Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ…

କେଉଁଠି ଜାଳୁଛି, କେଉଁଠି ଢାଳୁଛି: ଆଜିଠୁ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ମିଶ୍ରିତ ପାଗ ଅନୁଭବ ହେଉଛି। କେଉଁଠି ନିଆଁ ବର୍ଷା ହେଉଥିବା ବେଳେ କେଉଁଠି ବର୍ଷା ଦେଇଛି ତାତିରୁ ଆଶ୍ୱସ୍ତି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ସପ୍ତାହେ ଯାଏଁ ତାତିରୁ ବର୍ଷା ଆଶ୍ୱସ୍ତି ଆଣିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୮ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି। ଏନେଇ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର।…

ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା

ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ତହବୁର ରାଣାକୁ ଭାରତ ଅଣାଯିବ। ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି। ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାହା ଫଳରେ ତହବୁରର ଭାରତ…

ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁ

ଝାରସୁଗୁଡା: ଟ୍ରେନ ଧକ୍କାରେ ଚାଲିଗଲା ମାଆର ଜୀବନ। ବଞ୍ଚିଗଲା ପୁଅ। କୁନି ପୁଅ ଆଖି ଆଗରେ ଚାଲିଗଲା ମାଆର ଜୀବନ। ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁପୁତ୍ର। ଝାରସୁଗୁଡା ବେଲପାହାଡ଼ ରେଳ ଫାଟକ ନିକଟରେ ଘଟିଛି ଏହି ଅଭାନୀୟ ଦୁର୍ଘଟଣା। ଉତ୍କଳ ଏକ୍ସପ୍ରେସ ଧକ୍କାରେ…

ଓଡ଼ିଶାରେ ଗରମ ସାଙ୍ଗକୁ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଗରମ ବଢୁଛି। ଝାରସୁଗୁଡ଼ାରେ ସୋମବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ହୋଇଛି। ସମ୍ବଲପୁରରେ ୩୯.୮, ରାଉରକେଲାରେ ୩୯ ଓ ହୀରାକୁଦରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ।…

ନବୀନ ନିବାସ ବାହାରେ ପାଣ୍ଡିଆନ ବିରୋଧୀ ନାରା, ମୁନ୍ନା ଖାନଙ୍କୁ ମାଫ୍? ଏକୁଟିଆ ପଡ଼ିଗଲେ ଦେବାଶିଷ!

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ବଢ଼ିଚାଲିଛି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଭି. କେ. ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଓ ବାହାରେ ଅସନ୍ତୋଷ ପ୍ରକାଶ ପାଉଛି। ନବୀନ ନିବାସ ବାହାରେ ‘ପାଣ୍ଡିଆନ ଫେରିଯାଅ’ ଓ ‘ବିଜେଡି ବଞ୍ଚାଅ’ ନାରା ଶୁଣାଯାଉଥିବା ବେଳେ ଦଳର ଚାରି ଜଣ…

ଜୟନାରାୟଣଙ୍କ ବିରୋଧରେ ମାମଲା: ପୋଲିସ ସଂଗଠନ ଦାବି କଲା ଗିରଫ

ସମ୍ବଲପୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ସମସ୍ୟା ବଢ଼ିଚାଲିଛି। ସମ୍ବଲପୁର ସହରରେ ଜଣେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସୋମବାର ଦିନ ପୋଲିସ ଅଧିକାରୀମାନଙ୍କ ଏକ…

ନବୀନଙ୍କ ଉପରେ ଚାପ: କାର୍ଯ୍ୟାନୁଷ୍ଠାନ ଦାବି କଲେଣି ନେତା

ଭୁବନେଶ୍ୱର: ବିଜେଡିରେ ଓ୍ଵାକଫ ସଂଶୋଧନ ବିଲ୍‌କୁ ନେଇ ବିବାଦ ଜାରି ରହିଛି। ଏହି ବିଲ୍‌ ଉପରେ ଦଳ ତରଫରୁ ‘ବିବେକ ଅନୁସାରେ ଭୋଟ୍‌ ଦେବା’ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିଛି। ସୋମବାର ଦିନ ଏହି ଘଟଣାକୁ ନେଇ ଅନେକ ନେତା ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ସାଂସଦ ମନସ ମଙ୍ଗରାଜ ତାଙ୍କ ଏକ୍ସ…

ଏଚସିଏଲ୍ ଟେକ୍ ଖୁବଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଚସିଏଲ୍ ଟେକ୍ ଖୁବଶୀଘ୍ର ଓଡିଶାରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଏଚସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ…