Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ…

ଏନକାଉଣ୍ଟରରେ ୨ମହିଳା ନକ୍ସଲ ନିହତ

ମାଲକାନଗିରି:ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ । ଡିଆର୍‌ଜି, ଏଟିଏଫ୍‌ ଯବାନଙ୍କ ଅପରେସନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ନକ୍ସଲବାଦୀଙ୍କ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ନାରାୟଣପୁର ଜିଲ୍ଲା…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତରେ ଏତେ ବିଳମ୍ବ କାହିଁକି? ମିଳିଲା ବ୍ଲାକ ବକ୍ସ ସମ୍ପର୍କରେ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା, କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ଦୁର୍ଘଟଣାକୁ ୨ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ଏହି ଘଟଣାର ତଦନ୍ତରେ…

ବିଜେଡିରେ ହେବାକୁ ଯାଉଛି ବଡ଼ ହଲଚଲ !

ଭୁବନେଶ୍ବର: ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ନେତା ।  ଦଳର ସଭାପତିଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଆଲୋଚନା କରିଥିବା ଗଣମାଧ୍ୟମକୁ ବୟାନ ଦେଇ…

ଇସ୍ରାଏଲ୍ ସହ ଲଢେଇରେ ଇରାନର ବାଜିମାତ୍ !

ନୂଆଦିଲ୍ଲୀ: ଇତିହାସର ସବୁଠୁ ବଡ଼ ସେନା ସଂକଟର ସାମନା କରୁଛି ଇରାନ । ହେଲେ ଗତ ସପ୍ତାହେ ହେଲା ଦେଶର ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମେନେଇଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନଥିଲା। ୮୬ବର୍ଷୀୟ ଖୋମେନେଇଙ୍କ ନିରବତା ସାରା ଦେଶରେ ଚିନ୍ତା, ଆକଳନ ଓ ଅନିଶ୍ଚିତତା ବଢାଇଥିଲା । ଇରାନର ତିନି…

୫ ବର୍ଷରେ ପୂରଣ ହେବ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ, ୫ ହଜାରରୁ ଅଧିକ ଡାକ୍ତରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜଧାନୀରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଭଲ ମେଡିକାଲ କଲେଜ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କ୍ୟାପିଟାଲ ହସ୍ପିଟାଲକୁ ପୁନଃବିକାଶ ସହିତ ପିଜି ସହ ୟୁଜି ଖୋଲିବାକୁ ଏବଂ ବଡ଼ ମେଡିକାଲ କଲେଜ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା…

ରଥଯାତ୍ରା ଦେଖିବେ ଉପ-ରାଷ୍ଟ୍ରପତି, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି…

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି  ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ…

ଭାରତର ନୌସେନାରେ ଚାକିରୀ…ପାକିସ୍ତାନୀ ସ୍ପାଏ: ଦିଲ୍ଲୀରେ ବସି ପାକକୁ ଦେଉଥିଲା ଅପରେସନ ସିନ୍ଦୂରର ଡିଟେଲ୍…..

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅଭିଯାନ ଅନ୍ତର୍ଗତ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଗୋଟିଏ ପଟେ ଭାରତୀୟ ସୈନିକମାନେ…

ରଥଯାତ୍ରା ଦିନକ ପୂର୍ବରୁ ଆକ୍ଟିଭ୍‌ ହେଲା ଆଣ୍ଟି ଡ୍ରୋନ୍‌ ସିଷ୍ଟମ, ଉଡୁଥିବା ଡ୍ରୋନ ଖସାଗଲା

ପୁରୀ:ରଥଯାତ୍ରା ଦିନକ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟକ୍ଷମ ହେଲା ଆଣ୍ଟିଡ୍ରୋନ ବ୍ୟବସ୍ଥା । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ନିକଟରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୋଲିସ । ପୋଲିସ ଡ୍ରୋନ ଉଡାଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି।…