Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିନକୁ ଏତିକି କପ୍ ଚା’ ପିଅନ୍ତି ବିଶ୍ୱବାସୀ, ଆକଳନ ଶୁଣିଲେ ଉଡିଯିବ ହୋସ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକାଂଶ ଲୋକ ଚା' ପିଇବାକୁ ପସନ୍ଦ କରନ୍ତି। ଅନେକ ଲୋକ ଚା' ସହିତ ଦିନ ଆରମ୍ଭ କରନ୍ତି। ଆଜିକାଲି ସମସ୍ତେ ଚା' ପ୍ରେମୀ ହୋଇଗଲେଣି। କିଛି ଲୋକ ଦିନସାରା ୩-୪ ଥର କିମ୍ବା ତା’ଠାରୁ ଅଧିକ ଥର ମଧ୍ୟ ଚା ପିଅନ୍ତି, ଯାହାର ଅର୍ଥ ହେଉଛି ସେମାନେ ଚା ପ୍ରତି…

ଚେତାବନୀ ଦେଲା ନାସା; ଆଗାମୀ ଦିନରେ ଦେଖାଦେବ ଏହି ସବୁ ଅସୁବିଧା…

ନୂଆଦିଲ୍ଲୀ: ଆଗାମୀ ଦିନରେ ସୌର ଗତିବିଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ନାସା ଚେତାବନୀ ଦେଇଛି । ଏହି ସୌର ଝଡ଼ ଦ୍ବାରା ପୃଥିବୀରେ ସଂଚାର, ନାଭିଗେସନ୍ ସିଷ୍ଟମ ଏବଂ ଏପରିକି ପାୱାର ଗ୍ରୀଡକୁ ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ନାସାର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଦ୍ୱାରା କଏଦ…

ମୁର୍ଶିଦାବାଦ ହିଂସା;’ବାହରୁ ଲୋକ ଅରାଜକତା ପ୍ରସାର କରିବା ପାଇଁ ଆସିଥିଲେ’

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ଶିଦାବାଦ ହିଂସା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବାହାରୁ ଲୋକମାନେ ମୁର୍ଶିଦାବାଦକୁ ଅରାଜକତା ପ୍ରସାର କରିବା ପାଇଁ ଆସିଥିଲେ । ଏହି ଘଟଣାର ବିସ୍ତୃତ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେ…

ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍…ରେଞ୍ଜରେ ପୂରା ଦୁନିଆ

ନୂଆଦିଲ୍ଲୀ: ଆମେରିକା ଏୟାରସ୍ପେସ୍ ହେବ ଅଭେଦ୍ୟ । ପ୍ରସ୍ତୁତ ହେବାକୁ ଯାଉଛି ଗୋଲଡେନ୍ ଡୋମ୍ । ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ କରିବ ନଷ୍ଟ । ରେଞ୍ଜରେ ପୂରା ଦୁନିଆ । ଆମେରିକା ତିଆରି କରିବ ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା, ଗୋଲଡେନ୍…

ପାକିସ୍ତାନରେ ପୁଣି କ୍ଷମତା ପରିବର୍ତ୍ତନ !

ନୂଆଦିଲ୍ଲୀ: ଭାରତଠୁ ମାତ୍ ଖାଇବା ପରେ ପାକିସ୍ତାନରେ ସ୍ଥିତି ଆଉଟ୍ ଅଫ କଣ୍ଟ୍ରୋଲ । ଅପରେସନ୍ ସିନ୍ଦୂରର ୪ଦିନରେ ହିଁ ପାକିସ୍ତାନ ଭାରତ ଆଗରେ ଆଣ୍ଠେଇଥିଲା । ଭାରତଠାରୁ ହାରିବା ପରେ ପାକିସ୍ତାନର ସେନାମୁଖ୍ୟ ଅସିମ ମୁନିରଙ୍କୁ ଫିଲଡ ମାର୍ସଲ ପଦକୁ ପ୍ରମୋସନ ମିଳିବା ଭିନ୍ନ ଦିଗକୁ ସଂକେତ…

ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ମୃତ, ୩୮ ଆହତ

କରାଚୀ: ପାକିସ୍ତାନର ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ସ୍କୁଲ ବସ୍‌କୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ବସ୍‌ରେ ଥିବା ଚାରି ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ…

‘ଓ୍ବାକଫ୍ ସମ୍ପତ୍ତିକୁ ପୁନରୁଦ୍ଧାର କରିପାରିବେ ସରକାର’: ସୁପ୍ରିକୋର୍ଟରେ କେନ୍ଦ୍ରର ଦଲିଲ୍…

ନୂଆଦିଲ୍ଲୀ: ଆଜି ପୁଣି ଲଗାତାର ଦ୍ୱିତୀୟ ଦିନ ପାଇଁ, ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ନିଜ ପକ୍ଷର ଦଲିଲ୍ ଉପସ୍ଥାପନା କରିଥିଲା । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି…

ଦୂରହେଲା ଦ୍ୱନ୍ଦ୍ୱ; ଏକକାଳୀନ ନିରବଚ୍ଛିନ୍ନ ଭାବେ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇହେବ ମାତୃତ୍ୱ ଛୁଟି

ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ…

ଏଲଓସିରୁ ନିଖୋଜ ଅଛନ୍ତି ଆଉ ଜଣେ ମହିଳା, ଜ୍ୟୋତିଙ୍କ ଭଳି ପାକ୍ ପାଇଁ କରୁଥିଲେ କି କାମ?

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ଅଭିଯୋଗରେ ୟୁଟୁବର ଜ୍ୟୋତି ମାଲହୋତ୍ରା ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଦେଶ ସହିତ ବିଶ୍ୱାସଘାତକତା କରିଥିବା ଜ୍ୟୋତି ମାଲହୋତ୍ରା କିଛି ଟଙ୍କା ପାଇଁ ନିଜର ସଚ୍ଚୋଟତାକୁ ବିକ୍ରି କରିଦେଲେ। ଜ୍ୟୋତିଙ୍କ…

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା; ଜୁନରୁ ମିଳିବ ୩୫୦୦ ଟଙ୍କା

ଭୁବନେଶ୍ବର: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢିଲା । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର । ଏନେଇ ସମସ୍ତ ଡିଏସଏସଓଏସଙ୍କୁ ରାଜ୍ୟ ସରକାର…