Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ‘ଆମ ବସ’ ରୁଟରେ ପରିବର୍ତନ

ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯେଉଁଠି ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା ଜୁନ ୨୦ରେ ଓଡ଼ିଶା ଗସ୍ତରେ ଆସିବେ। ଏହାକୁ ନଜରରେ ରଖି ଶୁକ୍ରବାର…

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। https://youtu.be/B7bRmv_67x8?si=q12YlY8-DAVDALiI ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ…

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୧୨ ମାଓବାଦୀ, ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓବାଦୀଙ୍କ ଗଡ । ଅହିଂସା ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏହି ପ୍ରରିପେକ୍ଷୀରେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୋଲିସ ନିକଟରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।…

ଆସନ୍ତାକାଲି ପରଦାକୁ ଆସିବ ଧନୁଷ-ରଶ୍ମିକାଙ୍କ ‘କୁବେର’, ରିଲିଜ୍ ପୂର୍ବରୁ ହଟିଲା ୧୯ ସିନ୍

ନୂଆଦିଲ୍ଲୀ:୨୦ ଜୁନରେ ଭାରତୀୟ ସିନେମା ହଲରେ 'କୁବେର' ମୁକ୍ତିଲାଭ କରିବ । ତେବେ ଧନୁଷଙ୍କ ଫିଲ୍ମ 'କୁବେର' ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍‌ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି । ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)…

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି: ମେୟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍…

ବିଶ୍ୱର ଶ୍ରେଷ୍ଠ ୧୦ଟି ସର୍ବୋତ୍ତମ ବିମାନ କମ୍ପାନୀ, ଜାଣନ୍ତୁ ଭାରତର ସ୍ଥାନ କେତେ..

ନୂଆଦିଲ୍ଲୀ: ନିକଟରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣା ଖବର ଆପଣମାନେ ଶୁଣିଥିବେ। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏହା ପରେ, ଏୟାର ଇଣ୍ଡିଆର ଅନେକ ବିମାନ ଏବଂ ଅନ୍ୟାନ୍ୟ ବିମାନରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଆସୁଛି।…

ରାଉରକେଲାରୁ ବିପୁଳ ଅପମିଶ୍ରିତ ମଦ ଜବତ, ୩ ଗିରଫ

ରାଉରକେଲା: ରାଉରକେଲାରେ ଅବକାରୀ ବିଭାଗକୁ ସଫଳତା । ଅମ୍ବାଗାନ ଝାରଖଣ୍ଡ ମୁଣ୍ଡା ମାର୍କେଟ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ଅପମିଶ୍ରିତ ବିଦେଶୀ ମଦ ୧୮୦ ଲିଟର ହେବ । ଜବତ ମଦ ‘ରୟାଲ୍ ଗୋଲ୍ଡ କପ୍’ ବ୍ରାଣ୍ଡର, ଯାହା ଉପରେ…

ମୁହଁ ଖୋଲିଲେ ଏୟାର ଇଣ୍ଡିଆର ଚେୟରମ୍ୟାନ; ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନ ନୂଆ ଥିଲା

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ପ୍ରତିକ୍ରିୟା ରଖିଛନ୍ତି ଏୟାର ଇଣ୍ଡିଆ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍। ସେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ କ୍ଷମା…

ୟୁ-ଟର୍ଣ୍ଣ ମାରିବାରେ ଡୋନାଲ୍ଡ ଟ୍ରମ୍ପ ଓସ୍ତାଦ!

ନୂଆଦିଲ୍ଲୀ: ଆଜିକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ ସେ ପ୍ରାୟତଃ ତାଙ୍କ ବୟାନରୁ ଓହରି ଯାଆନ୍ତି। ଏହା ବ୍ୟତୀତ ଟ୍ରମ୍ପ ପ୍ରାୟ ସବୁ ବେଳେ ଦୋମୁହାଁ ନୀତି ଆପଣେଇ ଥାନ୍ତି। କହିବାକୁ ଗଲେ ସେ ଦୁଇ ପ୍ରକାରର ବୟାନ ଦିଅନ୍ତି।…

ଏହି ସହରରେ BSNL ଲଞ୍ଚ କଲା 5G ସେବା, ୟୁଜରଙ୍କୁ ମିଳିବ ସୁପରଫାଷ୍ଟ ସ୍ପିଡ୍

ନୂଆଦିଲ୍ଲୀ:କୋଟି କୋଟି BSNL ୟୁଜର୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାରୀ ଟେଲିକମ୍ କମ୍ପାନୀ ଏହାର Quantum 5G ସେବାକୁ ସଫ୍ଟ ଲଞ୍ଚ କରିଛି। BSNL ଖୁବ୍ ଶୀଘ୍ର ଦେଶର ଆହୁରି ଅନେକ ବଛାବଛା ସହରରେ ଏହାର 5G ସେବା ଆରମ୍ଭ ହେବ । ପୂର୍ବରୁ ଉପଭୋକ୍ତାଙ୍କ ପରାମର୍ଶ କ୍ରମେ,କମ୍ପାନୀ ଏହାର…