Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

 ସୃଷ୍ଟି ହେଲା ଲଘୁଚାପ: ୧୧ ତାରିଖ ଯାଏଁ ବର୍ଷିବ

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଜରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି…

ଓ୍ବାକଫ୍ ନେଇ କାହିଁକି ବଦଳିଲା ବିଜେଡିର ନିଷ୍ପତ୍ତି?, ପ୍ରଫୁଲ୍ଲ ଘଡେଇ କହିଲେ, ‘ନବୀନ ସବୁ ଜାଣନ୍ତି’

ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା ଦେଖିଲେ, ସିଧା ସିଧା ଦଳରୁ ବାହାର କରୁଥିବା, ସୁପ୍ରିମୋ ନବୀନ, କାହିଁକି…

ବାଇକ ଦୁର୍ଘଟଣା ପରେ ବିସ୍ଫୋରଣ ହେଲା ବୋମା: ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ବାଇକ ଦୁର୍ଘଟଣା ହେବା ପରେ ବିସ୍ଫୋରଣ ହେଲା ବୋମା। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଷଢେଇଗଡ ଗ୍ରାମର ନିରାକାର ସିଂ। ସୂଚନା ମୁତାବକ, ରବିବାର…

ବିଦାୟୀ ଅଭିଭାଷଣ ସମାରୋହରେ ଚିର ବିଦାୟ ନେଲେ ଯୁବତୀ, ସମସ୍ତେ ହତବାକ

ମୁମ୍ବାଇ: ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଆରଜି ସିନ୍ଦେ କଲେଜରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଶନିବାର ଦିନ ବିଦାୟୀ ସମାରୋହରେ ଭାଷଣ ଦେଉଥିବା ବେଳେ ୨୦ ବର୍ଷୀୟା ବିଏସସିର ଶେଷ ବର୍ଷ ଛାତ୍ରୀ ବର୍ଷା ଖରାଟଙ୍କର ଅଚାନକ ମୃତ୍ୟୁ ଘଟିଛି। ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ…

ଟିମରେ ସ୍ଥାନ ନମିଳିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ସିରାଜ…

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜ ଆଇପିଏଲ ୨୦୨୫ରେ ନିଜର କ୍ୟାରିଅରର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ଟି ଉଇକେଟ ନେଇ ଗୁଜରାଟ ଟାଇଟନ୍ସକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି। ଏହି ମ୍ୟାଚ…

ପୁନର୍ଗଠନ ହେବ ଏସଏଚଜି, ରାଜ୍ୟ ସ୍ତରରେ ଦିଆଯିବ ନୂଆ ନିଯୁକ୍ତି

ଭୁବନେଶ୍ୱର: ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ।…

ଯେଉଁମାନେ ପାଇନାହାନ୍ତି, ସେମାନଙ୍କୁ ଏହିଦିନ ମିଳିବ ସୁଭଦ୍ରା କିସ୍ତି…..

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ…

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି: ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଲାଗିଲା ନିଆଁ, ରୋଗୀ ସୁରକ୍ଷିତ। ଡେଲାଙ୍ଗରୁ ରୋଗୀକୁ ଧରି ଭୁବନେଶ୍ବର ଯିବା ବେଳେ ଅଘଟଣ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଗୁରୁତର ବିଷାକ୍ତ ସାପ…

ଡିଜିଟାଲ ଡିଟକ୍ସ କ’ଣ? ଏହା କାହିଁକି ଜରୁରୀ..

ଭୁବନେଶ୍ବର: ଆଜିକାଲି ପ୍ରାୟତଃ ସଭିଏଁ ସୋସିଆଲ ମିଡିଆର ବ୍ୟବହାର ସକାଳୁ ନିଦରୁ ଉଠିବା ପରଠାରୁ ରାତିରେ ଶୋଇବା ଯାଏଁ କରୁଛନ୍ତି । କିନ୍ତୁ ଜାଣିଛନ୍ତି କି ମାତ୍ରାଧିକ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିବିଶେଷ ଏନଜାଇଟର ଶିକାର ହେଉଛନ୍ତି । ସୋସିଆଲ ମିଡିଆ କାର୍ଯ୍ୟକଳାପରୁ ଅନ୍ୟର…

୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଦେବେ ଯୋଗ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରବିବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଓ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଆଇଓସିଏଲ୍, ପେଟ୍ରୋନେଟ୍…