Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରେସନ ସିନ୍ଦୂର: ଭାରତର କେଉଁ ଅସ୍ତ୍ର ଯୋଗୁଁ ଆତ୍ମସମର୍ପଣ କରିଥିଲା ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବ ଭାରତୀୟ ସେନା ଏପରି ଦେଇଥିଲା ଯେ କେବଳ ପାକିସ୍ତାନ ନୁହେଁ ବରଂ ପାକିସ୍ତାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ମଧ୍ୟ ଭୟଭୀତ ହୋଇଗଲେ। ଅପରେସନ ସିନ୍ଦୂର ପରେ, ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳ (ବିଏସଏଫ) ପାକିସ୍ତାନକୁ ପରାସ୍ତ କରିବା ପାଇଁ ବ୍ୟବହୃତ…

ଏହି ସ୍ଥାନରେ ମାଗଣାରେ ଉପଲବ୍ଧ ହେବ ChatGPT Plus ସବସ୍କ୍ରିପସନ୍

ନୂଆଦିଲ୍ଲୀ: OpenAIର ଲୋକପ୍ରିୟ AI ଟୁଲ୍ ChatGPT ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି। ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସରକାର ସମସ୍ତଙ୍କୁ ChatGPTର ପ୍ରିମିୟମ୍ ChatGPT Plus ସବସ୍କ୍ରିପସନ୍ ମାଗଣାରେ ବଣ୍ଟନ କରିବାକୁ ଯାଉଛନ୍ତି। UAEରେ ରହୁଥିବା ଲୋକମାନେ ଖୁବ୍ ଶୀଘ୍ର…

ସେନାର ଅପରେସନ୍ ଆତଙ୍କୀ ଖୋଜା: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର: ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ସତ୍ତ୍ୱେ ବି ଆତଙ୍କବାଦୀଙ୍କ ଚେତା ପଶୁନି। ଜମ୍ମୁ-କାଶ୍ମୀରର କାଠୁଆ ଓ ସାମ୍ବା ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଠି। ସେନା ଏବେ ଆତଙ୍କୀ ଖୋଜା ଅପରେସନ୍ ଚଳାଇଛି। କଠୁଆରେ ଆତଙ୍କୀ ଲୁଚିଥିବା ନେଇ…

ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ନିର୍ମାଣ ହେବାକୁ ଥିବା ଉଚ୍ଚାଭିଳାଷୀ ଉପକୂଳବର୍ତ୍ତୀ ରାଜପଥର ଟେଣ୍ଡରକୁ ଅଚାନକ ବାତିଲ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରକଳ୍ପର ଭିତ୍ତିପ୍ରସ୍ତରକୁ ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପରେ…

ବେଆଇନ ଓ୍ବାଟର ସ୍ପୋର୍ଟସ ସଂସ୍ଥାର ଟିକେଟ୍ କାଉଣ୍ଟର ଭାଙ୍ଗିଲା ପୁରୀ ପ୍ରଶାସନ

ପୁରୀ: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ହୋଇଥିଲା ।  ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ।  ଏହି ଘଟଣା ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ।  ଆଜି ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ…

ଭାରତରେ ଗୁପ୍ତଚରଙ୍କ ପାଇଁ ରହିଛି ଏହି ଦଣ୍ଡବିଧାନ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଗମ୍ଭୀରତାର ସହ ବିଚାର କରାଯାଉଛି । କାରଣ ନିକଟରେ ଦେଶର ତିନୋଟି ରାଜ୍ୟ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ୧୧ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି, ଯେଉଁମାନେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ବଡ଼ ସଫଳତା। ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ। ଏହାସହ ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି ଏବଂ ୨ଟି କାତି ଜବତ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୋଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ…

ଏସବୁ କ୍ଷେତ୍ରରେ ଜାପାନଠୁ ପଛରେ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ । ଆର୍ଥିକ ବିକାଶ ରେସରେ ପ୍ରବଳ ବେଗରେ ଦୌଡୁଛି ଭାରତ । ଆଉ ମାତ୍ର କିଛି ମାସର ଅପେକ୍ଷା, ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଥିବା ଜାପାନକୁ ପଛରେ ପକାଇବ ଭାରତ । ଏନେଇ ନୀତି ଆୟୋଗ ସଦସ୍ୟ ଅରବିନ୍ଦ ବୀରମାନି…

ତେଜପ୍ରତାପଙ୍କଠୁ ଦୂରତା…ଲାଲୁଙ୍କ ନିଷ୍ପତି ଠିକ୍ ନା ଭୁଲ?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଲାଲୁପ୍ରସାଦ ଯାଦବଙ୍କ ଘର କଳିକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଅନୁଷ୍କା ଯାଦବଙ୍କ ସହ ଫଟୋ ଭାଇରାଲ୍ ହେବା ସହ ୧୨ବର୍ଷ ପୁରୁଣା ସଂପର୍କ ନେଇ ସୋସିଆଲ ମିଡିଆରେ ଖୁଲାସା କରିଥିଲେ ତେଜପ୍ରତାପ। ବିବାଦ ବଢିବା ଦେଖି…

୧୮ ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡ ଉପରେ ଥିଲା ୩୯ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଏନକାଉଣ୍ଟରରେ ଭୟ ଘାରିଛି ନକ୍ସଲଙ୍କୁ ।  ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି । ତେବେ ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ…