Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏୟାରଟେଲ୍ ଆଣିଲା ବିଶ୍ୱର ପ୍ରଥମ ‘ଫ୍ରଡ୍ ଡିଟେକ୍ସନ୍ ସଲ୍ୟୁସନ୍’

ନୂଆଦିଲ୍ଲୀ: ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇବା ପରଠାରୁ, ଅନଲାଇନ୍ ଠକେଇ ଏବଂ ସ୍କାମ ମାମଲା ବହୁ ପରିମାଣରେ ବୃଦ୍ଧି ପାଇଛି।ସ୍କାମର ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଯଦି ଆପଣ…

କଂଗ୍ରେସ ସାଂସଦ ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ: ନାଁ ନନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍। ନାଁ ନ ନେଇ ଗୌରବଙ୍କୁ ହିମନ୍ତ ବିଶ୍ବଶର୍ମାଙ୍କ କଡ଼ା ସମାଲୋଚନା। ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ ପୁଣି ଉଠାଇଲେ ହିମନ୍ତ ବିଶ୍ବଶର୍ମା। ଅପରେସନ୍ ସିନ୍ଦୂର ବାବଦରେ କଂଗ୍ରେସ ତାଲିକାକୁ ନେଇ ସମାଲୋଚନା…

ଆଗାମୀ ୩ ଘଣ୍ଟା ପାଇଁ ବର୍ଷିବ: ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନର ସମ୍ଭେବନା । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୨ରୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ…

ଲିବିୟା ଯିବେ ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକ !

ନୂଆଦିଲ୍ଲୀ: ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ପ୍ଲାନ୍ । ସ୍ଥାନାନ୍ତର ହେବେ ଗାଜାବାସୀ ! ଗାଜାର ୧୦ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଲିବିୟା ପଠାଇବାକୁ ଯୋଜନା କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଏଥିପାଇଁ ଲିବିୟାକୁ ବିଲିୟନ ଡଲାରର ଅଫର ଦିଆଯାଇପାରେ । ୧୦ଲକ୍ଷ…

ଏହି ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ସତର୍କ ରାଜ୍ୟ

ଭୁବନେଶ୍ୱର: ହଂକଂ ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଏସୀୟ ଅଞ୍ଚଳରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ପରେ ଓଡ଼ିଶା ସତର୍କ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ବିପଦର ମୂଲ୍ୟାଙ୍କନ ଏବଂ ତଦନୁସାରେ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ…

ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? ଆସିଲା ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…

ଭାରତ, ପାକିସ୍ତାନ ଅର୍ଥନୀତିରେ ଆମେରିକାର କେତେ ପ୍ରଭାବ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି । ଫଳରେ ପରମାଣୁ ଅସ୍ତ୍ର ରହିଥିବା ଦୁଇ ଦେଶ ମଧ୍ୟରେ ବିପଜ୍ଜନକ ସଂଘର୍ଷର ଅନ୍ତ ହୋଇଛି । ବାଣିଜ୍ୟ କଥା କହି ସେ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ…

ଆପକୁ ବଡ ଝଟକା: ଦଳ ଛାଡିଲେ ୧୩ ଜଣ କାଉନସିଲର, ଗଢିବେ ନୂଆ ଦଳ….

ନୂଆଦିଲ୍ଲୀ: ଦିଲ୍ଲୀରେ ଆପକୁ ଶକ୍ତ ଝଟକା । ଏକାସାଙ୍ଗରେ ଦଳ ଛାଡିଲେ ୧୩ ଜଣ କାଉନସିଲର । ଆଜି ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଖାଲି ଇସ୍ତଫା ଦେଇନାହାନ୍ତି, ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି ।…

ଥରୁରଙ୍କୁ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ସ୍ଥାନ: କଂଗ୍ରେସ କହିଲା ‘ବେଇମାନି ହୋଇଛି’…

ନୂଆଦିଲ୍ଲୀ: ତେଜିଲା ଭାରତର ପାକିସ୍ତାନ ବିରୋଧରେ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ଥରୁରଙ୍କୁ ସ୍ଥାନ ବିବାଦ । କାହିଁକି ଥରୁର ବୋଲି, ପ୍ରଶ୍ନ ଉଠାଇ ଏବେ ସରକାରଙ୍କୁ ଘେରିଛି କଂଗ୍ରେସ । କହିଛି, ସରକାର ଏପରି କରି ଭୁଲ୍ ଗେମ୍ ଖେଳୁଛନ୍ତି, ବେଇମାନି କରିଛନ୍ତି । ଏଥିସହିତ ନାଁ ନନେଇ ଶଶି…

ଖୁବ୍‌ଶୀଘ୍ର ଭାରତ ସହ ମିଶିବ ପିଓକେ! ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନୀ ନେତା ଏବଂ ସେନା ପାଇଁ ଏବେ ସବୁଠାରୁ ବଡ଼ ସଙ୍କଟ ଆସିଥିବା ଦେଖାଦେଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ପାକିସ୍ତାନ ପିଓକେ ଉପରେ ନିୟନ୍ତ୍ରଣ ବଜାୟ ରଖିବାର ଏକ ସମସ୍ୟା ପାଲଟିଛି। କାରଣ ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ଏବେ କେବଳ ପିଓକେକୁ ନେଇ ଆଲୋଚନା ହେବ।…