Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ପରାମର୍ଶ

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କଲା ଇରାନ। ଇରାନର ୩ଟି ପରମାଣୁ ପ୍ଲାଣ୍ଟ ଉପରେ ଆମେରିକା ପକ୍ଷରୁ B-2 ବମ୍ବର ଦ୍ବାରା ଆକ୍ରମଣ କରିଥିଲା । ଏହାପରେ ଇରାନ ପ୍ରତିଶୋଧ ପରାୟଣ ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ମିସାଇଲ ମାଡ କରିଛି । କାତାରର…

ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ କିରାଣୀ

ରାୟଗଡ଼ା:ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକର ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର । CDPO ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି । ଅଙ୍ଗନବାଡି ଚୟନ ପାଇଁ ଦୁହେଁ ନେଉ ଥିଲେ ଲାଞ୍ଚ ।…

ଗଞ୍ଜାମରେ ୫୫୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସ୍କା ଠାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ କହିଛନ୍ତି ,ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ…

ବିରଳ ଜି ବ୍ଲଡ଼ ଗ୍ରୁପ ଆବିଷ୍କାର କଲେ ଗବେଷକ

ନୂଆଦିଲ୍ଲୀ: ଫ୍ରାନ୍ସର ଗବେଷକମାନେ ଏକ ଭିନ୍ନ ପ୍ରକାରର ବ୍ଲଡ଼ ଗ୍ରୁପ ଆବିଷ୍କାର କରିଛନ୍ତି। ଯାହାକି ସମଗ୍ର ବିଶ୍ବରେ କେବଳ ଜଣେ ମହିଳାଙ୍କ ପାଖରେ ହିଁ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ଲଡ଼ ଗ୍ରୁପଟି ଅନ୍ୟ ୪୭ ରକ୍ତ ଗ୍ରୁପର ସହିତ ମେଳ ଖାଉନାହିଁ। ଫ୍ରାନ୍ସ…

ଯମୁନୋତ୍ରୀରେ ଭୂସ୍ଖଳନ; ଜଣେ ମୃତ,କିଛି ଯାତ୍ରୀ ଫସି ରହିଥିବା ଆଶଙ୍କା

ଉତ୍ତରାଖଣ୍ଡ: ଉତ୍ତରକାଶୀର ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାରେ ହଠାତ୍ ଭୂସ୍ଖଳନ ଯୋଗୁଁ ଯାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଅଘଟଣରେ ମାଟି ଅତଡା ତଳେ ୩ ଜଣ ଶ୍ରଦ୍ଧାଳୁ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି। ଜିଲ୍ଲା ବିପର୍ଯ୍ୟୟ…

ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ

ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ  ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର  ଆୟକର ଲାଗୁ କରାଯାଇନାହିଁ। ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ  ଯେଉଁମାନଙ୍କର…

ଏସସିବିରେ ଚିକିତ୍ସା ଅବହେଳାରୁ ବିଚାରାଧୀନ ବନ୍ଦୀର ମୃତ୍ୟୁ ଅଭିଯୋଗ

କଟକ:କଟକ ଏସସିବିରେ ଚିକିତ୍ସା ଅବହେଳାରେ ମୃତ୍ୟୁ ଅଭିଯୋଗ । ସୋମବାର ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର ଅଟନ୍ତି , ସେ ବ୍ରହ୍ମପୁର ଜେଲ୍‌ରେ ଥିଲେ । ସୂଚନାମୁତାବକ,ବ୍ରହ୍ମପୁର ଜେଲ୍‌ରେ ହଠାତ୍ ଅସୁସ୍ଥ…

ସର୍ଜରୀ ପରେ ନବୀନ ସୁସ୍ଥ ହେଉଛନ୍ତି: ଭାଇ ପ୍ରେମ ପଟ୍ଟନାୟକ

ଭୁବନେଶ୍ୱର: ମୁମ୍ବାଇରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ସର୍ଜରୀର ଦିନକ ପରେ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ…

ବିରଜା ପୀଠରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ଦୁଇ ଦୁର୍ବୃତ୍ତଙ୍କ ନା’ରେ ଅଭିଯୋଗ

ଯାଜପୁର: ଦଶରଥପୁର ଅଂଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଯାଜପୁର ଜିଲ୍ଲା ଦଶରଥପୁର ଥାନା ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ। ତପସ୍ୱନୀଙ୍କ…

ଆସୁଛି କି ବଡ ବିପଦ ! ବଜ୍ରାଘାତରେ ଭାଙ୍ଗିଲା ମହିମାଗାଦିର ଦଧିନଉତି

ଢେଙ୍କାନାଳ:ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଗଲା । ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା…