Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ; ଏହି ସ୍ଥାନରେ ଆଗାମୀ ୭୨ ଘଣ୍ଟା ପାଇଁ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଅପରେସନ ସିନ୍ଦୂର କରିବା ପରେ, ସ୍ପାଇସଜେଟ୍ ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସ ଭାରତର ଉତ୍ତର ଭାଗରେ ଥିବା ଅନେକ ବିମାନବନ୍ଦର ପାଇଁ ଉଡ଼ାଣ ପରାମର୍ଶ ଜାରି କରିଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଘୋଷଣା କରିଛନ୍ତି ଯେ,…

ପାକିସ୍ତାନରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ; ସାମ୍ନାକୁ ଆସିଲା ଅସଦୁଦ୍ଦିନ ଓୱେସିଙ୍କ ବୟାନ

ହାଇଦ୍ରାବାଦ: ପାକିସ୍ତାନରେ ମଙ୍ଗଳବାର ମଧ୍ୟ ରାତ୍ରୀରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଛି । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣା ପରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏକ୍ସ…

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ୍‌। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ସେପଟେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି। ସିଭିଲ ଡିଫେନ୍ସର ମକଡ୍ରିଲ୍‌ ପାଇଁ ଏହା କାମ କରିବ। ମଙ୍ଗଳବାର ଖୋର୍ଦ୍ଧା…

ଆଜି ରାଜ୍ୟରେ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌, ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌

ଭୁବନେଶ୍ୱର: ଆଜି (ବୁଧବାର) ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ୍‌। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଅଧ ମିନିଟ୍‌ କି ମିନିଟିଏ ନୁହେଁ, ସାଇରନ୍‌ ଶଦ୍ଦରେ ୫ ମିନିଟ୍‌ ଧରି ଚର୍ତୁଦିଗ କମ୍ପି ଉଠିବ। ଆରମ୍ଭ ହେବ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ। ଯୁଦ୍ଧ ପାଇଁ ଓଡ଼ିଶା କେତେ…

ଏୟାର ଷ୍ଟ୍ରାଇକ୍ ୨୦୨୫: ‘ଅପରେସନ୍ ସିନ୍ଦୂର’ରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ

ଶ୍ରୀନଗର: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ଭାରତ ମଙ୍ଗଳବାର ମଧ୍ୟରେ ରାତି ୧ଟା ୩୦ରେ ପାକିସ୍ତାନ ଏବଂ ପିଓକେରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଯାହାକୁ 'ଅପରେସନ ସିନ୍ଦୂର' ନାମ ଦିଆଯାଇଛି । ଭାରତ, ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି…

ସାଧାରଣ ନାଗରିକଙ୍କୁ ଟାର୍ଗେଟ: ଏଲଓସିରେ ପାକିସ୍ତାନର ଗୁଳିମାଡ, ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇପଡିଛି। ପାକିସ୍ତାନ ଏବେ ବି ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖି ସାଧାରଣ…

ଶ୍ରୀ ଭାଗବତ ସାର ୨୯: ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଲୀଳା ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ବିଭିନ୍ନ ଲକ୍ଷଣ ଆଲୋଚନା ପ୍ରସଙ୍ଗରେ ଏକ ବିଶେଷ ଲକ୍ଷଣ ହେଲା "ପୋଷଣ "। ୪. ପୋଷଣ:- ସର୍ଗ, ବିସର୍ଗ, ସ୍ଥିତି ପରେ ପୋଷଣ ଅର୍ଥାତ ସଚରାଚର ସୃଷ୍ଟି କରିସାରିଲେଣି ତାର ପାଳନର ପ୍ରବନ୍ଧ ହୋଇସାରିଛି ଏଵେ ସକଳ…

ଯଦି ପାକିସ୍ତାନ ପ୍ରତିଆକ୍ରମଣ କରେ… ସବୁ ଏୟାର ଡିଫେନ୍ସ ୟୁନିଟ୍‌ ହେଲା ଆକ୍ଟିଭ୍, ଚାଲିଛି ବଡ଼ ପ୍ଲାନ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବରଦସ୍ତ ବଦଲା ନେଲା ଭାରତ। ଅପରେଶନ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ-ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ୯ଟି ଏୟାରଷ୍ଟ୍ରାଇକ କରି ଆତଙ୍କି ଶିବିରକୁ ଧ୍ୱଂସ କରିଦେଇଛି। ଏହି ଅପରେଶନ…

ପାକିସ୍ତାନ ଉପରେ ଆକ୍ରମଣ ପରେ ଆମେରିକାକୁ କ’ଣ କହିଲେ ଅଜିତ ଡୋଭାଲ ? ଚମକି ପଡ଼ିଲା ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ। ଅଧ ରାତିରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିଛି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ର ମୁଜଫରାବାଦ, କୋଟଲି, ବାହାୱାଲପୁର ସମେତ ମୋଟ ୯ଟି ଆତଙ୍କବାଦୀ ଠିକଣାକୁ ଭାରତୀୟ ସେନା କରିଛି। ଏହି ଅପେରଶନର ନାଁ ଦିଆଯାଇଛି…

ଅଧ ରାତିରେ ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ, ସୀମାରେ ବଡ଼ ହଲଚଲ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅପେକ୍ଷା କରାଯାଉଥିଲା ସେଇଆ ହେଲା। କିଛି ସମୟ ପୂର୍ବେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ…