Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ସୁଖ, ସମୃଦ୍ଧି ଆଉ ସୌଭାଗ୍ୟ’: ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ…

କାହିଁକି ରଥଟଣା ପୂର୍ବରୁ ରାଜା କରନ୍ତି ଛେରା ପହଁରା, କ’ଣ ରହିଛି ବିଧି?

ପୁରୀ: ୧୨ ମାସ ହେଲା ଚାହିଁ ରହିଛି ବଡଦାଣ୍ଡ, ମାଉସୀ ମା’ । କୋଳକୁ ଫେରିବେ ବଡ ଠାକୁର । ଆଉ ଆଜି ସେହି ପବିତ୍ର ଦିନ । ଝୁଲି ଝୁଲି ପଣ୍ଡାଙ୍କ ପିଠିରେ ଲଦି ହୋଇ ରଥାରୂଢ ହେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଭାଇ ଭଉଣୀ ସଙ୍ଗେ ଗୁଣ୍ଡିଚା ମନ୍ଦିର ଅଭିମୁଖେ…

iPhoneରେ ଭଲ ଫଟୋ କ୍ଲିକ୍ କରିବା ପାଇଁ କ୍ୟାମେରାର ଏହି ସେଟିଂସ୍ ବଦାଳନ୍ତୁ…

ଭୁବନେଶ୍ବର: iPhone ନିଜର ଉତ୍କୃଷ୍ଟ କ୍ୟାମେରା ଗୁଣବତ୍ତା ପାଇଁ ଜଣାଶୁଣା। ଆପଣ ଜାଣିଛନ୍ତି ,କିଛି ସରଳ କ୍ୟାମେରା ସେଟିଂସ୍ ଦ୍ବାରା ଆପଣଙ୍କ iPhoneରୁ ଆହୁରି ଭଲ ଫଟୋ କ୍ଲିକ୍ କରିପାରିବେ। ଏହି ଫଟୋଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦିଶିବ । -କ୍ୟାମେରା ରିଜୋଲ୍ୟୁସନ୍ ଏବଂ…

ଚୀନ ସହ ସୁଧୁରୁଛି ଆମେରିକା ସଂପର୍କ, ହେଲା ବଡ ଡିଲ୍: ‘ଭାରତ ସହ ବହୁ ଶୀଘ୍ର’ କହିଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଏବେ ଚୀନ ଏବଂ ଆମେରିକା ମଧ୍ୟରେ ନିକଟତା ବୃଦ୍ଧି କରୁଥିବା ପରି ମନେ ହେଉଛି । ଆଉ ସବୁଠୁ ବଡ କଥା ହେଉଛି ଯେ ଟ୍ରମ୍ପ ମଧ୍ୟ ଭାରତ ସହ କିଛି…

ରଥ ପଥ ପ୍ରସ୍ତୁତ, ଭାଇ ଭଉଣୀ ସଙ୍ଗେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ

ପୁରୀ: ବଡ଼ଦାଣ୍ଡରେ ଏକାକାର ହେବେ ଭକ୍ତ ଭଗବାନ। ଆଉ ମାତ୍ର କେଇଟା ଘଣ୍ଟା, ଭାଇ ଭଉଣୀ ସଙ୍ଗେ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ। ସଜେଇ ହୋଇଛି ରଥ ପଥ। ତିନି ରଥ ମହାପ୍ରଭୁଙ୍କୁ ଚାହିଁ ଜଗି ରହିଛି। କେବେ ଭାବର ଠାକୁର ରଥେ ବିଜେ କରିବେ। ଧନ୍ୟ ହେବେ ରଥ ପଥ ଭକ୍ତ। ସେପଟେ…

ଶ୍ରୀ ଭାଗବତ ସାର ୮୦: ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦର ପଞ୍ଚବିଂଶ ଓ ଷଢ଼ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ଏଥିପାଇଁ ପ୍ରଥମେ ଜଣାଇବାର ତାତ୍ପର୍ଯ୍ୟ ଏହିକି ଯେ ଏଥିରେ ଏକ ପରମ୍ପରାକୁ ବିରୋଧ କରାଯାଇ ସେଠାରେ ପ୍ରକୃତି ପୂଜାର ଆହ୍ୱାନ ଦିଆଯାଇଛି।…

ରଥଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟବାସୀଙ୍କୁ ହସ୍ପିଟାଲରୁ ଶୁଭେଚ୍ଛା ଜଣାଇଲେ ନବୀନ…

ଭୁବନେଶ୍ୱର: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଶୁକ୍ରବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲେ ତିନି ରଥ ତାଳଧ୍ବଜ-ଦେବଦଳନ-ନନ୍ଦିଘୋଷ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି ରଥଙ୍କୁ ଟାଣି…

୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ଓଡ଼ିଶା ସରକାର ଗୁରୁବାର OPS (ଓଡ଼ିଶା ପୋଲିସ ସେବା) ଏବଂ OPS (JB) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ୭୯ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ରାଙ୍କ ଅଧିକାରୀଙ୍କୁ ବଦଳି କରିଛନ୍ତି। ୭୯ ଜଣ…

ଶିଳ୍ପ ସମାଗମ ମେଳା: ଭାରତର ଉତ୍କୃଷ୍ଟ କାରିଗରୀର ପ୍ରଦର୍ଶନ ସହ ବଞ୍ଚିତ ବର୍ଗଙ୍କ ସଶକ୍ତିକରଣ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ…

ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ

ପୁରୀ: ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ। ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଏହି…