Latest Odisha News
Browsing Category

ମୁଖ୍ୟ ଖବର

ଫୁଟବଲ୍‌ ଜଗତରେ ଶୋକର ଛାୟା: ଗୋଲକିପରଙ୍କ ସହ ଧକ୍କା ହୋଇ ସ୍ପେନିସ୍ ଫୁଟବଲର ଜିସସ ଡି ମିଗୁଏଲଙ୍କ ପରଲୋକ

ସ୍ପେନ୍: ଫୁଟବଲ୍ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍ପେନର ଦ୍ୱିତୀୟ ଡିଭିଜନ୍ ଲିଗ୍ ମ୍ୟାଚ୍‌ ସମୟରେ ପଡ଼ିଆ ମଧ୍ୟରେ ଗୋଲକିପରଙ୍କ ସହ ଭୟଙ୍କର ଧକ୍କା ହେବା କାରଣରୁ ସ୍ପାନିଶ ଫୁଟବଲର ଜିସସ ଡି ମିଗୁଏଲ ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ…

ଦେଶର ପ୍ରତିରକ୍ଷା ଶକ୍ତି ହେଲା ଆହୁରି ମଜବୁତ; ଚାନ୍ଦିପୁରରୁ ସଫଳତାର ସହିତ ପରୀକ୍ଷଣ ହେଲା ଅତ୍ୟାଧୁନିକ କ୍ଷେପଣାସ୍ତ୍ର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (DRDO)ର ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଆଜି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷା ହୋଇଛି । ଲଞ୍ଚ କମ୍ପ୍ଲେକ୍ସ -୩ରୁ ଆଜି ଦିନ ୧୧ଟା ୧୯ଟାରେ କ୍ଷେପଣାସ୍ତ୍ର ଉତକ୍ଷେପଣ…

ରନୱେରେ ହାଇଡ୍ରାମା: ମୁମ୍ବାଇ ଏୟାରପୋର୍ଟ ଟାରମାକ୍‌ରେ ଶୋଇଗଲେ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା, ଜାଣନ୍ତୁ…

ମୁମ୍ବାଇ: ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା ମୁମ୍ବାଇ ବିମାନବନ୍ଦରର ଟାରମାକ୍ (ରନୱେ ନିକଟସ୍ଥ ଖୋଲା ସ୍ଥାନ) ଉପରେ ଶୋଇ ରହିବା ସହ ଏକ ଭିଡିଓ ସେୟାର କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି‌। ଏହି ଘଟଣାଟି ନଭେମ୍ବର ୧ ରବିବାର ଦିନ ଘଟିଛି‌। ମୁମ୍ବାଇ-ଗୋରଖପୁର ସ୍ପାଇସ୍‌ଜେଟ୍ (SpiceJet)…

ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ; ରାଜ୍ୟର ପ୍ରମୁଖ ସ୍ଥାନରେ ଲାଗିବ ପରିବେଶ ପ୍ରଦୂଷଣ ମନିଟରିଂ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟରେ ବାୟୁ ପ୍ରଦୂଷଣ ଏବେ ଏକ ବଡ଼ ପରିବେଶଗତ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ଖଣି ଓ ଶିଳ୍ପାଞ୍ଚଳରେ ବାୟୁର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଗାମୀ ଶୀତଋତୁର ୩ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ସମୟରେ ବାୟୁମଣ୍ଡଳର ପରିବର୍ତ୍ତନ ଯୋଗୁଁ…

ଗିଡ଼ିବାପାଲି ଭୂସ୍ଖଳନ: ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ, ମାଟି ତଳେ ଚାଲିଛି ଜୀବନ ଖୋଜା

ଗଞ୍ଜାମ/କନ୍ଧମାଳ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜନିତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଭଞ୍ଜନଗର ବ୍ଲକର ବାଇପାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଛାତିଥରା ଭୂସ୍ଖଳନ ଘଟିଛି । ଯେଉଁଥିରେ ପୂରା ଗାଁ ମାଟି ଓ ପଥର ଅତଡ଼ା ତଳେ ପୋତି ହୋଇଯାଇଛି‌। ବିପୁଳ ମାଟି ଓ…

ବଲିଉଡକୁ ଗ୍ୟାଙ୍ଗଷ୍ଟର ଭୟ, ତୁଷାର କପୁରଙ୍କୁ ୫କୋଟି ଦାବି କରି ଧମକ୍

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ଅଭିନେତା ରଣବୀର ସିଂହଙ୍କ ପରେ ଏବେ ତୁଷାର କପୁର । ସୁପରଷ୍ଟାର ଜିତେନ୍ଦ୍ରଙ୍କ ସୁପୁତ୍ର ତୁଷାର କପୁରଙ୍କୁ ମିଳିଛି ଧମକ୍‌ପୂର୍ଣ୍ଣ ଅଡିଓ । ଗ୍ୟାଙ୍ଗଷ୍ଟର ହରି ବକ୍ସର ନାମରେ ତୁଷାର କପୁରଙ୍କୁ ୫କୋଟି ଟଙ୍କା ଦାବି କରି ଧମକ୍ ଦିଆଯାଇଥିବା ନିକଟସ୍ଥ…

ଅନ୍ତର୍ଜାତୀୟ କ୍ରିକେଟକୁ ଗ୍ଲେନ୍ ମାକ୍ସୱେଲଙ୍କ ବାଏ ବାଏ, ପୂର୍ବରୁ ଦିନିକିଆ ଏବେ ଟି-୨୦ରୁ ନେଲେ ସନ୍ନ୍ୟାସ

ଅଷ୍ଟ୍ରେଲିଆ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଗ୍ଲେନ୍ ମାକ୍ସୱେଲ୍ । ଅଷ୍ଟ୍ରେଲିଆର ସଟ-ଫର୍ମ କ୍ରିକେଟ ତାରକା ତଥା ବିସ୍ଫୋରକ ବ୍ୟାଟର ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏହା ଏକ ଯୁଗର ଅନ୍ତ ବୋଲି ଚର୍ଚ୍ଚା ହେଉଛି । ୩୮ ବର୍ଷୀୟ ଏହି…

୩ ଦଶନ୍ଧି ପରେ ବି ସମୁଦ୍ରରେ ବତକ ଗତିପଥ ଖୋଜୁଛନ୍ତି ବୈଜ୍ଞାନିକ

ବ୍ୟୁରୋ: ସମୁଦ୍ରର ବିଶାଳ ଢେଉ ମଧ୍ୟରେ ପ୍ରାୟ ପ୍ରତିଦିନି କିଛି ନା କିଛି ଜାହଜଜନିତ ଦୁର୍ଘଟଣା ଘଟେ । କେବେ କାର୍ଗୋ ଜାହାଜରେ ଲୁଟ୍ ତ କେବେ ଜାହାଜ ବୁଡିଯିବାର ଖବର ବନିଯାଏ ଇତିହାସ । କିନ୍ତୁ ୧୯୯୨ର ଏକ ଘଟଣା ୩ଦଶନ୍ଧି ପରେ ବି ମନକୁ ଆନ୍ଦୋଳିତ କରେ । ୧୦ ଜାନୁଆରୀ ୧୯୯୨ରେ ଉତ୍ତର…

କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୩ ଗିରଫ

ବାରିପଦା: ବେଆଇନ ଗଞ୍ଜେଇ ଚାଲାଣ ବେଳେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ଜବତ କରାଯାଇଛି l ଏହି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର…

୭ ଦିନରେ ୨ଟି ବାତ୍ୟା, ଘୂର୍ଣ୍ଣିଝଡ଼ ଗଠନ ହେବାକୁ କେତେ ସମୟ ଲାଗେ?

ନୂଆଦିଲ୍ଲୀ: ବାତ୍ୟା ଅର୍ଣ୍ଣବର ବିନାଶକାରୀ ପ୍ରଭାବ ନସୁରୁଣୁ ଗୋଟିଏ ସପ୍ତାହ ମଧ୍ୟରେ ଆଉ ଏକ ବାତ୍ୟା ମୁରାସୁ ମାଡ଼ କରିଛି। ମାତ୍ର ୭ ଦିନ ମଧ୍ୟରେ ଦୁଇଟି ବାତ୍ୟା ଆସିବା ପରେ ପାଣିପାଗ ବିଭାଗ ଏବଂ ଜନଜୀବନ ହାଇଆଲର୍ଟ ମୋଡରେ ଅଛନ୍ତି। ନଭେମ୍ବର ୧ ତାରିଖରୁ, ବଙ୍ଗୋପସାଗର କୂଳରେ ଥିବା…