Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି; ୨୫୦ ଟନ୍‌ରୁ ଅଧିକ କୋଇଲା ଜବତ

ସୁନ୍ଦରଗଡ:ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଚଢ଼ାଉ । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା ମାଫିଆ। ଏବେ ସୁଦ୍ଧା ୨୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ ଚୋରି କୋଇଲାକୁ…

ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ

ଟଲରାନ୍ସ। ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ନିଶା ମାଫିଆଙ୍କ ଉପରେ ସ୍ପେସାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ ହୋଇଛି। ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ ହୋଇଛି। ସ୍ପେସାଲ…

ଓଏସଆରଟିସି ମୁଖ୍ୟ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି। ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି ଆଟାଚ୍ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ…

ଜୁନ୍ ମାସରେ ହେବ ଭଲ ବର୍ଷା: ପାଣିପାଗ ବିଶେଷଜ୍ଞ

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ସଠିକ୍‌ ସମୟରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ମୌସୁମୀ ଜୁନ୍‌ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ପ୍ରାୟତଃ ମୌସୁମୀ ଜୁନ୍‌ ମାସରେ ଓଡ଼ିଶା ଛୁଉଁଥିଲେ ମଧ୍ୟ ପ୍ରଥମ ମାସରେ…

ଆଇଏଏସ୍ ମନୋଜ ପରିଡା ନୂଆ ମୁଖ୍ୟ ସୂଚନା କମିଶନର୍, ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆଇଏଏସ୍ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡାଙ୍କୁ ମିଳିଛି ନୂଆ ଦାୟିତ୍ଵ । ସେହିପରି ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍…

୧୧ରୁ ବଣ୍ଟା ହେବ ଆୟୁଷ୍ମାନ କାର୍ଡ, ଜନସେବା କେନ୍ଦ୍ର ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ)ର ହେବ ଶୁଭାରମ୍ଭ । ଏହି ଦିନେ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ କରାଯିବ ଏବଂ ବଣ୍ଟା ହେବ ଆୟୁଷ୍ମାନ କାର୍ଡ। ଏହି ଅବସରରେ ଭୁବନେଶ୍ୱର…

ପୁଣି କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଦାମ୍

ଭୁବନେଶ୍ଵର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ…

ରେପୋ ରେଟ୍‌ କମାଇଲା ଆରବିଆଇ, ଶସ୍ତା ହେବ ଗୃହ ଋଣ ଇଏମଆଇ

ନୂଆଦିଲ୍ଲୀ: ଖସିଲା ରେପୋ ରେଟ୍ । ପାଞ୍ଚ ବର୍ଷ ପରେ ଲଗାତର ଦ୍ଵିତୀୟ ଥର ପାଇଁ ରେପୋ ରେଟ୍ ଖସିଛି । ରେପୋ ରେଟ୍‌ କମାଇଲା ଆରବିଆଇ । ରେପୋ ରେଟ୍‌ ୦.୨୫% କମାଇଲା ଆରବିଆଇ । ୦.୨୫% କମିବା ପରେ ରେପୋ ରେଟ୍‌ ୬% ରହିଲା । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଆରବିଆଇର ଏମପିସି ବୈଠକ ଶେଷ ହେବା…

ଦିଲ୍ଲୀରେ ମୋହନ-ଶାହ ଭେଟ, ଓଡିଶାରେ ଲାଗୁ ହୋଇପାରେ ୩ ନୂଆ ଅପରାଧ ଆଇନ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମୋହନ ଓ ଶାହଙ୍କ ଭେଟ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ରାଜ୍ୟରେ ୩ ନୂଆ ଅପରାଧ ଆଇନ ଲାଗୁ ନେଇ ଆଲୋଚନା କରିବେ। କୁହାଯାଉଛି ରାଜ୍ୟରେ ଏହି ୩ ଅପରାଧ ଆଇନ ଲାଗୁ ହୋଇପାରେ। ୩…

ରାଜଧାନୀରେ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ କମିଶନରେଟ ପୋଲିସର ବଡ଼ ପଦକ୍ଷେପ। ଏହି ପରିପେକ୍ଷୀରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଲେନ୍‌ ଡ୍ରାଇଭ୍‌। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌…