Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଫଳ କ୍ରିକେଟର, ସମ୍ପର୍କୀୟ ଆତଙ୍କୀକୁ ହତ୍ୟା କରିଥିଲେ ଭାରତୀୟ ଯବାନ

ଲାହୋର: ପାକିସ୍ତାନ ସୁପର ଲିଗ (PSL) ୨୦୨୫ର ଦଶମ ସଂସ୍କରଣର ବିଜେତା ଘୋଷଣା ହୋଇଛି। ଶାହୀନ ଶାହ ଆଫ୍ରିଦିଙ୍କ ନେତୃତ୍ୱରେ ଲାହୋର କ୍ୱାଲାଣ୍ଡାର୍ସ ତୃତୀୟ ଥର ପାଇଁ ଏହି ଖେଳର ଚମକଦାର ଟ୍ରଫି ହାସଲ କରିଛି। ଶାହୀନଙ୍କ ଦମଦାର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ତାଙ୍କ ଦଳକୁ ଏହି ସଫଳତା ଆଣିଦେଇଛି।…

ବଣ୍ଡ କେତେ ସୁରକ୍ଷିତ…?

ଭୁବନେଶ୍ବର: ସେୟାର ମାର୍କେଟରେ ଅଧିକ ଉତ୍ଥାନପତନକୁ ଦୃଷ୍ଟିରେ ରଖି ଅନେକ ନିବେଶକ ଏବେ ଅନ୍ୟ ସୁରକ୍ଷିତ ବିକଳ୍ପ ଖୋଜୁଛନ୍ତି । ଏପରି ସମୟରେ ବଣ୍ଡ୍ ଏକ ଭଲ ବିକଳ୍ପ ଭାବରେ ଉଭା ହେଉଛି। ଏହା ସ୍ଥାୟୀ ଜମା (FD) ଏବଂ ଅନ୍ୟାନ୍ୟ ସଞ୍ଚୟ ଯୋଜନା ଅପେକ୍ଷା ଭଲ ରିଟର୍ଣ୍ଣ ଦିଏ। ଏହା ସେୟାର ମାର୍କେଟ…

ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରୀୟ ମାନ୍ୟତା: WHO ସହ ଆୟୁଷ ମନ୍ତ୍ରଣାଳୟର ଐତିହାସିକ ଚୁକ୍ତି

ନୂଆଦିଲ୍ଲୀ: ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକ, ଯେପରି ଆୟୁର୍ବେଦ, ଯୋଗ ଏବେ ବିଶ୍ୱସ୍ତରୀୟ ମାନ୍ୟତା ଆଡ଼କୁ ଅଗ୍ରସର ହେଉଛି। ମେ ୨୪ ତାରିଖରେ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଏହି…

ପ୍ରେମିକ ମଗାଇଲା ବିରିୟାନୀ: ଖାଇବା ବେଳେ ଲାଗିଲା କଣ୍ଟା, ପ୍ରେମିକାର ମୃତ୍ୟୁ

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରେଷ୍ଟୁରାଣ୍ଟରେ ପ୍ରେମିକଙ୍କ ସହ ବିରିୟାନୀ ଖାଉଥିବା ବେଳେ ଜଣେ ୨୭ ବର୍ଷୀୟ ଯୁବତୀଙ୍କ ଗଳାରେ ଚିକେନର ଏକ ହାଡ଼ ଅଟକି ଯାଇଥିଲା। ଏହାପରେ ସେ ଘଟଣାସ୍ଥଳରେ ହିଁ ମୂର୍ଚ୍ଛା ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ…

ୟୁକ୍ରେନ ଉପରେ ଋଷର ଭୟଙ୍କର ଏୟାରଷ୍ଟ୍ରାଇକ, ରାଗିଲେ ଟ୍ରମ୍ପ

କିଭ୍‌: ଋଷ ୟୁକ୍ରେନ ଉପରେ ଏକ ଭୟଙ୍କର ଏୟାରଷ୍ଚ୍ରାଇକ କରିଛି । ଯାହାକି ଏଯାବତ ବିଶ୍ୱରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ୟୁକ୍ରେନ ଉପରେ ଏହି ଭୟଙ୍କର ଆକ୍ରମଣ ହୋଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବ…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ, ମୁଖ୍ୟ ଠିକାଦାର ଫେରାର

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅମାନବୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା…

ଆଜିଠୁ ଖାଆନ୍ତୁ ଲିଚୁ; ଯକୃତ ରହିବ ସୁସ୍ଥ !

ଭୁବନେଶ୍ବର:ଗ୍ରୀଷ୍ମ ଋତୁରେ ଲିଚୁ ଖାଇବା ବହୁତ ଲାଭଦାୟକ । ଏହା ଦେଖିବାକୁ ସୁନ୍ଦର ସହ ଖାଇବାକୁ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଭଲ । ଏହି ଫଳ କେବଳ ଶରୀରରେ ଜଳୀୟଅଂଶ ବଜାୟ ରଖେ ନାହିଁ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ପ୍ରଦାନ କରେ। ଏଥିରେ ଫାଇବର ପ୍ରଚୁର ପରିମାଣରେ ଥାଏ, ଯାହା…

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ନାମରେ ସାଂଘାତିକ ଅଭିଯୋଗ

ବାଲିଆପାଳ/ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦ କିଛି ଦିନ ଧରି ନିରବ ରହିଥିଲା। ଏବେ ପୁଣି ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି ତାହା ପୁଣି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାମରେ । ଜଣେ ଯାତ୍ରା ଅଭିନେତ୍ରୀ ଅନନ୍ତ ନାରାୟଣଙ୍କ ବିରୋଧରେ ଆକ୍ରମଣ ଓ ହଇରାଣର…

ବିଏମସି ଉପରେ ଅସନ୍ତୋଷ, କ୍ଷୁବ୍ଧ ରାଜଧାନୀବାସୀ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟର କଲେ ଉଦ୍‌ଘାଟନ

ଭୁବନେଶ୍ୱର: ବିକାଶ ନାଁରେ ଅନେକ ନାରାବାଜି ଶୁଣିଛୁ, ଆଉ ଅପେକ୍ଷା କରିଲୁଣି ମଧ୍ୟ, ଧୈର୍ଯ୍ୟର ଗୋଟିଏ ସୀମା ରେଖି ଅଛି ତାହା ଏବେ ଆଉ ନାହିଁ। ଏପରି କିଛି କହି  ଭୁବନେଶ୍ୱରର ଅଞ୍ଚଳର ପଳାଶୁଣି ବାସିନ୍ଦାମାନେ ନିଜ ଉଦ୍ୟମରେ ଏକ ୧୦୦ କୋଟି ଟଙ୍କା ମୂଲ୍ୟର ଆବର୍ଜନା ପ୍ରକ୍ରିୟାକରଣ କାରଖାନାର…

ଶ୍ରୀ ଭାଗବତ ସାର ୪୮: ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ମୁକ୍ତି ଦେବା ପାଇଁ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ ଶ୍ରୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଉତ୍ପନ୍ନ କାହାଣୀ ଅତ୍ୟନ୍ତ ଭାବଉଦୀପକ ଆମେ ଜାଣିଛେ। ଶ୍ରୀ ଭାଗବତ ଗୀତା ଅର୍ଜୁନଙ୍କ ବିଷାଦ ଯୋଗ ବା ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ସେଥିରୁ ମୁକ୍ତି ଦେବା ପାଇଁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ…