Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତୁର୍କୀ

ନୂଆଦିଲ୍ଲୀ:ବୁଧବାର ଦିନ ହଠାତ୍ ଥରି ଉଠିଲା ତୁର୍କୀ । ଅପରାହ୍ନ ୩:୧୯ ରେ ଘଟିଥିବା ଏହି ଶକ୍ତିଶାଳୀ ଭୂମିକମ୍ପ କେବଳ ତୁର୍କୀରେ ନୁହେଁ ବରଂ ବୁଲଗେରିଆ, ଗ୍ରୀସ୍ ଏବଂ ରୋମାନିଆ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଲୋକଙ୍କୁ ଭୟଭୀତ କରିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା,…

ହିନ୍ଦୁମାନେ କାହିଁକି ମନ୍ଦିର ପରିକ୍ରମା କରନ୍ତି? ଜାଣନ୍ତୁ କେଉଁ ଦିଗରୁ ଆରମ୍ଭ କରିବା ଉଚିତ

ନୂଆଦିଲ୍ଲୀ: ଆପଣ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଆପଣ ଘଣ୍ଟି ବଜାଇ ପ୍ରଭୁଙ୍କୁ ସମ୍ମାନ ଜଣାଇଥାନ୍ତି। ଏହା ପରେ, ପ୍ରଭୁଙ୍କ ନିକଟରେ ପ୍ରଣାମ କରିବା ପରେ, ତାଙ୍କୁ ଉପାସନା କରିଥାନ୍ତି। ଏହା ପରେ ଆମେ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି। ସନାତନ ଧର୍ମର ଏକ…

ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ, କାହାରିକୁ ଛଡ଼ା ଯିବନି: ରାଜନାଥ ସିଂ

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା। ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର…

ଜୁଆ ଆଡ୍ଡା ଉପରେ ଚଢାଉ, ୨୩ ଯୁଆଡି ଗିରଫ

ନୂଆପଡ଼ା: କୋମନା ଥାନା ଅଞ୍ଚଳରେ ପୁଣି ଜୁଆ ଆଡ୍ଡା ଉପରେ ଚଢାଉ। ୨୩ ଜଣ ଯୁଆଡ଼ିଙ୍କ ସହ ବ୍ୟାପକ ଟଙ୍କା ଦୁଇ ଚକିଆ ଗାଡ଼ି, ଚାରି ଚକିଆ ଗାଡ଼ି ସହ ମୋବାଇଲ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଏକ…

ଟିପିଏସଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର: ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସମ୍ଭାବ୍ୟ ବିଦ୍ୟୁତ ବିପଦରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ବ୍ୟାପକ ଗ୍ରୀଷ୍ମ କାଳୀନ ସୁରକ୍ଷା…

ଚାଲିଥିଲା ବେଆଇନ ଚିଡ଼ିଆଖାନା: ବନ୍ୟପ୍ରାଣୀ ବିଶେଷଜ୍ଞ ଲେଖିଲେ ଚିଠି, ହେଲା ଦୃଢ କାର୍ଯ୍ୟାନୁଷ୍ଠାନ

ଅନୁଗୁଳୁ: ଛେଣ୍ଡିପଦା ଅନ୍ତର୍ଗତ ପାତ୍ରପଡ଼ାରେ ଚାଲିଥିଲା ବେଆଇନ ଚିଡ଼ିଆଖାନା। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖିବା ପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବନ ରେଞ୍ଜ ଅଧିକାରୀ ବର୍ତ୍ତମାନ…

ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?

ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ପହଲଗାମ ଆତଙ୍କବାଦୀ ହମଲା । ୨୮ଜଣଙ୍କ ଜୀବନ ନେଇଛନ୍ତି ନୃଶଂସ ଆତଙ୍କୀ । କାଶ୍ମୀର ରାଜନୀତି ସହ ଆଦୌ ସଂପର୍କ ନଥିବା ଲୋକଙ୍କୁ ଏଥର ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ଲୋକଙ୍କୁ…

ଆହୁରି ବଢିବ ତାତି; ୨୬ ଯାଏଁ କଲବଲ ହେବେ ଲୋକେ

ଭୁବନେଶ୍ୱର: ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଗରମ ଏବଂ ଉଷ୍ମ ରାତି ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି। ଝାରସୁଗୁଡ଼ା ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ…

କାହିଁକି ପହଲଗାମକୁ ବାଛିଲେ ଆତଙ୍କୀ?

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ହମଲାରେ ୨୮ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାରର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଆତଙ୍କୀ ହମଲା ପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିବା ଜଣାପଡ଼ିଛି । ମୃତାହତ ସଂଖ୍ୟା ବଢାଇବା ସହ ଜାମ୍ମୁ କାଶ୍ମୀରରେ ଭୟର…

ପୂର୍ତ୍ତ ବିଭାଗର “ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ'ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପ ଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ…