Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ଔଷଧ ଦୋକାନରେ ରୋଗୀ ଫୋଡ଼ି ପାରିବେନି ଇଞ୍ଜେକ୍ସନ, ଧରାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଔଷଧ ଦୋକାନରେ ଦେଇ ହେବନି ଇଞ୍ଜେକ୍ସନ। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ଔଷଧ ଦୋକାନରେ ରୋଗୀ…

ଆଉ ଦରକାର ହେବନି ଆଧାରକାର୍ଡ; କ୍ୟୁଆର କୋଡ୍ ସ୍କାନ ଦ୍ୱାରା ହେବ ସବୁ କାମ

ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ତଥ୍ୟ ଯାଞ୍ଚ ପାଇଁ ଆଉ ଦରକାର ହେବନି ଆଧାରକାର୍ଡ କି ତାର ଜେରକ୍ସ କପି। ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ…

ଆମେରିକାର ନୂଆ ଟାରିଫ୍ ଲାଗୁ: ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ବଢୁଛି ଟେନସନ

ନୂଆଦିଲ୍ଲୀ: ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟାରିଫ। ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ। ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ବଢୁଛି ଟେନସନ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ। ଆଜିଠୁ ଏହି ଶୁଳ୍କ ବିଧିବଦ୍ଧ ଭାବେ ଲାଗୁ ହେବ। ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ…

ଆଜିଠୁ ରାଜ୍ୟରେ କାଳବୈଶାଖୀ: ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତିନିଦିନ କାଳବୈଶାଖୀ । ଆଜି ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା…

ଶ୍ରୀ ଭାଗବତ ସାର ୨: ଗଙ୍ଗା ନଦୀ କୂଳେ ଶୁକଦେବଙ୍କ ଠାରୁ ଭାଗବତ ଶୁଣିଥିଲେ ସୂତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ପୁରାଣ ମାନଙ୍କ ମଧ୍ୟରେ ବ୍ୟାସଦେବଙ୍କ ସର୍ବଶେଷ କୃତି, କିନ୍ତୁ ପରମାତ୍ମାଙ୍କ ଜ୍ଞାନ ପ୍ରଦାନ କରୁଥିବା ପୁରାଣ ମାନଙ୍କ ଭିତରେ ପଞ୍ଚମ ଯାହା ବ୍ରହ୍ମ ପୁରାଣରେ ବର୍ଣିତ ହୋଇଛି । ବ୍ୟାସଦେବ ନିଜ ଶିଷ୍ୟ…

ଓଡିଶା ସରକାର ଓ ପୋଲିସଙ୍କୁ ଧନ୍ୟବାଦ ଜଣାଇଲେ ଷ୍ଟାର ଫ୍ଲେୟାର ମନପ୍ରୀତ ସିଂ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ ।  ତେବେ ଭାରତୀୟ ହକି ଦଳର ଷ୍ଟାର ମିଡଫିଲ୍ଡର ମନପ୍ରୀତ ସିଂ ପଞ୍ଜାବ ପୋଲିସ ଦଳ ପକ୍ଷରୁ…

ପୂର୍ବତନ ଅଲରାଉଣ୍ଡରଙ୍କ ରାଜନୈତିକ ମଇଦାନରେ ଡେବ୍ୟୁ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଦାର ଯାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେଙ୍କ ଉପସ୍ଥିତିରେ…

ଓଡିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର; ୩୭୬୯ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର:ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି…

ୟୁଆଇଡିଏଆଇ ପକ୍ଷରୁ ଓକାକକୁ ମିଳିଲା ସମ୍ମାନଜନକ ପୁରସ୍କାର

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବୈଷୟିକ ଶାଖା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ)କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଆଧାର ସମ୍ବାଦ ୨୦୨୫ କାର୍ଯ୍ୟକ୍ରମରେ ୨ଟି…

ଜମି ଜାଲିଆତି ଘଟଣା; ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ନିଲମ୍ବିତ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜୀକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସୂର୍ଯ୍ୟନାରାୟଣ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜୀକରଣ କରାଇଥିଲେ । ସେ ଗତ…