Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ…

ଚାଲିଛି ଅପରେସନ ସିନ୍ଦୂର: ୫୦ ଘଣ୍ଟାରେ ୬ ଜେସ୍ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ, ଭାରତ ଆତଙ୍କବାଦ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରିଛି । ଖୋଜି ଖୋଜି ମାଟିରୁ ମିଶାଉଛି ଆତଙ୍କୀ ଆଡ୍ଡା । ଆଉ ହଜାଉଛି ଆତଙ୍କୀଙ୍କ ଠିକଣା । ଯେଉଁ ଅପରେସନରେ ଗତ ୫୦ ଘଣ୍ଟା ମଧ୍ୟରେ, ଭାରତ ରଚିତ ଘୃଣ୍ୟ ଷଡ଼ଯନ୍ତ୍ର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନ୍‌; ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଉପରେ ଆଲୋଚନା

ଭୁବନେଶ୍ୱର: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା…

ଅନ୍ୟ ଦେଶରେ ନିଜର ପରମାଣୁ ବୋମା ଲୁଚାଇ ରଖିଛି କି ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଭାରତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଛି। ଏହି ଆକ୍ରମଣ ପରେ, ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଥିଲା। କିନ୍ତୁ ଏବେ ଯୁଦ୍ଧରେ…

ଭାରତ ବିରୋଧରେ ପାକିସ୍ତାନର ମିଛ

ନୂଆଦିଲ୍ଲୀ: ଭାରତ ସହ ମୁହାଁମୁହିଁ ହେଲା ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ତେବେ ଯୁଦ୍ଧ କେବଳ ହତିଆରରେ ନୁହେଁ ଦୁଇ ଆଡେ ଚାଲିଥିଲା । ଗୋଟେପଟେ ସେନା ପାକିସ୍ତାନର ଆକ୍ରମଣ ଉଦ୍ୟମର ମୁହଁତୋଡ୍ ଜବାବ ଦେଉଥିଲା ତ ଅନ୍ୟପଟେ ଚାଲିଥିଲା ଇନଫର୍ମେସନ୍ ଓ୍ବାରଫେୟାର…

ଅପରେସନ୍ ସିନ୍ଦୂର…ନିର୍ବାଚନ ଉପରେ ପଡିବ କି ପ୍ରଭାବ?

ନୂଆଦିଲ୍ଲୀ: ୪ଦିନ ଧରି ଭାରତ-ପାକିସ୍ତାନ ମୁହାଁମୁହିଁ । ଭାରତୀୟ ସେନାର ଶୌର୍ଯ୍ୟ ଆଗରେ ଆଣ୍ଠେଇଲା ପାକିସ୍ତାନ । ଶେଷରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଛନ୍ତି । ତେବେ ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ବେଳେ ଭାରତର ଆକ୍ସନର ପ୍ରଭାବ ଦେଶର ରାଜନୀତି ଉପରେ ପଡିପାରେ । ଆଉ ମାସ…

ଭାରତରେ ଆଉ ପ୍ରସ୍ତୁତ ହେବନି ଆଇଫୋନ୍! ଆପଲ୍ ସିଇଓ ଟିମକୁ ଏପରି କହିଲେ ଟ୍ରମ୍ପ..

ନୂଆଦିଲ୍ଲୀ: ପାରସ୍ପରିକ ଶୁଳ୍କ ଲାଗୁ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଖବରର ଶିରୋନାମାରେ ରହିଛନ୍ତି । ଏଥର ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ କହିଛନ୍ତି ଯେ, ମୁଁ ଚାହୁଁନାହିଁ ଯେ ଆପଲ ଭାରତରେ ଆଇଫୋନ ଉତ୍ପାଦନ ପାଇଁ ଏକ ଫ୍ୟାକ୍ଟ୍ରି ସ୍ଥାପନ କରୁ ।…

କାଳବୈଶାଖୀ ବର୍ଷା ନେଇ ରାଜ୍ୟର ୧୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ…

ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥ ଯାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୋର: ବିଷାକ୍ତ ଖାଦ୍ୟଖାଇ ୨୦ରୁ ଅଧିକ ଯାତ୍ରୀ ଅସୁସ୍ଥ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ । ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇିଛି । ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ…

ବିଡ଼ିଓମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: କହିଲେ-ମୋ ସରଳତା ମୋ ଦୁର୍ବଳତା ନୁହେଁ, ମୁଁ ବି ନେଇପାରେ ହାର୍ଡ…

ଭୁବନେଶ୍ୱର: ବିଡ଼ିଓମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ମୋ ଛୋଟିଆ ବ୍ରେନ୍‌ରେ ସବୁ ସେଭ୍‌ ଅଛି। ସେକାଳ ପଖାଳ ଆଉ ନାହିଁ। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନ୍‌ରେ ସେଟଅପ୍‌ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ,…