Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓପିଏସସି ଓ ଓଏସଏସସିରେ ନୂଆ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇଏଏସ୍ ଅଧିକାରୀ ଉଦୟ ନାରାୟଣ ଦାସ ଏବଂ ପୁରୀର ଏସ୍ ସିଏସ୍ (ସ୍ୱୟଂଚାଳିତ) କଲେଜର ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଉଦୟ ନାରାୟଣ ବର୍ତ୍ତମାନ ଜନଗଣନା ଅପରେସନ…

ତୁର୍କୀ ସେଓ ବର୍ଜନ କଲେ ବ୍ୟବସାୟୀ; ଗ୍ରାହକ କହିଲେ ଆମେ କାହିଁକି…

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଛି ତୁର୍କୀ । ଆତଙ୍କବାଦୀ ପାକିସ୍ତାନ ସହିତ ଠିଆ ହୋଇ ନିଜର ପ୍ରକୃତ ଚେହେରା ଦେଖାଇଛି ତୁର୍କୀ। ଭାରତକୁ ଆକ୍ରମଣ କରିବାକୁ ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ତୁର୍କୀର ବୋଲି ସୂଚନା ରହିଛି । ଏହାପରେ ସାରା ଦେଶରେ ବୟକଟ ତୁର୍କୀ…

ପୋଲିସକୁ ବଡ଼ ସଫଳତା; ୨୦ଅପରାଧୀ ଗିରଫ,୮ ବନ୍ଧୁକ ଜବତ

ଗଞ୍ଜାମ:ଆଜି ଗଞ୍ଜାମ ପୋଲିସ ପୋଲସରା,ଆସିକା, କୋଟିନଡା ଓ ହିଞ୍ଜିଳି ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୮ ବନ୍ଧୁକ ଓ ୩୧ଟି ଗୁଳି, ୧୨ଟି ଖୋଖା ଜବତ ଜବତ ହୋଇଛି। ଜିଲ୍ଲାରେ ଅପରାଧୀଙ୍କୁ ଦମନ ଓ ବନ୍ଧକ ମୁକ୍ତ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ କୁମାର…

ଯାଜପୁରରେ ବୋମା ବିସ୍ଫୋରଣ; ୨ମୃତ, ଜଣେ ଗୁରୁତର

ଯାଜପୁର: ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ସୂଚନାନୁସାର , ମଙ୍ଗଳବାର ଅପରାହ୍ନରେ…

ବନୀକରଣ ନାଁରେ ସରକାରୀ ପାଣ୍ଠି ଆତ୍ମସାତ; ୪ ବନ ଅଧିକାରୀ ଗିରଫ

ଭୁବନେଶ୍ୱର: ୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି । କଳାହାଣ୍ଡି ଜୟପାଟଣା ରେଞ୍ଜରେ ର୍ଦୁନୀତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନୀକରଣ ଦୁର୍ନୀତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ ହୋଇଛନ୍ତି। ପ୍ରାୟ ୮୦ ଲକ୍ଷ ଟଙ୍କା ସରକାରୀ…

ଖୋଲିଲା ଶ୍ରୀନଗର ଏୟାରପୋର୍ଟ; ହଜ ପାଇଁ ସ୍ପାଇସଜେଟ୍ ପକ୍ଷରୁ ସୁବିଧା

ଶ୍ରୀନଗର: ହଜ ପାଇଁ ସ୍ପାଇସଜେଟ୍ ପକ୍ଷରୁ ଯାତ୍ରୀଙ୍କୁ ମିଳିବ ସୁବିଧା। ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ମେ ୧୪ରୁ ଶ୍ରୀନଗରରୁ ମଦିନାକୁ ଦୁଇଟି ସେବା ସହିତ ବିମାନ ଚଳାଚଳ ପୁନଃ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୩୨ଟି ବିମାନବନ୍ଦର ବନ୍ଦ ରହିଥିଲା।…

ଆଦମପୁରରୁ ମୋଦିଙ୍କ ରଣହୁଙ୍କାର: ‘ଶତ୍ରୁଙ୍କ ଦୁଃସାହସକୁ ମୁହଁତୋଡ ଜବାବ’

ଚଣ୍ଡିଗଡ: ଭାରତ ପାକିସ୍ତାନ ବିବାଦ ଭିତରେ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିବାକୁ ଆଜି ହଠାତ୍ ପଞ୍ଜାବର ଆଦମପୁର ସ୍ଥିୀ ଏୟାରବେସରେ ପହଞ୍ଜିଥିଲେ ମୋଦି । ସେଠି ସେନାଙ୍କୁ ଭେଟି ତାଙ୍କ ମନୋବଳ ବଢାଇବା ସହ ଶତ୍ରୁ ଦେଶକୁ କଡା ସନ୍ଦେଶ ପଠାଇଛନ୍ତି ମୋଦି । ସେନାଙ୍କୁ ସମ୍ବୋଧିତ କରି…

ମୋଦିଙ୍କ ପଛରେ ଏସ୍-୪୦୦, ମିଗ୍ ୨୯: କେବଳ ଗୋଟିଏ ଫଟୋରେ ବାହାରିଗଲା ପାକିସ୍ତାନର ଫୁଟାଣି

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ଭିତରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆଦମପୁର ଏୟାରବେସ୍ ପରିଦର୍ଶନ କରିଛନ୍ତି । ପାକିସ୍ତାନ ଲଗାତାର ସାରା ବିଶ୍ୱରେ ମିଛ ପ୍ରଚାର କରୁଥିବା ବେଳେ ଏୟାରପବେସ୍ ଭିତରେ ମୋଦିଙ୍କ ଗୋଟିଏ ଫଟୋ ଏବେ ପାକିସ୍ତାନର ସବୁ ଫୁଟାଣି ବାହାର କରିଦେଇଛି । ଯେଉଁଥିରେ…

ମୟୂରଭଞ୍ଜରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ ଯୁକ୍ତ ୨…

ମେ ୧୮ରେ ଲଞ୍ଚ ହେବ ISROର ଏହି ସ୍ୱତନ୍ତ୍ର ଉପଗ୍ରହ; ବଢିବ ସୀମା ନିରୀକ୍ଷଣ କ୍ଷମତା

ନୂଆଦିଲ୍ଲୀ: ଆକାଶରୁ ଭାରତର ନିରୀକ୍ଷଣ ଶକ୍ତି ଆହୁରି ବଢିବ । ISRO ମେ ୧୮ ତାରିଖରେ EOS-09 ସାଟେଲାଇଟ୍ ଉତକ୍ଷେପଣ କରିବ। ଏହି ସାଟେଲାଇଟ୍ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶର କ୍ଷମତା ବୃଦ୍ଧି କରିବ, ବିପର୍ଯ୍ୟୟ ପରିଚାଳନା ମଧ୍ୟ ସାହାଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା…