Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ପୋଲିସକୁ ବଡ଼ ସଫଳତା, ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି। ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ। ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର…

ବଢିଲା ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଓ ହୋମଗାର୍ଡଙ୍କ ଭତ୍ତା ରାଶି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଓ ହୋମଗାର୍ଡଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦…

ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର, ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ

ଭୁବନେଶ୍ୱର: ଏଣିକି ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ। ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର। ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍‌ ପୋଷଣ ୟୁନିଟ୍‌। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ…

ସକାଳେ ବିଜ୍ଞାପନ, ଅପରାହ୍ଣରେ ଦୁର୍ଘଟଣା: ଚର୍ଚ୍ଚାରେ ଖବରକାଗଜ ଫ୍ରଣ୍ଟପେଜ୍…

ଅହମ୍ମଦାବାଦ: ଅହମ୍ମଦାବାଦ ଦୁର୍ଘଟଣା ଭିତରେ ଚର୍ଚ୍ଚାରେ ଗୁଜୁରାଟ ଖବରକାଗଜର ଫ୍ରଣ୍ଟ୍ ପେଜ୍ । ସକାଳେ ବିଜ୍ଞାପନରେ ଦିଆଯାଇଥିବା ଦୃଶ୍ୟ, ଅପରାହ୍ଣରେ ସତରେ ପରିଣତ ହେଲା । ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ବିଜ୍ଞାପନ ଚର୍ଚ୍ଚାରେ ରହିଛି, ଯାହା…

‘କିଏ ଜାଣେ କେବେ କାହାର ଶେଷ ଯାତ୍ରା ହେବ’: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଭାବୁକ ହେଲେ ଅନୁପମ

ମୁମ୍ବାଇ: ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣାରେ ବରିଷ୍ଠ ଅଭିନେତା ଅନୁପମ ଖେର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୬୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ବନା ଦେଇ ସେମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅନୁପମ । ଏନେଇ ନିଜ…

କେମିତି ବଞ୍ଚିଲେ ବିଶ୍ବାସ….କହିଲେ ସେ ଛାତିଥରା କାହାଣୀ…..

ଅହମ୍ମଦାବାଦ: କଥାରେ ଅଛି, ରଖିଲେ ହରି, ମାରିବ କିଏ?, ଏହି ଉକ୍ତିଟି  ବିଶ୍ବାସ କୁମାର ରମେଶଙ୍କ ପାଇଁ ଆଜି ସତ ହୋଇଯାଇଛି । ଏତେ ବଡ ଦୁର୍ଘଟଣା, ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ, ହେଲେ ବିମାନ ଦୁର୍ଘଟଣା ପରେ ନିଜେ ମୃତ୍ୟୁ ମୁହଁରୁ ଚାଲିକି ବାହାରି ଆସିଲେ । ଇଏ ଚମତ୍କାର ନୁହେଁ…

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ଖାଉଟିଙ୍କୁ ଭେଟି। ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ସବସିଡି ଦରରେ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ…

ଗ୍ରାହକଙ୍କୁ ଆଶ୍ୱସ୍ତି: ଖସିଲା ଖୁଚୁରା ଦର, ମୁଦ୍ରାସ୍ଫୀତି ୨.୨୮%କୁ ହ୍ରାସ

ନୂଆଦିଲ୍ଲୀ: ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗୁରୁବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୨.୮୨ ପ୍ରତିଶତ ରେ ପହଞ୍ଚିଛି, ଯାହା ଛଅ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। ଏହା ଫେବୃଆରୀ ୨୦୧୯ ପରଠାରୁ…

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଇପିଏଫଓ ଅଧିକାରୀ

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି। ଜଣେ ଯୁବକଙ୍କ ଠାରୁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଜିପଲ୍ଲୀ ନିକଟରେ ଧରିଲା ସିବିଆଇ ଟିମ। ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଇପିଏଫଓ ଅଧିକାରୀ ଲାଞ୍ଚ…

ନବବଧୂଙ୍କ ପ୍ରଥମ ଉଡାଣ ବନିଗଲା ଶେଷ ଯାତ୍ରା: ସ୍ବାମୀଙ୍କୁ ଭେଟିବା ପୂର୍ବରୁ ଲିଭିଗଲା ଜୀବନ ଦୀପ…..

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ୨୪୧ ଲୋକଙ୍କ ପାଇଁ ଶେଷ ଯାତ୍ରା ଥିଲା । ଏହି ବିମାନରେ ଏମିତି ଅନେକ ଥିଲେ, ଯାହାଙ୍କର ଏହା ପ୍ରଥମ ଉଡାଣ ଥିଲା, ଆଉ ଦୁର୍ଭାଗ୍ୟବଶତଃ ଶେଷ ବି । ରାଜସ୍ଥାନର ବାଲୋତରା ଜିଲ୍ଲାର ବାସିନ୍ଦା ଖୁସବୁ ରାଜପୁରୋହିତଙ୍କର ମଧ୍ୟ ଅହମ୍ମଦାବାଦ ବିମାନ…