Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଦିଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଜବାବ, କହିଲେ ମମତା ହିନ୍ଦୁ ବିରୋଧୀ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ। ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, "ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ। ପ୍ରତିଦିନ…

ଟ୍ରମ୍ପଙ୍କ ଟାରିଫ ମାଡ଼: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ 

ନୂଆଦିଲ୍ଲୀ: ନୂଆକରି ଆମେରିକାର ମଙ୍ଗ ଧରିବା ପରେ ନିଜର ଶୁଳ୍କ ଆଦାୟ ଅନ୍ଦାଜ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶ, ଉପତ୍ୟକା, ମରୁଭୂମି... କାହା ଉପରେ ଶୁଳ୍କ ଛାଡ଼ି ନଥିବା ଟ୍ରମ୍ପ ଏବେ ସିନେମା ଉପରେ ତାଙ୍କ ଶୁଳ୍କ ଛଡ଼ି ବୁଲାଇଛନ୍ତି। ରାଷ୍ଟ୍ରପତି…

ସମସ୍ତେ ବିବାହ ମେହେନ୍ଦି ଦେଖିଥିବେ, କେବେ ଛାଡପତ୍ର ମେହେନ୍ଦି ଦେଖିଛନ୍ତି କି? ଦେଖନ୍ତୁ ଫଟୋ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କ’ଣ ଦେଖାଯିବ ତାହା କେହି ଅନ୍ଦାଜ ଲଗାଇବା ମୁସ୍କିଲ । ପ୍ରତ୍ୟେକ ସ୍କ୍ରୋଲ୍ ପରେ, ସୋସିଆଲ ମିଡିଆରେ କିଛି ନୂଆ ଏବଂ ଭିନ୍ନ ଖବର ଦେଖିବାକୁ ମିଳିଥାଏ । ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ଏବଂ ନିୟମିତ ଭାବରେ ସକ୍ରିୟ ଅଛନ୍ତି, ତେବେ ଆପଣ ଏପରି ଅନେକ…

ବଡ଼ ଜବାବ ପ୍ରସ୍ତୁତିରେ ଭାରତ: ମୋଦିଙ୍କୁ ଭେଟିଲେ ପ୍ରତିରକ୍ଷା ସଚିବ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ସମୟରେ ଆଜି ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ କିପରି ଜବାବ ଦେବ ସେ ବିଷୟରେ କଳ୍ପନାଜଳ୍ପନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି…

ପିଞ୍ଜରାରେ ମୋଦି, ଶାହ: ଟୋରଣ୍ଟୋରେ ହିନ୍ଦୁ ବିରୋଧୀ ପରେଡ୍ 

ନୂଆଦିଲ୍ଲୀ: କାନାଡା ରାସ୍ତାରେ ପିଞ୍ଜରାରେ ଭାରତୀୟ ରାଜନେତା। ହିନ୍ଦୁ ବିରୋଧୀ ନାରା ସାଙ୍ଗକୁ ପରେଡ। ଟୋରଣ୍ଟୋରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ହିନ୍ଦୁ ବିରୋଧୀ ପରେଡ୍ ବାହାର କରାଯାଇଥିବା ବେଳେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ରବିବାର କାନାଡାର ମାଲଟନ୍ ଗୁରୁଦ୍ୱାର,…

ସେନାଙ୍କୁ ଆଉ ଏକ ବଡ଼ ସଫଳତା: ଆତଙ୍କୀ ଆଡ୍ଡାରୁ ପାଞ୍ଚଟି ଆଇଇଡି ଜବତ

ପୁଞ୍ଚ: ପହଲଗାମ୍ ଆକ୍ରମଣ ପରେ ଜମ୍ମୁ କଶ୍ମୀରର ଚପ୍ପାଚପ୍ପା ଛାନ୍ ମାରୁଛି ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ। ଆତଙ୍କୀଙ୍କୁ ଖୋଜି ଖୋଜି ସମାପ୍ତ କରିବାର ପାନ ନେଇଛନ୍ତି। ଏହାରି ଭିତରେ ଅନେକ ଆତଙ୍କବାଦୀଙ୍କ ଆଡ୍ଡା ଧ୍ଵଂସ କଲାଣି । ଏହି କ୍ରମରେ ପୁଣି ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର…

ଆଜି ନୀଳାଦ୍ରି ମହୋଦୟାଷ୍ଟମୀ: ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ହେବ ଜଳାଭିଷେକ

ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ଜଣାଯାଏ । ଆଜି ଶ୍ରୀବିଗ୍ରହଙ୍କ ଜଳାଭିଷେକ ହେବ । ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳାଭିଷେକ କରାଯିବ । ବଡ଼ଦେଉଳ…

ରାଜଧାନୀରେ ଲଜ୍ଜା; ମା’ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର: ରାଜଧାନୀରେ ମାଆ ଓ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଶ୍ଲୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ରବିବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟମକା ଥାନା…

ସମୁଦ୍ର ପଥରେ ଚୋରାଚାଲାଣ; ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ, ୩ ଗିରଫ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍‌ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି । ପୋଲିସର ସୂଚନା ମୁତାବକ, ପିକ୍‌ଅପ୍‌ ଭ୍ୟାନ୍‌ରେ ଚୋରା…

ପହଲଗାମ ଆକ୍ରମଣ ଆତଙ୍କୀଙ୍କୁ ସହଯୋଗ କରିଥିବା ଯୁବକ ମୃତ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା ନିରନ୍ତର ତଦନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ରବିବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଏକ ଗାଁରେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବିଷୟରେ କୁହାଯାଉଛି ଯେ, ସେ ଆତଙ୍କବାଦୀଙ୍କୁ ଖାଦ୍ୟ…