Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପି ସରକାରକୁ ବର୍ଷେ…କରିଛନ୍ତି କେତେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ତଳେ ଜୁନ୍ ୧୨ତାରିଖରେ ଓଡିଶା ଦେଖିଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ଜନତା ମଇଦାନରେ ଭବ୍ୟ ସମାରୋହରେ ଶପଥ ନେଇଥିଲେ ମୋହନ ମାଝୀ । ୟା ଭିତରେ ବର୍ଷେ ବିତିଛି । ତେବେ ବର୍ଷକରେ କେତେ କରିଛନ୍ତି, ସେନେଇ ଖୋଦ୍ ମୁଖ୍ୟମନ୍ତ୍ରୀ…

ଟ୍ରମ୍ପ-ମସ୍କ ପ୍ୟାଚଅପ୍…ପଛର ଅସଲ କାରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ବିବାଦର ସମାଧାନ ନେଇ ସଂକେତ ମିଳିଛି। ଟ୍ରମ୍ପଙ୍କୁ ନେଇ ଦେଇଥିବା ବୟାନ ନେଇ ସାର୍ବଜନୀନ ଭାବେ ଅନୁତାପ ପ୍ରକାଶ କରିଛନ୍ତି ମସ୍କ । ଏହାପରେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । ମସ୍କଙ୍କ…

ବିମାନର ଇନ୍ଧନ ଟାଙ୍କି କେଉଁଠି ଥାଏ, ଦୁର୍ଘଟଣା ପରେ କିପରି ଲାଗେ ନିଆଁ? ଜାଣନ୍ତୁ…

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାଟି ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି। କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବାର ତୁରନ୍ତ ଅଳ୍ପ ସମୟରେ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ପରେ ଲୋକମାନେ ଆକାଶରେ ଧୂଆଁ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅହମଦାବାଦ: ଗୁଜୁରାଟ ରାଜଧାନୀ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୋଟ ୨୪୨ ଜଣ ଯାତ୍ରୀ ବିମାନରେ ଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ…

ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ, ଜୁଲାଇ ୧ରୁ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ

ଭୁବନେଶ୍ୱର : ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା…

ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଏୟାର ଇଣ୍ଡିଆର B787 ଥିଲା । ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ କ୍ରୁ ଥିଲେ । ଏବେ…

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଭଦ୍ରକ: ବନ୍ଧୁକ ମୁନରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ବଜାର ସ୍ଥିତ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍‌ରେ ଲୁଟ୍‌ ହୋଇଥିବା ସୂଚନା ରହିଛି । ଆଜି ବ୍ୟାଙ୍କ କାମ ଚାଲିଥିବା ବେଳେ, ହଠାତ୍ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ ।…

କେନ୍ଦୁଝରର ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍; ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ନେଇଗଲେ

କେନ୍ଦୁଝର: କେନ୍ଦୁଝରର ଯୋଡାରେ ଗୁରୁବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ ଡକାୟତ ଦଳ ୧୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ…

ରଜ ପାଇଁ ସୋମବାର ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ଵର: ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଆସନ୍ତା ସୋମବାର ୧୬ ତାରିଖ ନନ୍ଦନକାନନ ଖୋଲା ରହିବ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ ସଂକ୍ରାନ୍ତି। ରଜ ୩ ଦିନ…

ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ, ଶିଶୁ ଲାଳନ ପାଳନ କେନ୍ଦ୍ରକୁ କରାଗଲା ସ୍ଥାନାନ୍ତରିତ

ଭୁବନେଶ୍ୱର: ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ। ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା। ହେଲେ ହଠାତ ଦୁଇ ଶାବକଙ୍କ…