Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ChatGPT ତିଆରି କରୁଛି ଫେକ୍ ଆଧାର ଓ ପାନ କାର୍ଡ! 

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରାୟ ସମସ୍ତ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିବା ବେଳେ ଏହାକୁ ନେଇ ନୂତନ ତଥ୍ୟ ଜଣାପଡିଛି। ଯାହାକି ବିପଦର କାରଣ ହୋଇପାରେ। AI ପାଖରେ ଚାଟବଟ୍ ସାହାଯ୍ୟରେ ଟେକ୍ସଟ୍ ଜେନେରେଟ କରିବା ସହ ଫଟୋ ମଧ୍ୟ ଜେନେରେଟ କରିବାର…

ରୁକୁଣା ରଥଯାତ୍ରା: ଏତିକି ଟଙ୍କାରେ ନିଲାମ ହେଲା ‘ମରିଚି କୁଣ୍ଡ’ ଜଳ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ନିଲାମ ହୋଇଛି 'ମରିଚି କୁଣ୍ଡ' ଜଳ। ମୁକ୍ତେଶ୍ୱର ମନ୍ଦିରରେ ଥିବା ମାରିଚି 'କୁଣ୍ଡ'ରୁ କଢ଼ାଯାଇଥିବା ପବିତ୍ର ଜଳର ପ୍ରଥମ କଳସ ୨୧,୦୦୦ ଟଙ୍କାରେ ବିକ୍ରି ହୋଇଛି। ରୁକୁଣା ରଥର ଅଭିଷେକ ପରେ ଶ୍ରୀ…

ଘରୁ ଲୁଟ ବେଳେ ବୃଦ୍ଧାଙ୍କୁ ପିଟି ମାରିଦେଲେ ଦୁର୍ବୃତ୍ତ

ଯାଜପୁର: ରାତି ଅଧରେ ଘରୁ ଲୁଟ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ଘରେ ଶୋଇଥିବା ବୃଦ୍ଧା ଉଠିଯିବାରୁ ତାଙ୍କୁ ଦୁର୍ବୃତ୍ତମା​‌ନେ ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ। ସୂଚନା ଅନୁସାରେ…

ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ, ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ

ଅନୁଗୁଳ: ସଦର ଥାନା ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ। ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା ସହ ମାରଣାସ୍ତ୍ର, କାର, ମୋବାଇଲ ଆଦି ଜବତ କରିଛି ପୋଲିସ । ସୂଚନା ଅନୁସାରେ ସରଧାପୁର ଗାଁ ମୁଣ୍ଡରେ କିଛି ଡକାୟତ…

ଖସିଲା ପାରଦ, ୧୦ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଖସିଲା ପାରଦ। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷ ସମ୍ଭାବନା ଅଛି। ଶନିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ। ୩୦ରୁ ୪୦କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାରେ କାଳବୈଶାଖୀ…

ହଠାତ୍ ଆପଣଙ୍କ ହାର୍ଟ ବିଟ୍ ଫାଷ୍ଟ ହେଉଛି କି ? ଜାଣନ୍ତୁ ଏହାର କାରଣ..

ଭୁବନେଶ୍ବର: ବେଳେବେଳେ, ବସିଥିବା ବେଳେ କିମ୍ବା ବିଶ୍ରାମ ନେବାବେଳେ, ହଠାତ୍ ଅନୁଭବ ହୁଏ ଯେ ହାର୍ଟ ବହୁତ ଜୋରରେ ସ୍ପନ୍ଦନ କରୁଛି । ଲାଗେ ଯେପରି ହାର୍ଟ ଛାତିରୁ ବାହାରି ଯିବ । ତେବେ ଜାଣିଛନ୍ତି କି କାହିଁକି ଏପରି ହୁଏ.. ଯେତେବେଳେ ଆମେ ଅତ୍ୟଧିକ ଟେନସନରେ ଥାଉ କିମ୍ବା ଅଧିକ ଚିନ୍ତା…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଅପରାହ୍ନରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ରଥଦାଣ୍ଡରେ…

ବିବାହର ୨୫ ବର୍ଷ ପୂର୍ତ୍ତି, ପତ୍ନୀଙ୍କ ସହ ନାଚୁଥିବା ବେଳେ ଚାଲିଗଲା ଜୀବନ!

ବରେଲି: ଉତ୍ତର ପ୍ରଦେଶର ବରେଲିରୁ ଏକ ହୃଦୟବିଦାରକ ଖବର ଆସିଛି। ଏକ ଖୁସିର ଉତ୍ସବ ମାତ୍ର କିଛି ମୁହୂର୍ତ୍ତରେ ଶୋକରେ ବଦଳି ଯାଇଛି।ଏକ ଦମ୍ପତି ନିଜ ବିବାହର ୨୫ ବର୍ଷ ପୂର୍ତ୍ତି ଅର୍ଥାତ୍ ସିଲଭର ଜୁବିଲି ପାଳନ କରୁଥିଲେ। ସମସ୍ତଙ୍କ ମୁହଁରେ ହସ ଓ ଆନନ୍ଦର ଝଲକ ଥିଲା। କିନ୍ତୁ କିଏ…

ପୁଣି ଫ୍ଲପ୍ ମାରିଲେ ପନ୍ତ, ଏଲଏସଜି ମାଲିକ ଖପ୍ପା!

ମୁମ୍ବାଇ: ରିଷଭ ପନ୍ତ ଓ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ (ଏଲଏସଜି) ଚଳିତ ଆଇପିଏଲ ସିଜନରେ ଦର୍ଶକଙ୍କ ଆଶା ପୂରଣ କରିପାରି ନାହାନ୍ତି। ଚାରୋଟି ମ୍ୟାଚ୍ ଖେଳିସାରିଥିବା ଏଲଏସଜିର ଅଧିନାୟକ ପନ୍ତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ବିଫଳ ହୋଇଛନ୍ତି। ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ…

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ କହିଲେ ଆମ ଆଭିମୁଖ୍ୟ ଧର୍ମନିରପେକ୍ଷ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ ସେ କହିଛନ୍ତି ଯେ ବିଜେଡି କୌଣସି ରାଷ୍ଟ୍ରୀୟ…