Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବର ବିମାନବନ୍ଦରରେ ଟେକଅଫ୍‌ ଓ ଲ୍ୟାଣ୍ଡିଂରେ ପ୍ରତିବନ୍ଧକ ସାଜୁଛନ୍ତି ବଡ ବଡ ଗଛ

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ବିମାନ ଟେକ୍‌ ଅଫ୍‌ ପଥରେ ବଡ଼ ବଡ଼ ଗଛ ରହିଛି ଯେଉଁ କାରଣରୁ ଅସୁବିଧା ହେଉଛି । ଏହା ସହ ରନ୍‌ୱେର ନିର୍ଦ୍ଦିଷ୍ଟ…

ଇସ୍ରାଏଲ୍ Vs ଇରାନ୍…ବଢିଲା ଚିନ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢାଇଛି ଇସ୍ରାଏଲ୍-ଇରାନ ଯୁଦ୍ଧ । ଇସ୍ରାଏଲର ଅପରେସନ୍ ରାଇଜିଂ ଲାୟନ, ଜବାବରେ ଇରାନର ଟ୍ରୁ ପ୍ରମିସ ୩ । ଲଗାତର ଦ୍ବିତୀୟ ଦିନରେ ଇରାନ ଉପରେ ଏୟାରଷ୍ଟ୍ରାଇକ୍ ଜାରି ରଖିଛି ଇସ୍ରାଏଲ୍ । ଶୁକ୍ରବାର ଇରାନ୍ ଉପରେ ଆକ୍ରମଣ କରିବା ସହ ଏହାକୁ ଅପରେସନ୍…

ମାନଚିତ୍ରରେ ଭାରତର ସୀମାକୁ ଭୁଲ ଦର୍ଶାଇଥିଲା ଇସ୍ରାଏଲ; ବିବାଦ ପରେ କ୍ଷମା ମାଗିଲା  

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଶୁକ୍ରବାର ଦିନ ଏକ ମାନଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ୍ ବିବାଦ ସୃଷ୍ଟି ହୋଇଥିଲା। ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା…

ରବିବାର ଦିନ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ…

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ….

ଭୁବନେଶ୍ୱର: ସୁନାପ୍ରେମୀଙ୍କ ପାଇଁ ଦୁଃଖ ଖବର । ଜୁନ୍‌ ୧୪ ଅର୍ଥାତ୍‌ ଶନିବାର ପହିଲି ରଜରେ ପୁଣି ବଢିଲା ସୁନା ଦର । ଗତସପ୍ତାହରେ ଲଗାତର ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୨୮୦ ଟଙ୍କା ବୃଦ୍ଧି ପାଇ ୧,୦୧,୬୮୦ ଟଙ୍କାରେ…

୨୦ରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’, କରିପାରନ୍ତି ବଡ଼ ଘୋଷଣା

ଭୁବନେଶ୍ୱର: ଜୁନ ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ହେବ ରୋଡ୍‌ ଶୋ। ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ କରାଯିବ ଭବ୍ୟ ସ୍ବାଗତ।…

ନିଟ୍ ୟୁଜି ପରୀକ୍ଷାଫଳ ପ୍ରକାଶିତ: ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା NEET-UG-୨୦୨୫ ରେଜଲ୍ଟ। ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ…

ଭଦ୍ରକରେ ସୁଧୁରୁଛି ସ୍ଥିତି, ୩୬ ଘଣ୍ଟା ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଧିରେ ଧିରେ ସୁଧୁରୁଛି ଭଦ୍ରକ ସ୍ଥିତି । ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଜିଲ୍ଲାର ତିହିଡି ଥାନା ଅଧିନସ୍ଥ କଷଟି ଗ୍ରାମରେ ଗୋଷ୍ଠୀ ସଂଘର୍ଷ କାରଣରୁ ଉପୁଜିଥିବା ଉତେଜନା ସ୍ଥିତି କାରଣରୁ ସୋସିଆଲ ମିଡିଆ ଦ୍ବାରା କାଳେ କିଛି ସମସ୍ୟା ଉପୁଜିବ…

ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ଆସନ୍ତା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର: ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଷ୍ଟିରୁ ହେବ ମକ୍‌ ଡ୍ରିଲ୍‌। ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି। ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍‌…