Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁପ୍ରିମକୋର୍ଟଙ୍କ ଆଦେଶକୁ ନାହିଁ ଦିଦିଙ୍କ ଖାତିର୍: କହିଲେ, ‘ଯୋଗ୍ୟ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ବହିଷ୍କୃତ ବଙ୍ଗୀୟ ଶିକ୍ଷକମାନଙ୍କ ସମର୍ଥନରେ ବାହାରିଛନ୍ତି । ସୁପ୍ରିମକୋର୍ଟ ୨୫ ହଜାରରୁ ଅଧିକ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ବାତିଲ କରିବା ପରେ ଆଜି କିଛି ଏପରି କହିଛନ୍ତି ମମତା ଦିଦି ।  …

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ…

ନବୀନଙ୍କ ନିରବତା ପଛରେ ଏସବୁ କାରଣ

ଭୁବନେଶ୍ବର: ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ବିଜେଡିରେ ଥମୁନି ଝଡ଼ । ରାଜ୍ୟସଭା ସାଂସଦ ମୁନା ଖାଁ ଭୁବନେଶ୍ବର ଫେରିବା ପରେ ସସ୍ମିତ ପାତ୍ରଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ବିମାନବନ୍ଦରରେ ବର୍ଷିବା ପରେ ନବୀନ ନିବାସ ଯାଇଥିଲେ ମୁନା ଖାଁ । ବିଲ ସପକ୍ଷରେ ସସ୍ମିତ…

ମମତାଙ୍କୁ ମାତ୍ ଦେବାକୁ ରାମମନ୍ଦିର !

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତାଙ୍କ ବିଜୟ ରଥ ରୋକିବାକୁ ବିଜେପିର ବଡ଼ ପ୍ଲାନ୍ । ମମତାଙ୍କ ଜଗନ୍ନାଥ ମନ୍ଦିର, ଶୁଭେନ୍ଦୁ ଅଧିକାରୀଙ୍କ ରାମମନ୍ଦିର ! ରାମନବମୀଙ୍କୁ ନେଇ ଗତ କିଛି ଦିନ ଧରି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭାରେ ବିରୋଧୀ ଦଳ…

ଟାରିଫ୍ ଛାଟ…ସେୟାର ବଜାରରେ ବ୍ଲାକ୍ ମଣ୍ଡେ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ଷ୍ଟକ ମାର୍କେଟରେ ବ୍ଲଡ ବାଥ୍ । ଭାରତର ସେୟାର ବଜାରରେ ବ୍ଲାକ ମଣ୍ଡେ । ୧୦ସେକେଣ୍ଡରେ ଉଡିଗଲା ୨୦ଲକ୍ଷ କୋଟି । କେବଳ ଭାରତ ନୁହେଁ ବିଶ୍ବ ବଜାରରେ ହାହାକାର । ଟ୍ରମ୍ପଙ୍କ ଟାରିଫ ଘୋଷଣା ଯୋଗୁଁ ସେୟାର ବଜାରରେ ସୁନାମୀ। ସପ୍ତାହର ପ୍ରଥମ ଦିନରେ…

ବଢିବ କି ପେଟ୍ରୋଲ/ଡିଜେଲ ଦର? ବଢିଲା ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ: ବଢିବ କି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର । ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ସମ୍ଭାବନା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ ସରକାର ଉଭୟ ଇନ୍ଧନ ଉପରେ ପ୍ରତି ଲିଟର ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଖୁବଶୀଘ୍ର…

ରାଜ୍ୟରେ ହେବ ୩୨ ବୃହତ୍‌ ଶସ୍ୟ ଭଣ୍ଡାର: ରାଜକୋଷରୁ କମିବ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର। ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି। ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ। ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ…

ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ, କହିଲେ, ‘ଓ୍ବାକଆଉଟ ମାନେ ସମର୍ଥନ’

ଭୁବନେଶ୍ବର: ବଢୁଛି ବିଜେଡିର ଅଡୁଆ । ଦଳ ଭିତରେ ବାହାରେ ସବୁଠି ବିରୋଧ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ବାକଫ୍ ବିଲକୁ ସମର୍ଥନ ଦେବାକୁ ନେଇ ଏବେ ତେଜିଛି ରାଜ୍ୟରାଜନୀତି । ବିରୋଧୀ ତ ବିରୋଧୀ ଦଳୀୟ ବରିଷ୍ଠ ଠାରୁ ନେଇ କନିଷ୍ଠ ସବୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ…

ଟ୍ରମ୍ପଙ୍କ ଟାରିଫ ଘୋଷଣାରୁ ବିଶ୍ୱ ମାର୍କେଟରେ ହଲଚଲ: ୧୯ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି

ମୁମ୍ବାଇ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ଟାରିଫ ନୀତି ବିଶ୍ୱ ବଜାରରେ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିଛି। ଚଳିତ ସପ୍ତାହର ପ୍ରଥମ ଟ୍ରେଡିଂ ଦିନରେ ଭାରତୀୟ ଷ୍ଟକ ମାର୍କେଟରେ ବଡ଼ ଧରଣର କ୍ଷତି ଦେଖାଦେଇଛି। ସେନ୍‌ସେକ୍ସ ୩,୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା…