Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ୨୦୨୫। ୩୩ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି। ଅନୁଗୁଳ ଜିଲ୍ଲା ପାଇଁ ବିଜେଡି ସଭାପତି ହେଲେ ବ୍ରଜ ପ୍ରଧାନ। ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ପାଇଁ…

ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ନେଭାର କାର୍ଯ୍ୟକାରିତା ନେଇ ଆଲୋଚନା କଲେ

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥି ସହିତ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଓ ଉପବାଚସ୍ପତି ମୋହନ ସିଂ ବିଷ୍ଟ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ରାଜ୍ୟ ବିଧାନସଭାରେ…

ଆସିଗଲା ଘୋଡା ପରି ୪ଗୋଡ ବିଶିଷ୍ଟ ବାଇକ୍ ! ଦେଖନ୍ତୁ Kawasakiର ଇନୋଭେସନ୍

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ କାୱାସାକି(Kawasaki)କୁ ଏକ ଦମଦାର ସ୍ପୋର୍ଟସ୍ ବାଇକ୍ ତିଆରି କରୁଥିବା କମ୍ପାନୀ ଭାବରେ ଜାଣିଥିବେ, କିନ୍ତୁ ଏଥର କମ୍ପାନୀ ଏପରି କିଛି କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜାପାନର ଓସାକା କାନସାଇ ଏକ୍ସପୋ ୨୦୨୫ରେ କାୱାସାକି ପରବର୍ତ୍ତୀ…

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ମିଳିଲା ଧମକ

ଅଯୋଧ୍ୟା: ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏହା ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଉତ୍ତର ପ୍ରଦେଶ ସରକାର ମନ୍ଦିରର ସୁରକ୍ଷା ପାଇଁ…

ଚଳିତ ବର୍ଷ ଭାରତରେ ହେବ ସ୍ବାଭାବିକ ଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ଏବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ସହିତ ସ୍ବାଭାବିକ ୮୭ ସେମି ତୁଳନାରେ ପ୍ରାୟ ୧୦୫ ପ୍ରତିଶତ ଅଧିକ ବର୍ଷା ସମ୍ଭବାନା ରହିଛି । ଏନେଇ…

‘ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ’

ଭୁବନେଶ୍ୱର: ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମା' କୋଳରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ବାଲେଶ୍ବରରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣଁ ମାଝୀ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି…

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣା; ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ…

ଏହି ୧୨ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା…

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡଘଡି ଏବଂ କୁଆପଥର ମାଡ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି ଟୁଇନସିଟି । ବର୍ତ୍ତମାନ…

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଡିଜିଟାଲ ଆରେଷ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ନୂଆଦିଲ୍ଲୀ: ଆଜିର ତାରିଖରେ ଦେଶର ସବୁଠାରୁ ବଡ଼ ଠକେଇ ପାଲଟିଛି ସାଇବର ଅପରୀଧି। ପ୍ରତିଦିନ ହଜାର ହଜାର ଲୋକ ଏହାର ଶିକାର ହେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡିଜିଟାଲ ଆରେଷ୍ଟ ଠକମାନେ ଏତେ ବୃତ୍ତିଗତ ଯେ ସେମାନଙ୍କର ଅଧିକାଂଶ ଶିକାର ଶିକ୍ଷିତ ଲୋକ। ଏବେ କେନ୍ଦ୍ରୀୟ ତଦନ୍ତ…

କମ୍ ବଜେଟରେ ଷ୍ଟାଇଲସ୍ ପେନ୍ ସପୋର୍ଟର ଫୋନ୍ ଲଞ୍ଚ କଲା ମୋଟୋରୋଲା; ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ମୋଟୋରୋଲା (Motorola) ଆଜି ଭାରତରେ ଏହାର ଷ୍ଟାଇଲସ୍ ସ୍ମାର୍ଟଫୋନ୍ Moto Edge 60 STYLUS ଲଞ୍ଚ କରିଛି। କମ୍ପାନୀ ମଧ୍ୟ ଏହି ନୂଆ ହ୍ୟାଣ୍ଡସେଟ୍‌ରେ ଏଆଇ ଫିଚର ଆଣିଛି । ଯେପରିକି Sketch to Image, AI styling ଓ ସ୍ମାର୍ଟ ସପିଂ ଲାଗି Glance AI ରହିଛି । 5000mAh…