Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ ହେବ ଗଠନ

ଭୁବନେଶ୍ୱର: ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏଥିରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ…

୧୧ଫେକ୍‌ ୱେବସାଇଟ୍‌ର ତାଲିକା ସହ ସଚେତନତା ବାର୍ତ୍ତା ଜାରି କଲା କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ବର:ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ…

ମାତିଛନ୍ତି ସାଇବର ଠକ; ରଥଯାତ୍ରା ପାଇଁ ହୋଟେଲ୍ ବୁକ୍ କରୁଥିଲେ ଏହି ୱେବସାଇଟରୁ ଦୂରେଇ ରୁହନ୍ତୁ… 

ଭୁବନେଶ୍ୱର: ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି। ବିଶେଷକରି ପୁରୀ, ଭୁବନେଶ୍ୱର ଏବଂ କଟକ ଯାଉଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ…

ସୁଦୂର ଫ୍ରାନ୍ସକୁ ଗଲା ସୁନ୍ଦରଗଡ ଆମ୍ବ

ସୁନ୍ଦରଗଡ:ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ବିଶ୍ବ ବଜାରରେ ପହଞ୍ଚିବ ଓଡ଼ିଶାର କୃଷି ଉତ୍ପାଦ । ସୁନ୍ଦରଗଡ ଆମ୍ବ ସୁଦୂର ଫ୍ରାନ୍ସକୁ ରପ୍ତାନୀ କରାଯାଇଛି । ଲେଫ୍ରିପଡା ବ୍ଲକରୁ ୧୮କ୍ବିଣ୍ଟାଲ ଆମ୍ରପାଲି ପ୍ରଜାତିର ଆମ୍ବ ଫ୍ରାନ୍ସକୁ ପଠାଯାଇଛି । ଜିଲ୍ଲା…

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା-ଟମାଟୋ ମାଡ଼ ଅଭିଯୋଗ, ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ ଅଭିଯୋଗ ହୋଇଛି । କଂଗ୍ରେସ କର୍ମୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଥିଲେ । ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି ନାରାବାଜି କରିଥିଲେ ଯୁବ…

ଗ୍ରାହକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି । କିଛି ଦିନ ହେବ ଲଗାତାର ହ୍ରାସ ପାଉଥିବା ସୁନା ଦର ପୁଣି ଆଜି ହ୍ରାସ ପାଇଛି । ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ପୂର୍ବରୁ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଥିରେ ୨ ହଜାର ଟଙ୍କା ଦାମ୍‌ କମିଛି । ତେବେ…

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ନେଇ ରୋଚକ କଥା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ  ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୨ଟା ୧ରେ ଆକ୍ସିଅମ୍-୪ ମିଶନ…

ହ୍ବାଇଟ୍ ହାଉସର ସିଚୁଏସନ୍ ରୁମ୍…ଏଇଠୁ ବିଶ୍ବ ଉପରେ ନଜର

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସର ସିଚୁଏସନ୍ ରୁମରେ ବସି ସାରା ବିଶ୍ବ ଉପରେ ନଜର ରଖନ୍ତି ଆମେରିକା ରାଷ୍ଟ୍ରପତି । ଏଇଠି ପହଞ୍ଚେ ସାରା ଦୁନିଆର ଗୁଇନ୍ଦା ସୂଚନା । ଆତଙ୍କବାଦୀ ଆକ୍ରମଣ ହେଉ କି ଯୁଦ୍ଧ, ସୂଚନା ମିଳିବା ମାତ୍ରେ ଏଠାରୁ ନିଆଯାଏ ନିଷ୍ପତ୍ତି । ଓସାମା ବିନ ଲାଦେନକୁ ମାରିବାକୁ ଯୋଜନା…

୨୦ ଟଙ୍କିଆ ପାଣି ବୋତଲ ପ୍ରକୃତରେ ମିନେରାଲ୍ ୱାଟର ନା ଟ୍ୟାପ୍ ୱାଟର! ଜାଣିବେ କିପରି ?

ନୂଆଦିଲ୍ଲୀ: ଯେତେବେଳେ ଆମେ ବାହାରୁ କୌଣସି ଜିନିଷ କିଣୁ, ଆମେ ନିଶ୍ଚିତ ଭାବରେ ତାହା ଯାଞ୍ଚ କରୁ। କିନ୍ତୁ ପାଣି ବୋତଲ କିଣିବା ସମୟରେ ଆମେ ଯାଞ୍ଚ କରୁ କି? ଏହି ପିଇବା ପାଣିରେ ଶୁଦ୍ଧତା ଅଛି ନା ଆମେ ଦୂଷିତ ଜଳ ପିଉଛେ? ବୋତଲରେ ପାଣିର ଗୁଣବତ୍ତା କିପରି ଯାଞ୍ଚ କରିବେ ଆସନ୍ତୁ ଜାଣିବା।…

ବଙ୍ଗାଳୀ ଏବଂ ବାଂଲାଦେଶୀ ମଧ୍ୟରେ ପାର୍ଥକ୍ୟ! ପଶ୍ଚିମବଙ୍ଗର ୨୨ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଦିଦି କାହିଁକି ଚିନ୍ତିତ?

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାର ଶ୍ରମିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶୀ କୁହାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେହି ଲୋକଙ୍କ ପାଖପରେ ନିଜର ନାଗରିକତା ପ୍ରମାଣ କରିବା…