Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ଆସନ୍ତା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର: ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଷ୍ଟିରୁ ହେବ ମକ୍‌ ଡ୍ରିଲ୍‌। ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି। ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍‌…

ଯାଜପୁରରେ ବ୍ୟାପୁଛି ହଇଜା: ରଜରେ ଭୋଜି ନ କରିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କ ଠାରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଲାଗି ପରାମର୍ଶ ଦିଆଯାଇଛି । ଆଜିଠାରୁ ଓଡିଶାର ଗଣପର୍ବ ରଜ ଆରମ୍ଭ…

ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ୨ ଜଣଙ୍କୁ ଭୁଜାଲି ମାଡ଼

ଭୁବନେଶ୍ୱର: ପୁଣି ରାଜଧାନୀରେ ଆତଙ୍କରାଜ । ଭୁବନେଶ୍ବର ଧଉଳି ଥାନା ଲିଙ୍ଗିପୁର ଛକରେ ସାମାନ୍ୟ ବଚସାକୁ ନେଇ ଭୁଜାଲି ମାଡ ହୋଇଛି । ଗାଡି ପାର୍କିଂ ନେଇ ବଚସା ବେଳେ ୨ ଜଣଙ୍କୁ ଭୁଜାଲି ମାଡ କରାଯାଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ…

୧୦୦୦ ଡିଗ୍ରୀ ତାପମାତ୍ରାରେ ଜଳିଗଲା ସବୁ କିଛି, କିନ୍ତୁ ଗୀତାକୁ ଛୁଇଁ ପାରିଲାନି…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ଯେଉଁ ବିମାନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସେହି ବିମାନ ଦୁର୍ଘଟଣାରେ ମୋଟ ୨୬୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ…

ସର୍ଚ୍ଚ ଅପରେସନ୍‌ ବେଳେ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ରୀଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ବାଙ୍କୋ ପଥର ଖଣି ପାଖ ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ ହୋଇଛି । ବିସ୍ପୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ l ତାଙ୍କୁ ରାଉରକେଲା ସେକ୍ଟର ୧୯ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ସିହଦ…

ଆସାମ-ବାଂଲାଦେଶ ସୀମାରେ ସାମ୍ପ୍ରଦାୟିକ ଉତ୍ତେଜନା, ଦୁର୍ବୃତ୍ତମାନଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଗ୍ବାହାଟୀ: ବାଂଲାଦେଶ ସୀମାବର୍ତ୍ତୀ ଧୁବ୍ରି ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପଦ୍ରବକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାଞ୍ଚ ପାଇଁ କମିଟି ଗଠନ; ୩ ମାସରେ ରିପୋର୍ଟ ଦେବେ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏହାର କାରଣ ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି ଉଚ୍ଚସ୍ତରୀୟ…

ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ…

ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜଲୋ, ଘେନି ନୂଆ ସଜବାଜ..। ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁଠିି ଉତ୍ସବମୁଖର ପରିବେଶ। ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ…