମୋଦକ। ହେଲେ ମଣିମାଙ୍କୁ ଲାଗି ହେବା ପୂର୍ବରୁ ହିଁ ତାହା ଚୋରି ହେଇଗଲା। ଗାରଦ ଘରୁ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ଅଭିଯୋଗ ଆସିଛି। ତେବେ ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ରିପୋର୍ଟ ମାଗିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ…

‘ଯଦି ଭାରତ ପାଣି ନଛାଡେ…’, ସିନ୍ଧୁ ଜଳକୁ ନେଇ ପୁଣି ଭାରତକୁ ବିଲାଓ୍ବାଲଙ୍କ ଧମକ…..

ନୂଆଦିଲ୍ଲୀ: ପୁଣି ସିନ୍ଧୁ ଜଳ ନେଇ ଭାରତକୁ ଧମକାଇଲା ପାକିସ୍ତାନ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । କହିଛନ୍ତି ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଇସଲାମାବାଦକୁ ତାର ନ୍ୟାଯ୍ୟ ଅଂଶ ପାଣି ଦେବାକୁ ମନା…

ସଂଘର୍ଷରୁ ସଫଳତା: ଲୁସା ଗନିକଙ୍କ ଲକ୍ଷପତି ଦିଦି ହେବାର ଅସାଧାରଣ ଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଜୁନ ୨୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନର ଉତ୍ସବମୁଖର ପରିବେଶରେ ଏକ ବିଶାଳ ମଞ୍ଚରେ ଗର୍ବର ସହିତ ପାଞ୍ଚଜଣ ମହିଳା ଲକ୍ଷପତି ଉଦ୍ୟୋଗୀ ଲକ୍ଷପତି ଦିଦି ମାନପତ୍ର ଗ୍ରହଣ କଲେ। ଏହି ଉତ୍ସବ କେବଳ ବ୍ୟକ୍ତିଗତ ସଫଳତାର ନୁହେଁ, ବରଂ ସମଗ୍ର ଦେଶର ମହିଳା ନେତୃତ୍ୱାଧୀନ…

ଚଳିତ ରଥଯାତ୍ରା ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଭକ୍ତ ପାଇବେ ୨୪ ଘଣ୍ଟିଆ ଚିକିତ୍ସା ସହାୟତା

ପୁରୀ/ଭୁବନେଶ୍ୱର: ଆଗାମୀ ‘ରଥଯାତ୍ରା’ ପାଇଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। ଓଡ଼ିଶାର ଏହି ମହାନ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସମବେତ…

ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା, ଘୋଷଣା ହେଲା ଆକ୍ସିଅମ୍-୪ ମିଶନ୍ ଲଞ୍ଚ ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ଲଞ୍ଚ୍ ହେବ ଆକ୍ସିଅମ୍-୪ ମିଶନ୍। ଏନେଇ ନାସା (NASA) ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା। ୬ ଥର ଘୁଞ୍ଚିଲା ପରେ ଆସିଲା ନାସାର ନୂଆ ତାରିଖ। ଜୁନ୍ ୨୫ରେ ମହାକାଶ ଯିବ ଆକ୍ସିଅମ୍-୪ ମିଶନ୍। ଆସନ୍ତାକାଲି (ବୁଧବାର)…

ଟ୍ରମ୍ପ କହିଲେ ଯୁଦ୍ଧବିରତି…..ଖାତିର ନକରି ଘଣ୍ଟାକରେ ୩ ଥର ମିସାଇଲ୍ ଛାଡିଲା ଇରାନ୍, କହିଲା ‘ଆଗ…

ନୂଆଦିଲ୍ଲୀ: ଜାରି ରହିଛି ମଧ୍ୟପ୍ରାଚ୍ୟ ସଂଘର୍ଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି ଦାବି ଭିତରେ ଏବେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯୁଦ୍ଧବିରତି ସମୟସୀମା ପୂର୍ବରୁ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଟ୍ରମ୍ପଙ୍କ ଘୋଷଣାର କେଇ ଘଣ୍ଟା…

୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା: ରାଜ୍ୟ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ରାହୁଲ ଗାନ୍ଧୀ କଡା ନିନ୍ଦା କରିଛନ୍ତି। ଏହାସହ ଓଡିଶାର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହା ପରେ ରାଜ୍ୟ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି।…

ଏଆଇ ସାହାଯ୍ୟରେ ଅନଲାଇନ ଠକେଇକୁ ମାତ୍ ଦେଉଛି ଏୟାରଟେଲ୍: ଓଡିଶାରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଉପକୃତ

ଭୁବନେଶ୍ବର: ଏବେ ଏଆଇ ସାହାଯ୍ୟରେ ନିଜ ଉପଭୋକ୍ତାଙ୍କୁ ଅନଲାଇନ ଠକେଇରେ ପଡିବାରୁ ରକ୍ଷା କରୁଛି ଏୟାରଟେଲ୍ । ଏୟାରଟେଲ୍ ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀ ସାହାର୍ଯ୍ୟରେ, ଏୟାରଟେଲ୍ ସିମ ନେଇ ହେଉଥିବା ସ୍ପାମ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାରି ଭିତରେ ଭାରତୀ…

ରେଳପଥରେ ବଢୁଥିବା ଅପରାଧିକ ମାମଲା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା…

ଇରାନ ଇସ୍ରାଏଲ ସଂଘର୍ଷରେ ପଡ଼ିବ କି ଯବନିକା?, ଟ୍ରମ୍ପଙ୍କ କଥାକୁ କାଟି କିଛି ଏମିତି ସଂକେତ ଦେଲା ଇରାନ…..

ନୂଆଦିଲ୍ଲୀ: ଆଜି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତାର ୧୨ତମ ଦିନରେ ପହଞ୍ଚିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ "ସମ୍ପୂର୍ଣ୍ଣ ଏବଂ ବ୍ୟାପକ" ଯୁଦ୍ଧବିରତି ଘୋଷଣା କରିଛନ୍ତି କିନ୍ତୁ ତାଙ୍କ ଘୋଷଣାର କିଛି ଘଣ୍ଟା ପରେ,…