Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲୋକସେବା ଭବନ ଘେରାଉ କରିବ ବିଜେଡି; ସବୁ କର୍ମଚାରୀଙ୍କୁ ସାଢ଼େ ୯ ସୁଦ୍ଧା ଅଫିସ୍‌ ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବୁଧବାର ବିଜୁ ଜନତା ଦଳ (ବିଜେଡି) ଲୋକସେବା ଭବନ ଘେରାଉ କରିବାକୁ ଯାଉଛି। ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଓଡ଼ିଶା ସରକାର ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏକ ବିସ୍ତୃତ ପରାମର୍ଶ ଜାରି କରିଛନ୍ତି। ଗୃହ…

ଦୃଷ୍ଟିହୀନଙ୍କ ପାଇଁ ଜୀବନ ବ୍ୟାପି ସାଧନାକୁ ସମ୍ମାନ: ଶିକ୍ଷାବିତ୍ ବିଜୟ କୁମାର ରଥଙ୍କୁ ଡ଼କ୍ଟରେଟ୍ ଉପାଧି ପ୍ରଦାନ କଲେ…

ଭୁବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ…

ଏଚ୍ଓଡିଙ୍କୁ ତୁରନ୍ତ ବଦଳାଇବାକୁ କହିଥିଲୁ; ଏଫ୍ଏମ୍ କଲେଜ ICC ସଦସ୍ୟ ମୀନତି ସେଠୀଙ୍କ ପ୍ରତିକ୍ରିୟା

ବାଲେଶ୍ବର: ବାଲେଶ୍ବର ଏଫ୍ଏମ୍ ସ୍ୱୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ମୃତ୍ୟୁ ପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଦସ୍ୟ ମୀନତି ସେଠୀ ପ୍ରତିକ୍ରିୟା ରଖିଛନ୍ତି। କମିଟିର ନିଷ୍କର୍ଷ ଅନୁଯାୟୀ, ଦ୍ୱିତୀୟ ବର୍ଷର ବି.ଏଡ୍ ଛାତ୍ରୀ, ବିଭାଗ ମୁଖ୍ୟ (ଏଚ୍ଓଡି) ସମୀର…

କାଉଡି ଯାତ୍ରା ରୁଟରେ କ୍ୟୁଆର କୋଡ୍ ଲଗାଇବା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କାଉଡି ଯାତ୍ରା ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ QR କୋଡ୍ ଆଦେଶ ବିରୋଧରେ ଦାୟର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ୨୨ ଜୁଲାଇରେ କରିବେ। ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ଆବେଦନ ହୋଟେଲ…

ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି…

ଭୁବନେଶ୍ୱର: ଏଫଏମ ସ୍ୱୟଂଶାସିତ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ବିଜେଡି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ବିଜୁ ଛାତ୍ର…

ସୌମ୍ୟାଶ୍ରୀ ମୃତ୍ୟୁ ମାମଲା; ୟୁଜିସି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ

ନୂଆଦିଲ୍ଲୀ: ଜଣେ ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗରେ ଫକୀର ମୋହନ (ସ୍ୱୟଂଚାଳିତ) କଲେଜର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏକ ଚାରି ସଦସ୍ୟ ବିଶିଷ୍ଟ ତଥ୍ୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ…

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ବାସଗୃହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଓଡିଶା ନିର୍ମାଣ ନିଗମ ମାଧ୍ୟମରେ…

ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ

ସମ୍ବଲପୁର: ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ । ହୀରାକୁଦ ନଦୀବନ୍ଧ…

ପୃଥିବୀ ଛୁଇଁଲା ଡ୍ରାଗନ ମହାକାଶଯାନ: ଏମିତି ଓହ୍ଲେଇଲେ ଶୁଭାଂଶୁ….

ନୂଆଦିଲ୍ଲୀ: ବାହୁଡିଲେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ନିଜର ଅନ୍ୟ ତିନି ଜଣ ମହାକାଶଚାରୀ ସାଥିଙ୍କ ସହ ପୃଥିବୀକୁ ଫେରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୩ଟା ୩ ବେଳକୁ ଆମେରିକାର କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟାରେ ବଡ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ବଡ ନିଷ୍ପତ୍ତି ନେବେ । ଘଟଣା ପଛରେ ଯିଏ ବି ଥିବେ କଡା…