Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୂମିକମ୍ପରେ ଥରିଲା ପାକିସ୍ତାନ; ତୀବ୍ରତା ୪.୬

କରାଚୀ: ପାକିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥର ତୀବ୍ରତା ୪.୬ ମାପ କରାଯାଇଥିଲା। ଯାହା ଫଳରେ ସୋମବାର ପଶ୍ଚିମ ପାକିସ୍ତାନରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଜଷ୍ଟିସ୍‌ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଶ୍ରୀପଦ ।…

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର: ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି ମୋହନ ଭାଗବତ । ଏନେଇ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର…

‘ଆତଙ୍କବାଦ ବିରୋଧରେ ଲଢୁଥିଲେ ପାକ୍ ସେନା’, କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦ ବିରୋଧୀ ଅଭିଯାନରେ ନିୟୋଜିତ... ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ ।  ଭାରତ ପାକିସ୍ତାନ ମଧ୍ୟରେ ଏବେ ସ୍ଥିତି ଶାନ୍ତି ପ୍ରିୟ ରହିଥିବା ବେଳେ ଏବେ କିଛି ଏପରି ଦାବି କରିଛନ୍ତି ପାକିସ୍ତାନର ଇଣ୍ଟର-ସର୍ଭିସେସ୍…

ଭାରତ-ପାକିସ୍ତାନ ଆଲୋଚନା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ସରିନି ଅପରେସନ ଭାରତ । ହେଲେ ଭାରତ ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧରେ ଏକପ୍ରକାର ଯବନିକା ପଡିଛି । ଶନିବାର ଅସ୍ତ୍ରବିରତି ଲାଗୁ ହେବା ପରେ, ଏବେ ଶାନ୍ତି ରହିଛି ପରିସ୍ଥିତି । ହେଲେ ପାକିସ୍ତାନ ଉପରେ ଆଉ ଭରସା ନାହିଁ । ଅସ୍ତ୍ରବିରତି ଲାଗିବାର କେଇ ଘଣ୍ଟା ଭିତରେ ପାକିସ୍ତାନ  …

ଶିବ ତାଣ୍ଡବରେ କମ୍ପିଲା ଭାରତୀୟ ସେନାର ମଞ୍ଚ: ଜାଣନ୍ତୁ ଏହି ପ୍ରତିଧ୍ୱନର ମହତ୍ୱ

ନୂଆଦିଲ୍ଲୀ: ପହଲଗାମରେ ନିରସ୍ତ୍ର ପର୍ଯ୍ୟଟକଙ୍କ ହତ୍ୟା ପରେ, ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରତ୍ୟେକ ମୋଡ଼ରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଦୁଃସାହସିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିଲା ଏବଂ ୩୫-୪୦ ଜଣ…

ଟେଷ୍ଟକୁ ଅଲବିଦା କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଧିବଦ୍ଧ ଭାବେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ମେ ୭ରେ…

୨୪ ଘଣ୍ଟା ଦେଶକୁ ଜଗିଛି ଇସ୍ରୋର ୧୦ ସାଟେଲାଇଟ

ନୂଆଦିଲ୍ଲୀ: ୨୪ ଘଣ୍ଟା ଦେଶ ଉପରେ ନଜର ରଖିଛି ୧୦ ସାଟେଲାଇଟ । ଭାରତ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଏବେ ଅଗ୍ରଗତି କରୁଥିବା ବେଳେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଦେଶର ଉପଗ୍ରହ-ଚାଳିତ ସୁରକ୍ଷା ଏବଂ ବିକାଶ ରଣନୀତିକୁ ନେଇ ଏକ ଖୁସି ଖବର ଦେଇଛନ୍ତି । ସଦ୍ୟତମ ଭାରତ ପାକିସ୍ତାନ ଉତ୍ତେଜନା…

ଟ୍ରକକୁ ଧକ୍କା ଦେଲା ଟ୍ରଲର; ୧୩ ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ

ରାୟପୁର: ଛତିଶଗଡ଼ର ରାୟପୁର-ବାଲୋଦାବଜାର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରେଲର ସହିତ ଟ୍ରକର ଧକ୍କା ହେବା ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଏମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଥିବା ସୂଚନା ରହିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୧୨ରୁ…

ଶିମିଳିପାଳ ସୁରକ୍ଷାରେ ବୃଦ୍ଧି; ନିୟୋଜିତ ହେଲେ ୨ସ୍ନିଫର୍‌ ଡଗ୍‌, ନାନ୍ତା ଓ ଅନ୍ନିକା

ମୟୂରଭଞ୍ଜ: ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି…