Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୋହା ଡାଇମଣ୍ଡ ଲିଗରୁ ନୀରଜଙ୍କ ଚଳିତ ସିଜନ ଆରମ୍ଭ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଚାର ଖେଳାଳି ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ରୁ ଚଳିତ ସିଜିନ୍ ଆରମ୍ଭ କରିବେ। ଆଗାମୀ ମେ ୧୬ ତାରିଖରେ କାତାରର ରାଜଧାନୀରେ ଦୋହା ଡାଇମଣ୍ଡ ଲିଗ ଆରମ୍ଭ ହେବ । ଟୋକିଓ ଅଲମ୍ପିକରେ ଗୋଲ୍ଡ ଓ ପ୍ୟାରିସ ଅଲିମ୍ପିକରେ ସିଲଭର ପଦକ ବିଜେତା…

କାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା, ଭେଟି ଦେବେ ଆୟୁଷ୍ମାନ ଭାରତ ସେବା

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୧ରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା, ଓଡିଶାବାସୀଙ୍କ ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏଥିପାଇଁ କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନଡ୍ଡା । କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର…

ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି ବ୍ୟକ୍ତିଗତ ମାଲିକାନାକୁ ଯାଇପାରିବ ନାହିଁ: ହାଇକୋର୍ଟ

କଟକ: ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି କୌଣସି ବ୍ୟକ୍ତିଙ୍କ ନାମରେ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। ଯାଜପୁର ଜିଲ୍ଲାର ସନାତନ ନାୟକଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି…

୧୬ ବର୍ଷ ପରେ ଭାରତରେ ପାଦ ରଖିବ ତହବୁର….ବୁଲେଟପ୍ରୁଫ୍ ଯାନରେ ଯିବ ତିହାର ଜେଲ୍

ନୂଆଦିଲ୍ଲୀ: ଭାରତ ଆସୁଛି ସେ ଭୟାବହ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର । ତହବୁରର ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହବୁର ରାଣା ଆଉ କିଛି ଘଣ୍ଟା ମଧ୍ୟରେ ବିମାନବନ୍ଦରରେ ଲ୍ୟାଣ୍ଡିଙ୍ଗ୍…

ଏସଟିଏଫ ହାତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏସଟିଏଫ ହାତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ। ଜାଲ ନୋଟ ରାକେଟ ର ପର୍ଦ୍ଦା ଫାସ କରିଛି ଏସଟିଏଫ। ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି। ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଟିଟିଲାଗଡରୁ ଏହି ୨…

କ’ଣ ରହିଛି ଟ୍ରମ୍ପଙ୍କ ପ୍ଲାନ୍…କାହିଁକି ଚୀନକୁ ଛାଡି ଅନ୍ୟ ଦେଶରେ ଲାଗୁ କଲେ ୯୦ ଦିନର ଟାରିଫ୍ ବିରତି?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚୀନ ଉପରେ ୧୨୫ ପ୍ରତିଶତ ଟାରିଫ୍ ମାଡ କରିଚନ୍ତି । ଏଥିସହିତ ଚୀନ୍ ବ୍ୟତୀତ ସମସ୍ତ ଦେଶ ଉପରେ ତାଙ୍କର ବ୍ୟାପକ ଶୁଳ୍କ ନେଇ ୯୦ ଦିନର ବିରତି ଘୋଷଣା କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଯେସାକୁ ତେସା ନିତି…

ନବୀନଙ୍କୁ କଡା ଜବାବ ଦେଲେ ପ୍ରଭାତ: କହିଲେ, ‘ମହା ମିଛ, ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଟାର୍ଗେଟ’

ଭୁବନେଶ୍ବର: ଥମୁନି ବିଜେଡି ଭିତିରି ଆରୋପପ୍ରତ୍ୟାରୋପ । ଓ୍ବାକଫ୍ ବିଲ୍ ନେଇ ବିଜେଡି ଏବେ ଉଠୁଛି ପଡୁଛି । ଏହାରି ଭିତରେ ମୁହାଁମୁହିଁ ହୋଇଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଏବଂ ସଭାପତି ନବୀନ ପଟ୍ଟନାୟକ । ପ୍ରଭାତ ବିଜେଡିର ନାହାନ୍ତି ବୋଲି ସଭାପତି କହିଦେବା ପରେ, ଆଜି…

‘ଦେଶକୁ ବିକିଦେଇ ଚାଲିଯିବେ ମୋଦି’

ନୂଆଦିଲ୍ଲୀ: ‘ଦେଶକୁ ବିକିଦେଇ ଚାଲିଯିବେ ମୋଦି । ଖଣି ଠାରୁ ଆରମ୍ଭ କରି ବିମାନବନ୍ଦର ସବୁ କିଛି ବିକ୍ରି କରି ଚାଲିଯିବେ ମୋଦି ।’ ଏମିତି କିଛି ସଙ୍ଗୀନ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ଉପରେ ବଡ…

କମ୍ ବଜେଟରେ ୨ଟି ଦମଦାର ଫୋନ ଲଞ୍ଚ କଲା ରିଅଲମି, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଦମଦାର ବ୍ୟାଟେରୀ ସହିତ ଯଦି ଆପଣ ଏକ ଶସ୍ତା 5G ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ realme ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଆଣିଛି। କମ୍ପାନୀ ଭାରତରେ ଏହାର 'Narzo' ସିରିଜକୁ ବିସ୍ତାର କରିଛି, ଯେଉଁଥିରେ ମଧ୍ୟମ ବଜେଟରେ Narzo 80 Pro 5G ଏବଂ କମ ବଜେଟରେ Realme Narzo…

ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ଲଘୁଚାପ ପ୍ରଭାବରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆହୁରି ଦୁଇ ଦିନ କାଳବୈଶାଖୀ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି…