Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ: ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେଉଛି। କିଛି କିଛି ସ୍ଥାନରେ ତାଣ୍ଡବ ରଚୁଛି କାଳବୈଶାଖୀ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ। ଆଜି ୧୮ ଜିଲ୍ଲାକୁ ଝଡ଼ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ବିଜୁଳି…

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ୩ ମୃତ

କୋରାପୁଟ: ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୩ ଜୀବନ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି…

ଶ୍ରୀ ଭାଗବତ ସାର ୩୮: ଅକ୍ଷୟ ସୁଖ ପାଇବା ପାଇଁ ଶ୍ରୀମଦ ଭାଗବତ ଜ୍ଞାନ ଅଧିକାରୀ ହେବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ତାତ୍ୱିଜ ବିଭବର ଆଲୋଚନା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରୁଥିଲେ ଶରୀର ତତ୍ୱ ସମ୍ବନ୍ଧରେ। ଯେଉଁଥିରେ ସଂଖ୍ୟା ତତ୍ୱ ସହିତ ଶରୀରକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରର କେଉଁ…

ବାଙ୍କେ ବିହାରୀ ମନ୍ଦିର କରିଡର ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ମନ୍ଦିର ପାଣ୍ଠି କରାଯିବ ବ୍ୟବହାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଉତ୍ତରପ୍ରଦେଶ ସରକାରଙ୍କୁ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ପାଇଁ ମନ୍ଦିର ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ମନ୍ଦିର ଚାରିପାଖରେ ୫ଏକର ଜମି…

ଟ୍ରମ୍ପଙ୍କ ସହ ଜଡିତ ପୋଷ୍ଟ ଡିଲିଟ୍ କଲେ କଙ୍ଗନା, କହିଲେ- ମୁଁ ଦୁଃଖିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଉ ଆଇଫୋନ ପ୍ରସ୍ତୁତ କରିବାକୁ ମନା କରିଛନ୍ତି । ସେ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ । ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା…

କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୧୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: କୃଷି ଓଭରସିଅରମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅର ମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ । ପୂର୍ବରୁ…

ଜେଏନୟୁ ପରେ ଜାମିଆ; ତୁର୍କୀ ସହ ଏମଓୟୁ ବାତିଲ୍‌

ନୂଆଦିଲ୍ଲୀ: ଗୁରୁବାର ତୁର୍କୀ ସହ ସମ୍ପର୍କ ତୁଟାଇଛି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ । ଜାମିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁର୍କୀ ସରକାରଙ୍କ ସହିତ ଜଡିତ ଶୈକ୍ଷିକ ବୁଝାମଣାପତ୍ର ସ୍ଥଗିତ କରିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜାମିଆ ମିଲିଆ…

ଅଦିନିଆ ବର୍ଷା ସହ ୯ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା…

ଜୋରଜବରଦସ୍ତି ହଷ୍ଟେଲରେ ପଶିବା ପଡ଼ିଲା ମହଙ୍ଗା; ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ଦରଭଙ୍ଗା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା । ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବା ସତ୍ତ୍ବେ ରାହୁଲ ଗାନ୍ଧୀ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହ‌ଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ…

୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା ଗିରଫ; ୩ ଲକ୍ଷ ଟଙ୍କା, ସୁନା ଜବତ

ଆଠଗଡ : ସିନିୟର ସିଟିଜେନଙ୍କୁ ଲୁଟୁଥିଲେ ଲୁଟେରା । ସେହି ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁକଲା ଆଠଗଡ ପୋଲିସ। କଟକ ଆଠଗଡ ପୋଲିସଙ୍କ ହାତରେ ଧରା ପଡିଲେ ୨ଆନ୍ତଃଜିଲ୍ଲା ଏଟିଏମ ଲୁଟେରା । ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା, ୯ ଭରି ସୁନା ଓ ୨୬ ATM କାର୍ଡ ଜବତ ହୋଇଛି । ଏନେଇ ସାମ୍ବାଦିକ…