Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୋଟିଏ ଟଙ୍କା ହଡ଼ପ ଅଭିଯୋଗରେ ପିଇଓ ଗିରଫ

ବ୍ରହ୍ମପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲ୍ଲି ପଞ୍ଚାୟତର ପିଇଓ ଗିରଫ ହୋଇଛନ୍ତି। ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି ।…

ସିଏମ୍ ଟ୍ରଫି-୨୦୨୫ ଲୋଗୋ,ଟ୍ରଫି ଓ ଆନଥେମ୍‌ ଉନ୍ମୋଚନ; ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ହେବ ବିକାଶ

ଭୁବନେଶ୍ବର: ସିଏମ୍ ଟ୍ରଫି-୨୦୨୫ ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ…

ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌ ; ଦଳାଚକଟା ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କଲେ ଡିଏମ୍

ଉତ୍ତରପ୍ରଦେଶ: ଶାହଜାହାନପୁର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍ ଲିକେଜ୍ ଘଟଣା । ଫର୍ମାଲିନ୍ ରାସାୟନିକ ପଦାର୍ଥରୁ ସୃଷ୍ଟି ଗ୍ୟାସ୍ ଲିକେଜ୍ ଯୋଗୁଁ ପ୍ରାଣ ଭୟରେ ଧାଁ ଦୌଡ଼  କରିଥିଲେ ରୋଗୀ । ତେବେ ଗ୍ୟାସ୍ ଲିକ କାରଣରୁ  ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା । …

ପୁଟିନଙ୍କ ହେଲିକପ୍ଟରକୁ ଡ୍ରୋନ ଟାର୍ଗେଟ, ଅଳ୍ପକେ ବର୍ତ୍ତିଲେ

ମସ୍କୋ: ଋଷିଆର କୁର୍ସ୍କର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ହେଲିକପ୍ଟରରେ ତଦାରଖ କରିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିମାନକୁ ଏକ ୟୁକ୍ରେନୀୟ ଡ୍ରୋନ୍ ଟାର୍ଗେଟ କରିଥିଲା। ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଅଧିକାରୀମାନେ …

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ କୁଏତ ଗସ୍ତ

ନୂଆଦିଲ୍ଲୀ:ଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖାଲିବା ସହିତ ଭାରତର ଆତଙ୍କବାଦ ବିରୋଧୀ ଲଢେଇରେ ବିଶ୍ୱ ସମୁଦାୟର ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି ବିଭିନ୍ନ ରାଷ୍ଟ୍ର ଗସ୍ତ କରୁଛନ୍ତ। ଏହିକ୍ରମରେ…

ଭୂତଳରେ ଚାଲିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ :ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର:ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ‌ ବ୍ରିଜ୍‌ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।୨୦୨୫ ସୁଦ୍ଧା ପଟିଆ-ସିଆରପି ନୂଆ ରୋଡ଼ରୁ ଅବରୋଧ ହଟା…

କିନ୍ନରଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ

ବରଗଡ: ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତା ଉପରେ ପୋଲିସ ଉପରକୁ କିନ୍ନରମାନେ ଆକ୍ରମଣ କରିଛନ୍ତି। ଲହୁଲୁହାଣ ହୋଇଛି ପୋଲିସ । ବରଗଡ଼ ଗାନ୍ଧୀ ଛକରେ ଗାଡ଼ି ଭିତରୁ ଟ୍ରାଫିକ ଇନ୍ସପେକ୍ଟରକୁ ଟାଣି ଆଣି ମାଡ ମାରିଛନ୍ତି । ତେବେ ଟ୍ରାଫିକ୍‌ ଇନ୍ସପେକ୍ଟର ମଙ୍ଗଳ କିସ୍କୁ ଲହୁଲୁହାଣ ହୋଇପଡ଼ିଛନ୍ତି।…

‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।…

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲଗାଇ ଆମେରିକା ଅର୍ଥ କମାଉଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଟଙ୍କା ରୋଜଗାର କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା…

ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଏହି ବିଭାଗର କର୍ମଚାରୀ..

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନାହିଁ ।…