Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୟୁକ୍ରେନର ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷର ଭୟାବହ ବୋମା ବିସ୍ପୋରଣ: ୨୬ ମୃତ, ବହୁ ଆହତ

କିଭ୍: ୟୁକ୍ରେନ ଉପରେ ଋଷର ସାମରିକ ଆକ୍ରମଣ ଆହୁରି ଭୟାନକ ରୂପ ନେଇଛି। ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ଅଞ୍ଚଳରେ ଥିବା କୋମିଶୁଭାଖା ଗ୍ରାମର ଏକ ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷ ସେନା ଭୟଙ୍କର ବୋମା ମାଡ଼ କରିଛି। ୟୁକ୍ରେନ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ସେବା ସଂସ୍ଥାର ସୂଚନା…

ଇରାନର କ୍ୱେଶମ୍ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ, ଆମେରିକାର ସେନା ଗୁପ୍ତ ଭାବରେ ହୋର୍ମୁଜ ପ୍ରଣାଳୀର ରଣନୈତିକ କ୍ୱେଶମ୍ ଦ୍ୱୀପରେ ଆକ୍ରମଣ କରିଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର…

ଆନ୍ଧ୍ରରେ ତାଣ୍ଡବ ରଚୁଛି ବାତ୍ୟା ମୁରାସୁ; ଓଡ଼ିଶାର ୧୦ ଜିଲ୍ଲାରେ ବର୍ଷା..

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ଆସନ୍ତା ୩ ଘଣ୍ଟା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,…

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୁରାସୁ’

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କଲା ବାତ୍ୟା ମୁରାସୁ। ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ବାତ୍ୟା 'ମୁରାସୁ'ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି। ଏହାର ମୁଖ୍ୟ ମେଘ ବଳୟ ସ୍ଥଳଭାଗରେ ପ୍ରବେଶ କରୁଥିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳ ଦକ୍ଷିଣ…

ବାତ୍ୟା ‘ମୁରାସୁ’ ମୁକାବିଲା: ଦକ୍ଷିଣ ଓଡ଼ିଶାରେ ୧.୬୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ଥାନାନ୍ତରିତ

ଭୁବନେଶ୍ୱର: ବାତ୍ୟା ମୁରାସୁ' 'ର ପ୍ରଭାବ ଏବଂ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ  ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ଜାରି…

ଭାରତୀୟ ନୌସେନାର ବଡ଼ ସଫଳତା: ଆରବ ସାଗରରେ ୪୮ ଘଣ୍ଟାର ଅପରେସନ୍‌ ପରେ ଅପହୃତ ଇରାନୀ ଜାହାଜରୁ ୨୦ ଜଣ କ୍ରୁ-ସଦସ୍ୟ…

ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣିଥରେ ଏକ ବଡ଼ ସାମୁଦ୍ରିକ ସୁରକ୍ଷା ଅଭିଯାନରେ ସଫଳତା ହାସଲ କରିଛି। ଆରବ ସାଗରରେ ସୋମାଲିଆର ସଶସ୍ତ୍ର ଜଳଦସ୍ୟୁମାନଙ୍କ ଦ୍ୱାରା ଅପହୃତ ହୋଇଥିବା ଏକ ଇରାନୀ ଜାହାଜ ‘ଆଜିନି’କୁ ଭାରତୀୟ ନୌସେନା ମୁକ୍ତ କରିଛି। କ୍ରମାଗତ ୪୮ ଘଣ୍ଟା ଧରି ଅତ୍ୟନ୍ତ ସତର୍କତା ଓ…

first time in 47 years:CRPFଙ୍କ ଐତିହାସିକ ସଫଳତା: ୧୨ ମାସ ମଧ୍ୟରେ ଜଣେ ହେଲେ ଯବାନ ହୋଇନାହାନ୍ତି ସହିଦ,୪୭ ବର୍ଷ…

ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଏହି ବାହିନୀ କୌଣସି ଅପରେସନାଲ୍ ମିଶନ୍ (ଅଭିଯାନ)ରେ ଜଣେ ହେଲେ ଯବାନଙ୍କୁ ନ…

PadmaShri awardee Dr. Ashok Mahapatra:ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ,ଶୋକ ପ୍ରକାଶ କଲେ…

ଭୁବନଶ୍ୱେର:ଆଉ ନାହାନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର(୭୪)। ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ଏମ୍ସରେ ସୋମବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସହ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଚିକିତ୍ସା…

‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ନ ହୋଇ ସଚେତନ ରୁହନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଏକ ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ…

ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍‌ଓଡିଏଲ୍

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରଭାବିତ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କାର୍ଯ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍) ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଦକ୍ଷିଣ ଓଡ଼ିଶାର ୬ଟି…