Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଥରୁରଙ୍କୁ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ସ୍ଥାନ: କଂଗ୍ରେସ କହିଲା ‘ବେଇମାନି ହୋଇଛି’…

ନୂଆଦିଲ୍ଲୀ: ତେଜିଲା ଭାରତର ପାକିସ୍ତାନ ବିରୋଧରେ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ଥରୁରଙ୍କୁ ସ୍ଥାନ ବିବାଦ । କାହିଁକି ଥରୁର ବୋଲି, ପ୍ରଶ୍ନ ଉଠାଇ ଏବେ ସରକାରଙ୍କୁ ଘେରିଛି କଂଗ୍ରେସ । କହିଛି, ସରକାର ଏପରି କରି ଭୁଲ୍ ଗେମ୍ ଖେଳୁଛନ୍ତି, ବେଇମାନି କରିଛନ୍ତି । ଏଥିସହିତ ନାଁ ନନେଇ ଶଶି…

ଖୁବ୍‌ଶୀଘ୍ର ଭାରତ ସହ ମିଶିବ ପିଓକେ! ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନୀ ନେତା ଏବଂ ସେନା ପାଇଁ ଏବେ ସବୁଠାରୁ ବଡ଼ ସଙ୍କଟ ଆସିଥିବା ଦେଖାଦେଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ପାକିସ୍ତାନ ପିଓକେ ଉପରେ ନିୟନ୍ତ୍ରଣ ବଜାୟ ରଖିବାର ଏକ ସମସ୍ୟା ପାଲଟିଛି। କାରଣ ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ଏବେ କେବଳ ପିଓକେକୁ ନେଇ ଆଲୋଚନା ହେବ।…

୨୦୨୩ ପୁନେ ଆତଙ୍କୀ ଷଡଯନ୍ତ୍ର: ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ୨୦୨୩ ପୁନେ ଆତଙ୍କୀ ଷଡଯନ୍ତ୍ର ମାମଲାରେ ଜଡିତ ଥିବା ଦୁଇ ମୁଖ୍ୟ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଦୁଇ ଜଣଙ୍କୁ ଗିରଫ କରିଛି । ଯେଉଁମାନେ ମହାରାଷ୍ଟ୍ରର ପୁଣେରେ ଇମ୍ପ୍ରୋଭାଇଜଡ୍…

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋତ୍ତର ଭାରତକୁ ନେଇ ନକରାତ୍ମକ ଦୃଷ୍ଟିକୋଣ, କଡ଼ା ଜବାବ ଦେବାକୁ ତିଆରି ହେଲା…

ନୂଆଦିଲ୍ଲୀ: ପୂର୍ବୋତ୍ତର ଭାରତକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସ ଦେଇଥିବା ବିବାଦୀୟ ବୟାନ ଉପରେ ଭାରତ ଏବେ କୂଟନୈତିକ ନୁହେଁ, ବରଂ ତୃଣମୂଳ ସ୍ତରରେ କଡ଼ା ଜବାବ ଦେଇଛି। ଚୀନ ଗସ୍ତ ସମୟରେ ୟୁନୁସ ପୂର୍ବୋତ୍ତର ଭାରତ ବାଂଲାଦେଶର ଦୟା ଉପରେ ନିର୍ଭରଶୀଳ ବୋଲି…

ନିଟ୍ ୟୁଜି ରେଜଲ୍ଟ ସ୍ଥଗିତ: ପରୀକ୍ଷା ବ୍ଲାକଆଉଟ୍ ନେଇ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଏବେ ବାହାରିବନି ନିଟ୍ ୟୁଜି ରେଜଲ୍ଟ । ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ ଯୋଗୁଁ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ ହୋଇଛି ବୋଲି ଜଣେ ଛାତ୍ରୀ ଆବେଦନ କରିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିଟ୍ ୟୁଜି ଫଳାଫଳ ଘୋଷଣାକୁ ନେଇ କିଛଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ।…

ଭାରତ ବିରୋଧରେ ପାକିସ୍ତାନକୁ ସହଯୋଗ କରି ଫସିଲା ତୁର୍କୀ, ଏବେ କୂଟନୈତିକ ଜାଲରେ ଫସି କାଙ୍ଗାଳ ସ୍ଥିତିରେ…

ନୂଆଦିଲ୍ଲୀ: ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେବା ତୁର୍କୀ ପାଇଁ ମହଙ୍ଗା ପଡ଼ିଛି। ରାଜନୈତିକ ନିଷ୍ପତ୍ତିର ପ୍ରଭାବ କେବେ ଓ କେଉଁଠାରେ ପଡ଼ିଯାଏ, ଏହା ତୁର୍କୀଠାରୁ ଅଧିକ କେହି ବୁଝି ପାରିବେ ନାହିଁ। ଏହାର ସିଧାସଳଖ ଆଘାତ ପଡ଼ିଛି ତୁର୍କୀର ବିବାହ ପର୍ଯ୍ୟଟନ ଶିଳ୍ପ ଉପରେ। ଭାରତର ଅସନ୍ତୋଷ…

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ର ବନ୍ଦ କରିବାକୁ ଦାବି କରାଯାଇଛି।…

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ: ମୋତେ ଶ୍ରେୟ ମିଳିବନି କହି ସାକ୍ଷାତକାରରେ ‘କାନ୍ଦି’ ପକାଇଲେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶକୁ ଯୁଦ୍ଧର ମୁହାଁମୁହିଁ ସ୍ଥିତିରୁ ନିବୃତ…

ଆମେରିକା ମାନିନେବକି ଭାରତର ୧୦୦% ଶୁଳ୍କ ଛାଡ ପ୍ରସ୍ତାବ!: ବଡ ସଙ୍କେତ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଭାରତ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ଛାଡ କରିବାକୁ ଚାହୁଁଛି । ଏନେଇ ଭାରତ ଆମେରିକୀୟ ସାମଗ୍ରୀ ଉପରେ ସମସ୍ତ ଶୁଳ୍କ ହଟାଇବା ପାଇଁ ପ୍ରସ୍ତାବ ଦେଇଥିବା ଦାବି କରିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଏନେଇ ଆମେରିକାର ଆଭିମୁଖ୍ୟ କ’ଣ ସେନେଇ କିଛି ସ୍ପଷ୍ଟ…

ଅପରେସନ ସିନ୍ଦୂର ପରେ ମୁମ୍ବାଇ ବିମାନ ବନ୍ଦର ଓ ତାଜ ହୋଟେଲ ଉଡ଼ାଇବାକୁ ଧମକ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପୁଣି ଥରେ ସୁରକ୍ଷା ଦୃଷ୍ଟିରୁ ହାଇ ଆଲର୍ଟରେ। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଐତିହାସିକ ତାଜ ହୋଟେଲକୁ ବୋମା ମାଡ଼ରେ ଉଡ଼ାଇ ଦେବାର ଧମକ ମିଳିଛି । ଏହାପରେ ପୁଲିସ ଓ ଗୁଇନ୍ଦା ସଂସ୍ଥାମାନେ ସତର୍କ ହୋଇଛନ୍ତି। ଏକ ଇ-ମେଲ…